Posted inଖେଳ

ମୁଖ୍ୟ ପର୍ଯ୍ୟାୟରେ ତନଭୀ, ଋତୁପର୍ଣ୍ଣା

ଲକ୍ଷ୍ନୌ, ୨୬।୧୧ (ପି.ଟି.)- ଭାରତୀୟ ମହିଳା ଶଟ୍‌ଲର ତନଭୀ ଲାଡ୍‌ ଓ ଋତୁପର୍ଣ୍ଣା ଦାସ ଏଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ତନଭୀ ୧୯-୨୧, ୨୧-୧୮, ୨୧-୮ ଗେମ୍‌ରେ ସାଥୀ ଖେଳାଳି ପ୍ରଶି ଜୋଶୀଙ୍କୁ ପରାସ୍ତ କରିଥିଲେ। ସେହିଭଳି ଋତୁପର୍ଣ୍ଣା ୨୧-୧୦, ୨୧-୧୨ ସିଧାସଳଖ ଗେମ୍‌ରେ ଶିଖା ଗୌତମଙ୍କୁ ହରାଇଛନ୍ତି। ମୁଖ୍ୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ତନଭୀ ରୁଷିଆର ନାଟାଲିଆ ପେର୍ମିନୋଭାଙ୍କୁ ଭେଟିବେ। ସେହିଭଳି ଋତୁପର୍ଣ୍ଣା ହଂକଂର ୟିପ୍‌ ପୁଇ ୟିନଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…

ଓ୍ବାଶିଂଟନ୍‌,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍‌ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍‌ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି...

ଗୁମର ଖୋଲିଲେ ଈଶାନ: କ’ଣ ପାଇଁ ତାଙ୍କ ପ୍ରତିଟି ବ୍ୟାଟ୍‌ରେ ଲେଖାଯାଇଥାଏ ଏହି ମନ୍ତ୍ର

ଦୁବାଇ,୨୫।୮: ୨୦୨୦ରେ ୟୁଏଇରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ଚଳିତ ୨୦୨୧ ସିଜିନର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଭାରତରେ ଖେଳାଯାଇଥିବା...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରୀଡ଼ା ମନ୍ତ୍ରଣାଳୟର ସ୍ବାଗତ

ନୂଆଦିଲ୍ଲୀ,୧୮ା୯(ପି.ଟି.)-କେନ୍ଦ୍ରକ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ଆଶ୍ୱସ୍ତି ମିଳିଛି। ଏଣିକି ଦେଶର ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକୁ ସ୍ବୀକୃତି ପ୍ରଦାନରେ ଆଗୁଆ...

ଚେତନ ଚୌହାନଙ୍କ ପରେ ଆଉ ଜଣେ କ୍ରିକେଟର୍‌ଙ୍କ ବିୟୋଗ

ବେଙ୍ଗାଲୁରୁ, ୧୯।୮: ରବିବାର ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନଙ୍କ ବିୟୋଗ ଘଟିଥିଲା। ଏହାର ୪ଦିନ ନ ବିତୁଣୁ ଆଉ ଜଣେ କ୍ରିକେଟର୍‌ ମୃତ୍ୟୁବରଣ କରିଛନ୍ତି।...

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ...

ଧୋନୀଙ୍କ ପ୍ରଥମ ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍‌ ସଂଘର୍ଷ...

ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ହାଇଦ୍ରାବାଦ

ମୁମ୍ବାଇ,୨୨।୫: ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ଅର୍ଥାତ୍‌ ୭୦ ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ...

ଜୀବନର ପ୍ରଥମ ପସନ୍ଦ ବିଷୟରେ ଖୁଲାସା କଲେ ବିରାଟ କୋହଲି: କହିଲେ, ମୁଁ ଭାଗ୍ୟଶାଳୀ

ଆଜିକାଲି ଯୁବ ଖେଳାଳିଙ୍କ ଧ୍ୟାନ ଟି-୨୦ କ୍ରିକେଟ ଉପରେ ରହୁଛି। କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବେଷ୍ଟ୍‌ ଫର୍ମାଟ୍‌...

Advertisement
Archives

Model This Week