ମୁଗ୍‌ଫଲି ଫସଲରେ ରୋଗ୍‌ପୋକ:କାମ୍‌ ନାଇଁ ଦେବାର୍‌ ଉଷୋ, ଚିଁନ୍‌ତାରେ ଚାଷୀ

ବିଜେପୁର, ୭।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକରେ ବଛରକୁତା ଦୁଖ୍‌ ଦୁରଦଶା ଚାଷୀକର ପିଛା ନାଇଁ ଛାଡବାର୍‌। କେତେବେଲେ ବରଷା ପାଏନ୍‌ ଅଭାବୁ ତ ଆର କେତେବେଲେ ଫସଲଥି ରୋଗ୍‌ପୋକ ଲାଗି ଚାଷୀ ସମାଜ ଅଥାଥାଲି ହେଉଛେ। ଏହେଦେ ମୁଗ୍‌ଫଲି ଫସଲଥି ଲାଗିଥିବାର ରୋଗ୍‌ପୋକ ଅଂଚଲର ଚାଷୀକର ନିଦ୍‌ ହଜେଇ ଦେଲାନ। ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକର ଚାଷୀମାନେ ବରଷା ପାଏନ୍‌କେ ଆଶ୍‌ରା କରି ଚାଷ୍‌ବାସ କରୁଛନ୍‌। ଚଲତି ବଛର ମଉସୁମୀ ଉଛୁରରେ ଆଏଲେ ବି ଜୁନ୍‌ ମାସେ ଚାଷବାସ୍‌ ଲାଗି ବତର ହେଇଥିଲା। ସେଥିରଲାଗି ଚାଷୀମାନେ ବଡ଼ା ଉଷତ୍‌ଥି ଧାନ ସଂଗେ ମୁଗ୍‌, ମୁଗ୍‌ଫଲି, ବିରି ବୁନାବୁନି କରିଥିଲେ। ହେଲେ ଜୁଲାଇ ମାସର ଅଭାବି ବରଷା ଚାଷ୍‌ କାମକେ ପଛେଇ ଦେଲା। ଗଲା ହପ୍‌ତେ ହେଲା ଯେନ୍‌ ଟିକେରଁଚେ ବରଷା ହେଇଛେ, ସେଥି କଁା ଭଁା ରୁଆ ବିହିଡ଼ା ଚଲୁଛେ। ଏନ୍‌ତାଥି ମୁଗ୍‌ଫଲି ଗଛ ପାଏନ୍‌ ଭୁରେ ପାଏଲାକେ ଛନ୍‌ଛନେଇ କରି ବଢ଼ୁଛେ। ଫୁଲକଷି ବି ଧରବାର ସମିଆ ହେଲାନ। ଠିକ୍‌ ଇ ସମିଆରେ ଫସଲଥି ପୋକ୍‌ ଲାଗି ମୁଗ୍‌ଫଲି ଫୁଲକେ ଖାଇଯାଉଛନ୍‌। ଫସଲଥି ଯେତେ ଉଷୋକଷା ଝିଁଟ୍‌ଲେ ବି କାମ୍‌ ନାଇଁ ଦେଉଥିବାର ଚାଷୀ ଅଭିଯୋଗ କରିଛନ୍‌। କୃଷି ବିଭାଗ ଇ ଦିଗେ ଧିଆନ୍‌ ଦେଇ ଭଲ ଉଷୋକଷା ଦେବାକେ ଅଂଚଲର ଚାଷୀ ଦାବି କରିଛନ୍‌। କନ୍‌ଡ଼ିହିର ଚାଷୀ ସୁଶାନ୍ତ ପଟେଲ କହିଛନ୍‌ ଯେ, ଆମର ଗଁାରେ ଖାଲି ନୁହେ। ବିଜେପୁର ଅଂଚଲର ଭିନେ ଭିନେ ଗଁାଥି ମୁଗ୍‌ଫଲି ଚାଷ୍‌ଥି ଇ ପୋକ୍‌ ଲାଗିଛନ୍‌। ଯେତେ ଉଷୋକଷା ଦେଲେ ବି କିଛି କାମ୍‌ ନାଇଁ ଦେବାର। କୃଷି ବିଭାଗ୍‌ ସବସିଡିଥି ଉଷୋ ଯୁଗେଇ ଦେଲେ ଆମେ ଚାଷୀମାନେ ଚିଁନ୍‌ତାଥୁ ମୁକ୍‌ତି ପାଏତୁଁ। ସେନ୍‌ତା ପଁାକେଲଡ଼ିହିର ଚାଷୀ ଦୀନବନ୍ଧୁ ସାହୁ କହିଛନ ଯେ, ଆମେ ଚାଷୀମାନେ ଖାଲି ନୁକ୍‌ସାନ ସହୁଛୁଁ। ବରଷା ପାଏନ୍‌ ଟିକେ ହେଲା ଯେ ଖାଲି ମଁଦା ଜିଁଛେ। ମୁଗ୍‌ଫଲି ଫସଲଥି ଇ ପୋକ ଲାଗି ଆମେ ଆନାଏତ୍‌ ହେଇଗଲୁଁନ। ଯେତେ ଉଷୋ ଦେଲେ କିଛି ଲାଭ ନାଇଁ ହେବାର। ବ୍ଲକ ସହକାରୀ କୃଷି ଅଧ୍‌କାରୀ ଲକ୍ଷ୍ମୀ ପ୍ରସାଦ ପଟେଲକୁଁ ପଚରାଲାରୁ ଗଁା ଗଁା ଯାଇ ଚାଷୀମାନକୁ ସହଯୋଗ କରବାକେ ଭିଏଡବ୍ଲୁମାନକୁ ପରାମଶ୍‌ ଦିଆଯାଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଲାଗି ପ୍ରାର୍ଥୀଙ୍କୁ ମଗାଯାଉଛି ଟଙ୍କା: ଟୋଲ୍‌ ଫ୍ରି ନମ୍ବର ଜାରି କଲା ଓପିଏସ୍‌ସି

କଟକ ଅଫିସ,୬ା୯- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ କରାଯାଉଥିବା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦେବାକୁ କେତେଜଣ ଅସାଧୁ ବ୍ୟକ୍ତି ପ୍ରତିଶ୍ରୁତି ଦେଇ...

ରାଜ୍ୟରେ ପ୍ରଥମ:ପେପରଲେସ୍‌ ଅଭିଯୋଗ ଶୁଣାଣି

ସମ୍ବଲପୁର,୧୬।୯(ବ୍ୟୁରୋ): ସାଧାରଣ ଲୋକଙ୍କୁ ଅଭିଯୋଗ କରିବା ପାଇଁ ଆଉ ଜିଲାପାଳ ଅଫିସ, ବ୍ଲକ ଅଫିସ କିମ୍ବା ଅନ୍ୟାନ୍ୟ ଅଫିସକୁ ଯିବାକୁ ପଡିବ ନାହିଁ। ଏଣିକି ସେମାନେ...

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ପାପଡ଼ାହାଣ୍ଡି,୧୬।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୋକିଆ ଗ୍ରାମରେ ଜବରଦଖଲ ଉଚ୍ଛେଦବେଳେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପଞ୍ଚାୟତ ଜାଗାରେ ଅବୈଧ ଷ୍ଟଲ୍‌ ନିର୍ମାଣ ଓ ନାଳ...

ଆଜିଠୁ ଖୋଲିବ ଆଦର୍ଶ ବିଦ୍ୟାଳୟ, ଯିବାକୁ ରାସ୍ତା ନାହିଁ

ବିଞ୍ଝାରପୁର,୧୫ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଉତ୍ତରକୁଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ହୋଇନି। ଫଳରେ ରବିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଅଭିଭାବକ କ୍ଷୋଭ ପ୍ରକାଶ...

ପୁରୀ ନାବାଳିକା ଗଣବଳାତ୍କାର ମାମଲା: କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ

ପୁରୀ ଅଫିସ, ୪ା୧୨: ପୋଲିସ କ୍ୱାର୍ଟର୍ସରରେ ଗଣବଳତ୍କାରର ଶିକାର ହୋଇଥିବା ନାବାଳିକାଙ୍କର ବୁଧବାର ସିଆରପିସି ଧାରା ୧୬୧ ଓ ୧୬୪ରେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବୟାନ...

ତରମାକାନ୍ତ ଜଙ୍ଗଲରୁ ମିଳିଲା ହାତୀର ମୃତଦେହ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିନସ୍ଥ ବାଂଶପାଳ ବ୍ଲକର ତରମାକାନ୍ତ ନିକଟ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ...

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ସୁନ୍ଦରଗଡ଼/ସବ୍‌ଡେଗା,୨ା୮ (ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ତଳସରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ ଡା. ପ୍ରଫୁଲ୍ଲ କୁମାର ମାଝିଙ୍କ...

ଘରକୁ ଫେରୁଥିବା ୮ ଶ୍ରମିକଙ୍କୁ ସଙ୍ଗରୋଧ ଗୃହକୁ ପଠାଇଲା ପୋଲିସ

  କୋକସରା,୧୨।୪ (ଡି.ଏନ.ଏ.) କୋରାପୁଟ ଜିଲାର ବୋରିଗୁମାର ଏକ ରାଇସ୍‌ ମିଲ୍‌ରେ ଶ୍ରମିକ ଭାବରେ କାମ କରୁଥିବା ୮ ଜଣ ଶ୍ରମିକ ରବିବାର ଚାଲି ଚାଲି...

Advertisement
Archives

Model This Week