Posted inଖେଳ

ମେଓ୍ବେଦର ଚାଇନା ବକ୍ସିଂ ଟିମ୍‌ର ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ, ରିଙ୍ଗ୍‌ରେ ରହିଛି ୫୦-୦ ରେକର୍ଡ

ସାଂଘାଇ, ୨୩ା୭ (ଏଏଫ୍‌ପି)- ଚାଇନା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଇନିଜ ବକ୍ସିଂ ଫେଡେରେଶନ ଅବସରପ୍ରାପ୍ତ ସୁପରଷ୍ଟାର ଫ୍ଲଏଡ୍‌ ମେଓ୍ବେଦରଙ୍କୁ ଚାଇନା ବକ୍ସିଂ ଟିମ୍‌ର ’ସ୍ବତନ୍ତ୍ର ପରାମର୍ଶଦାତା’ ଭାବେ ନିଯୁକ୍ତି ଦେଇଛି। ମେଓ୍ବେଦର କିନ୍ତୁ ତାଙ୍କ ବକ୍ସିଂ ନିଯୁକ୍ତି ସମ୍ପର୍କରେ ସୋସିଆଲ ମିଡିଆ ଆକାଉଣ୍ଟରେ କରି କହିନାହାନ୍ତି। ମେଓ୍ବେଦରଙ୍କ ଭୂମିକା କ’ଣ ରହିବ ସେ ସମ୍ପର୍କରେ ଚାଇନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବକ୍ସିଂ ରିଙ୍ଗ୍‌ରେ ମେଓ୍ବେଦରଙ୍କ ୫୦-୦ ରେକର୍ଡ ରହିଛି। ତନ୍ମଧ୍ୟରେ ୨୭ ନକ୍‌ଆଉଟ୍‌ ବିଜୟ ରହିଛି। ମାତ୍ର ପରବର୍ତ୍ତୀକାଳରେ ୨୦୦୪ ଏଥେନ୍ସରେ ଜୋଉ ଶିମିଂ ଦେଶ ପାଇଁ ପ୍ରଥମ ଅଲିମ୍ପିକ ପଦକ ଆଣିଦେଇଥିଲେ। ତାହା ବ୍ରୋଞ୍ଜ ପଦକ ଥିଲା। ଜୋଉ ପରବର୍ତ୍ତୀ ଦୁଇଟି ଗେମ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ଥର ମହିଳା ବକ୍ସିଂକୁ ସାମିଲ କରଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡିଆରେ ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

‘କୌନ ବନେଗା କରୋଡପତି’ ଶୋ’ର ଏକ ଏପିସୋଡ ଭାରତୀୟ ଖେଳାଳିଙ୍କ ନାଁରେ ରହିଛି। ଏହି ଏପିସୋଡରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ, ଦୁଇ...

ଅଲିମ୍ପିକ୍ସ ଆରମ୍ଭ ହେବା ପରେ ଶୀର୍ଷରେ ସଂକ୍ରମଣ

ଟୋକିଓ,୨୮।୭(ପି.ଟି.): ଅଲିମ୍ପିକ୍ସ ଆରମ୍ଭ ହେବାର ୫ ଦିନରେ ଟୋକିଓରେ କରୋନା ଭାଇରସଜନିତ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଫଳରେ ଆୟୋଜକମାନଙ୍କ ଚିନ୍ତା ବଢିଛି। ୨୭ ତାରିଖ ମଙ୍ଗଳବାର...

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌...

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌...

କପିଳ ଦେବ ଏହି ଖେଳାଳିଙ୍କୁ ସବୁଠୁ ଅଧିକ ଭୟ କରୁଥିଲେ

ନୂଆଦିଲ୍ଲୀ, ୧୫।୭- କପିଳ ଦେବ। ଭାରତୀୟ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ୧୯୮୩ ବିଶ୍ୱକପ୍‌ରେ ଭାରତକୁ ଚାମ୍ପିୟନ କରାଇ କ୍ରିକେଟ୍‌କୁ ଘରେ ଘରେ ପରିଚିତ...

ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌

ମୁମ୍ବାଇ,୧୭।୯(ପି.ଟି.): ଆସନ୍ତା ଆଇପିଏଲ୍‌ ସିଜନ ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟକିପର-ବ୍ୟାଟର ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଥିବା...

ଜାଡେଜା ଆହତ, ଏସିଆ କପ୍‌ରୁ ଓହରିଲେ

ଦୁବାଇ, ୩ା୯(ପି.ଟି.): ଆଣ୍ଠୁରେ ଆଘାତ ଯୋଗୁ ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପ୍‌ର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ମହାମୁକାବିଲା

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ...

Advertisement
Archives

Model This Week