Posted inଜାତୀୟ

ମୁମ୍ବାଇ କାରଖାନରେ ନିଆଁ

ମୁମ୍ବାଇ,୨୭।୧୨: ମହାରାଷ୍ଟ୍ର ମୁମ୍ବାଇର ଘଟକୋପାରରେ ଥିବା ଏକ କାରଖାନାରେ ଶୁକ୍ରବାର କୌଣସି କାରଣରୁ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୫ଟି ଦମକଳ ପହଞ୍ଚିଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ସୁଦ୍ଧା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ପ୍ରବଳ ଧୂଆଁରେ ଆଖପାଖ ଅଞ୍ଚଳ ମଧ୍ୟ ଆଚ୍ଛାଦିତ ହୋଇ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୫ ରାତି ୯ଟାରେ ୯ ମିିନିଟ୍‌ ପାଇଁ ଘରର ଲାଇଟ୍‌ ବନ୍ଦ କରିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩ା୪ : କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ...

ହଜ୍‌ ପାଇଁ ୬,୫୦୦ କି.ମି. ଚାଲିଲେ

ଲଣ୍ଡନ,୧୨।୭: ବ୍ରିଟେନରେ ରହୁଥିବା ଇରାକୀ-କୁରଦିଶ ବଂଶୋଦ୍ଭବ ଆଦମ ମହମ୍ମଦ (୫୨) ହଜ୍‌ ପାଇଁ ୬,୫୦୦ କି.ମି. ଦୂର ଚାଲିକରି ମକ୍କାରେ ପହଞ୍ଚିଛନ୍ତି। ସାଉଦି ଆରବରେ ପହଞ୍ଚିବା...

ନିର୍ବାଚନରେ ପରାଜୟ ପରେ ଚନ୍ନିଙ୍କୁ ଦଳରୁ ହଟାଇବାକୁ ଜୋର ଧରିଲା ଦାବି

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାଜ୍ୟରେ କଂଗ୍ରେସର କନ୍ଦଳ ବଢ଼ିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ଉପରେ କଂଗ୍ରେସ...

ଏଥର ସକାଳ-ସନ୍ଧ୍ୟା ନୁହେଁ ଠିକ୍ ସମୟରେ ହେବ ଶପଥ ଗ୍ରହଣ: ଫଡନବିଶ

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ପୁଣି ହୋଇଛି ସରଗରମ । କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ଭାରତୀୟ ଜନତା...

ଶବ୍ଦ ପ୍ରଦୂଷଣ ନିୟମ ପାଳନ କର

ବେଙ୍ଗାଲୁରୁ,୭।୪(ପି.ଟି.): ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦକୁ ବିରୋଧ କରି କେତେକ ହିନ୍ଦୁ ସଂଗଠନ ଏହାକୁ ବନ୍ଦ କରିବା ଲାଗି ଦାବି କରିଥିଲେ। ଅନୁମୋଦିତ ଡେସିବେଲ୍‌...

ରାହୁଲଙ୍କୁ ଚୁମ୍ବନ ଦେଲେ ପୁରୁଷ ସଦସ୍ୟ: ଭିଡିଓ ଭାଇରାଲ

ଓ୍ବାୟନାଡ,୨୮।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡର ଏମ୍‌ପି ଥିବା ବେଳେ ବୁଧବାର ସେ ସେଠାକୁ ଗସ୍ତ କରିଛନ୍ତି। ରାହୁଲ ଚଳିତ ମାସରେ...

କଂଗ୍ରେସରେ ସାମିଲ ହେଲେ ବିଏସପି ପ୍ରାର୍ଥୀ, କଂଗ୍ରେସ ସମର୍ଥନ ଉପରେ କରାଯିବ ପୁନଃବିଚାର:ମାୟାବତୀ

ଭୋପାଳ,୩୦।୪: ଉତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ହୋଇ ପାରି ନ ଥିବା ବେଳେ କଂଗ୍ରେସ ଲଗାତାର ମାୟାବତୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ...

ପୁଣି କରୋନା ଆତଙ୍କ: ମୁମ୍ବାଇରେ ୧୩୦୫ ବିଲ୍ଡିଂ ସିଲ୍‌

ନୂଆଦିଲ୍ଲୀ,୨୧।୨: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ...

Advertisement
Archives

Model This Week