Posted inଜାତୀୟ

ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୨୯।୧୨: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮୦ ବର୍ଷୀୟ ମୁଲାୟମ ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି। ଗତ ୩ ଦିନ ଦିନ ହେବ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ରବିବାର ଏହି ଯନ୍ତ୍ରଣା ଅତ୍ୟଧିକ ହେବାରୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ପେଟ ଯନ୍ତ୍ରଣା ଯୋଗୁ ମୁଲାୟମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା...

ଜିଦ୍‌ରେ ଅଟଳ ବିଦ୍ରୋହୀ ବିଧାୟକ: କହିଲେ, ଆସ୍ଥା ଭୋଟରେ ଗୃହକୁ ଯିବାର ପ୍ରଶ୍ନ ଉଠୁନି

ମୁମ୍ବାଇ, ୧୭।୭: ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାସହ ଇସ୍ତଫା ଦେଇଥିବା ୧୫ଜଣ ବିଧାୟକମାନଙ୍କୁ...

ଲାଲ୍‌ ହେଲା ଟମାଟୋ

ନୂଆଦିଲ୍ଲୀ,୨୧।୭: ବର୍ଷାଋତୁରେ ଟମାଟୋ ଦର ସାଧାରଣତଃ ୨୦-୩୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଦେଶର କେତେକ ରାଜ୍ୟରେ ବନ୍ୟା ଯୋଗୁ ଦିଲ୍ଲୀରେ ଟମାଟୋ ପୁଣି ଲାଲ୍‌...

ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ

ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର...

ମିଶନ ଦକ୍ଷିଣ ଭାରତ : ନେତାଙ୍କୁ ଭାଜପାର ୪୫ ଦିନିଆ କାର୍ଯ୍ୟ ଦାୟିତ୍ୱ…

ନୂଆଦିଲ୍ଲୀ,୨୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପର୍ଯ୍ୟନ୍ତ ହୋଇନାହିଁ ମାତ୍ର ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଭାଜପା ମିଶନ...

ଦେଶରେ ୪୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୫।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୪ ନୂଆ...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

ଶହୀଦ ପରିବାରଙ୍କୁ ଶସ୍ତାରେ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ,୧।୧୨: ସୀମା ସୁରକ୍ଷା ବଳ(ବିଏସ୍‌ଏଫ)ର ୫୫ ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ର ସରକାର ଶହୀଦ ପରିବାରଙ୍କୁ ବଡ ଉପହାର ଦେଇଛନ୍ତି। ଡିସେମ୍ବର ୧ ସ୍ଥାପନା...

Advertisement
Archives

Model This Week