‘ମୋ ବସ୍‌’ର ପ୍ରଥମ ବାର୍ଷିକ ସମାରୋହରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍‌ରେ ବସି ସୂଚନା ଭବନ ଅଭିମୁଖେ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓ୍ବାଟର୍‌ ଏଟିଏମ୍‌’ ଉଦ୍‌ଘାଟନ

ଗଣେଷ ଘାଟସ୍ଥିତ ପ୍ରୋଜେକ୍ଟ ସ୍ବରାଜ ପରିସରରେ କଟକ ମହାନଗର ନିଗମର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍‌ଗୋ ‘ଓ୍ବାଟର୍‌ ଏଟିଏମ୍‌’କୁ ଉଦ୍‌ଘାଟନ କରୁଛନ୍ତି।

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି।

୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ

୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।

ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

ଶ୍ରାବଣ ଶେଷ ସୋମବାର ମହାଦେବଙ୍କ ଦର୍ଶନଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଉଛନ୍ତି।

ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ

ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ବର୍ଷା ଲାଗିରହିଛି। ଏ ହେଉଛି ରାଜଧାନୀ ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ।

ମୌସୁମୀ ବର୍ଷାରେ ଭିଜିଲା ରାଜଧାନୀ

ମୌସୁମୀ ବର୍ଷାରେ ଭିଜିଲା ରାଜଧାନୀ

ଗଙ୍ଗମନ୍ଦିର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ

ଗଙ୍ଗମନ୍ଦିର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ।


Coronavirus Update

Archives

Model This Week

Why Dharitri