ମ୍ୟାଲେରିଆ ଚିହ୍ନଟ କରିବାର ସହଜ ଉପାୟ

ମ୍ୟାଲେରିଆକୁ ଚିହ୍ନଟ କରିବାର ଏକ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ସାଧାରଣତଃ ଏହି ଜ୍ୱରକୁ ଚିହ୍ନଟ କରିବା ପାଇଁ ରକ୍ତପରୀକ୍ଷା କରାଯାଇଥାଏ। ହେଲେ ରାଇସ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଅଭିନବ ଉପାୟରେ ମ୍ୟାଲେରିଆକୁ ଚିହ୍ନଟ କରିପାରିଛନ୍ତି। ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଚର୍ମକୁ ପରୀକ୍ଷାକରି ଏପରି ରୋଗକୁ ଚିହ୍ନଟ କରିହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ ଉନ୍ନତ କାରିଗରି କୌଶଳରେ ନିର୍ମିତ ଡିଭାଇସର ସହାୟତା ନେଇଥିଲେ। ଏଥିରେ ଏକ ବିମ୍‌ ସଂଯୋଗ କରାଯାଇଛି। ଉକ୍ତ ବିମ୍‌ର ରଶ୍ମି ଚର୍ମ ଉପରେ ପଡ଼ିବା କ୍ଷଣି ତାହା ଚର୍ମ ଭିତରେ ଥିବା କୋଷ (ସେଲ୍‌)ଗୁଡ଼ିକୁ ତନ୍ନ ତନ୍ନ କରି ପରୀକ୍ଷା କରିଥାଏ। ଯଦି କୌଣସି କୋଷ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ତାହାକୁ ଉକ୍ତ ଡିଭାଇସ୍‌ ଚିହ୍ନଟ କରିଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକଙ୍କ ଏକ୍ସ ଓ୍ବାଇଫ ନା ନୂଆ ଗର୍ଲଫ୍ରେଣ୍ଡ କିଏ ଅଧିକ ଧନୀ? ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୫।୪: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନଶୈଳୀ ଏବଂ ସମ୍ପର୍କ ପାଇଁ ପ୍ରାୟତଃ ଶିରୋନାମାରେ ଅଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଲୋକପ୍ରିୟ ମଡେଲ ମାହିକା ଶର୍ମାଙ୍କୁ ଡେଟ…

ଜଳିଗଲା ଲଙ୍କାଗଡ଼ ଜଙ୍ଗଲ, ଚାରିଆଡ଼େ ଧୂଆଁମୟ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କୁଲାଡ଼ ବିଟ୍‌ ଅଧୀନରେ ଥିବା ବାରୁଡ଼ା ଲଙ୍କାଗଡ଼ ପାହାଡ଼ରେ ଥିବା ଜଙ୍ଗଲ ଶୁକ୍ରବାର ରାତିରେ ଜଳିଯାଇଛି।…

ଟ୍ରମ୍ପଙ୍କୁ ଭେଟିବେ ମୋଦି, ଯୁଦ୍ଧକୁ ନେଇ ହୋଇପାରେ ବଡ଼ ଆଲୋଚନା!

ନୂଆଦିଲ୍ଲୀ,୨୫।୪: ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ଅଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ…

କୋହଲିଙ୍କ ବିରାଟ ଛକା ଦେଖି ଷ୍ଟାଡିୟମରେ ଏମିତି ନାଚି ଉଠିଲେ ଅନୁଷ୍କା ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୪: ଗତ ଶୁକ୍ରବାର, IPL 2026 ର ୩୪ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ନିଜ…

ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌: ଏସିଆର ୧୬୯, ଦେଶରେ ୬ଷ୍ଠ ସ୍ଥାନରେ କିଟ୍‌

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା):ଚଳିତବର୍ଷ ଦି ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଂ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ବିଶ୍ୱସ୍ତରୀୟ ର଼୍ୟାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏବର୍ଷ…

ଋଣ ଭାର ସହି ନପାରି ବେକରେ ରଶି ଲଗାଇ ଝୁଲିପଡିଲେ ବୃଦ୍ଧ ଦମ୍ପତି

ଗାଙ୍ଗପୁର,୨୫।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନଥିବାବେଳେ ବେକରେ…

ଅତର୍କିତ ଆକ୍ରମଣ: ବାପ ପୁଅ ସମେତ ୪ ଆହତ

ଆସିକା,୨୫।୪(ସୁରେନ୍ଦ୍ର ନାଥ ସାହୁ) : ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅତର୍କିତ ଆକ୍ରମଣରେ ଗୋଟିଏ ପରିବାରର ବାପା ଓ…

ଇସ୍ତଫା ଦେବାକୁ ନିଜେ କହିଥିଲେ କେଜରିଓ଼୍ବାଲ, ରାଘବ ଚଢାଙ୍କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ର ଦଶ ଜଣ ଏମପିଙ୍କ ମଧ୍ୟରୁ ସାତ ଜଣ ଦଳ ଛାଡିଛନ୍ତି। ଏହି ଏମପିମାନଙ୍କ ମଧ୍ୟରୁ ଛଅ ଜଣ ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri