ମୁଡ ଅଫ୍‌ ଥିଲେ

ପ୍ରିୟଜନଙ୍କ ସହ ମନାନ୍ତର ହେଉ ବା କୌଣସି କାର୍ଯ୍ୟରେ ଅସଫଳତା, ଏମିତି ବିଭିନ୍ନ କାରଣ ହେତୁ ଆମର ମୁଡ ଅଫ୍‌ ହେଇଯାଏ। ମୁଡ ଅଫ୍‌ ହେବା ଆମ ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେବେ ଯଦି ମୁଡ ଅଫ୍‌ ହୋଇଥାଏ ତେବେ କିଭଳି ଭାବେ ସେହି ପରିସ୍ଥିତିକୁ ହ୍ୟାଣ୍ଡେଲ କରିବେ ସେ ସମ୍ପର୍କରେ….
* ଯଦି ଆପଣଙ୍କର କୌଣସି ପରିସ୍ଥିତି ବା ଘଟଣା ହେତୁ ବାରମ୍ବାର ମୁଡ ଅଫ୍‌ ହେଉଛି ତେବେ ସେହି ସବୁଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
* କିଛି ସମୟ ବାହାରେ ବୁଲି ଆସନ୍ତୁ ବା ରିଫ୍ରେସମେଣ୍ଟ ପାଇଁ ଟିଭି ଦେଖନ୍ତୁ, ବହି ପଢନ୍ତୁ ବା ଗୀତ ଶୁଣନ୍ତୁ।
* ନକାରାତ୍ମକ ମାନସିକତା ରଖୁଥିବା ବ୍ୟକ୍ତି ମାନଙ୍କୁ ନିଜ ଜୀବନରୁ ଆସ୍ତେ ଆସ୍ତେ ଦୂରେଇ ଦିଅନ୍ତୁ।
* ଖୁସମିଜାଜ ଲୋକଙ୍କ ସହ କଥା ହୁଅନ୍ତୁ ଯାହା ଦ୍ୱାରା ଆପଣ ସକାରାତ୍ମକ ଉର୍ଜା ପାଇପାରିବେ।
* ଯେବେ ବି ଆପଣଙ୍କ ମୁଡ ଅଫ୍‌ ଥାଏ ସେତେବେଳେ ନିଜର ନିଃଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରୀଭୁତ କରନ୍ତୁ।
* ମୁଡ ଅଫ୍‌ ଦୂର କରିବା ଲାଗି ଆପଣ ଶପିଙ୍ଗ କରିପାରିବେ, ସ୍ବାସ୍ଥ୍ୟକର ଖାଦ୍ୟ ଖାଇପାରିବେ ବା ନିଜ ମନପସନ୍ଦର ଗୀତ ବଜାଇ ନାଚି ମଧ୍ୟ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିତ୍ୱର ପ୍ରଭାବ

କୁହାଯାଏ, ଜଣଙ୍କର ବ୍ୟକ୍ତିତ୍ୱ ବି ଅନ୍ୟମାନଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି: ଜଣେ ଗୃହିଣୀଙ୍କ ନିକଟରେ ୧୦ ମିନିଟ୍‌ ବସିପଡିଲେ ଲାଗିବ, ଜୀବନଟା...

ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ଆଶଙ୍କା ଅଧିକ…

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ।...

ମଧୁମେହ: କିଛି କଥା

ଡାଇବେଟିସ୍‌ ଅର୍ଥାତ୍‌ ମଧୁମେହ ରୋଗ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୧୫୫୦ରୁ ଜଣାପଡିଥିବା ଅନୁମେୟ। ଯେଉଁଥିରେ କି ପରିସ୍ରାରେ ମିଠାଜାତୀୟ ପଦାର୍ଥ ଥିବାର ଦେଖାଯାଇଛି। ୧୬୭୦ରେ ପରିସ୍ରାରେ ଶର୍କରା...

ଶିଳ୍ପୀ ଚନ୍ଦନ

କଳା କାରିଗରି ପ୍ରତି ଆକର୍ଷଣ ଥିଲା ପିଲା ଦିନରୁ। ଆଉ ଏ କ୍ଷେତ୍ରରେ ପିତା ଥିଲେ ତାଙ୍କର ଆଦ୍ୟ ଗୁରୁ। ପରେ ମଣିଷର ମାନସିକତା ଓ...

ବୁଦ୍ଧିମତ୍ତା ବଢ଼ାଇବାର ସହଜ ଉପାୟ

ବୁଦ୍ଧିମତ୍ତା ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏଥିପାଇଁ ଏକ ସରଳ ଉପାୟ ଆପଣେଇ ପାରନ୍ତି। ଏପରି ବିଷୟକୁ ନେଇ ଗବେଷଣା କରି ସେହି...

ଘରର ଏସବୁ ସ୍ଥାନରେ ଦର୍ପଣ ରଖୁଥିଲେ

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ...

ଚର୍ମ ସମସ୍ୟା ଓ ମୋବାଇଲ

ଆଜିକାଲି ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ପାଲଟି ଗଲାଣି। କାରଣ କେବଳ କାହା ସହ କଥାବାର୍ତ୍ତା ହେବା ନୁହେଁ, ବିଭିନ୍ନ ବିଷୟରେ ଜାଣିବାର...

ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍‌ରେ ନିଜକୁ...

Advertisement
Archives

Model This Week