ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ମୋଦିଙ୍କ ନିକଟକୁ ଦେଶ ତଥା ବିଦେଶର ବହୁ ମାନ୍ୟଗଣ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଉଥିବା ଦେଖାଯାଉଛି। ସଲମାନ ଖାନ, ଅନୁପମ ଖେର, ଅକ୍ଷୟ କୁମାର, ରଜନୀକାନ୍ତ ଏବଂ ବରୁଣ ଧଓ୍ବନଙ୍କ ପରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ, ମୋଦି ଓ ଭାଜପାକୁ ଜିତ୍‌କୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।


ଭାଜପାର ବିଜୟରେ ଲୋକତନ୍ତ୍ର ଜିତିଛି। ଦେଶର ବିକାଶ କରିବାକୁ ନେଇ ସ୍ପଷ୍ଟ ଥିବା ବ୍ୟକ୍ତିକୁ ବହୁମତ ମିଳିଛି। ଏଣୁ ଜଣେ ଗର୍ବିତ ଭାରତୀୟ ଭାବେ ମୋଦି ଏବଂ ଭାଜପା ନେତାମାନଙ୍କୁ ଅଭିନନ୍ଦନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା

ମୁମ୍ବାଇ,୧୮।୩: ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ...

‘ବଲିଉଡ, ସାଉଥ୍‌ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍‌ ନୁହେଁ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ...

ଜୋତାର ନିଆରା ମ୍ୟୁଜିୟମ୍‌

କାନାଡାର ଟରଣ୍ଟୋ ସ୍ଥିତ ବ୍ଲୋର୍‌ ଷ୍ଟ୍ରିଟ୍‌ଠାରେ ଥିବା ବାଟା ସୁ ମ୍ୟୁଜିୟମ ପୃଥିବୀର ଏକ ବିଖ୍ୟାତ ଜୋତା ମ୍ୟୁଜିୟମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ...

ବଲିଉଡ୍‌କୁ ପୁଣି ଝଟ୍‌କା, ଆଖିବୁଜିଲେ ଏହି ଅଭିନେତା

ବଲିଉଡ ଅଭିନେତା ରଞ୍ଜନ ସେହଗଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ରଞ୍ଜନ ଦୀର୍ଘଦିନ ଦିନ ହେବ ଅସୁସ୍ଥ ଥିଲେ।...

୧୨ ବର୍ଷ ଡେଟିଂ ପରେ ଜୁଲାଇରେ ପଡ଼ିବ ହାତଗଣ୍ଠି

ବମ୍ବେ: ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଆଉ ପାଦେ ଆଗକୁ ବଢ଼ିବ ସମ୍ପର୍କ। ଜୁଲାଇ ୨୧ରେ ବାଜିବ ସାହାନାଇ।...

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫...

ରାଗିଗଲେ ଏହି ଅଭିନେତ୍ରୀ, ମିଡିଆକୁ ‘ବିପଜ୍ଜନକ କୁକୁର’ ସହ କଲେ ତୁଳନା

ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅକ୍କିନେନି ଆଜିକାଲି ସ୍ବାମୀ ନାଗା ଚେତନ୍ୟଙ୍କ ସହ ତାଙ୍କ ଫାଟ ସମ୍ପର୍କ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବିଷୟରେ କୁହାଯାଉଛି...

କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍‌ କେ ପାସ’ର ଟିଜର ରିଲିଜ୍‌ ହୋଇଛି। ଏହା...

Advertisement
Archives

Model This Week