Advertisement

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ସୁନ୍ଦରଗଡ଼,୫ା୧୧(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍‌ସନ୍‌ ନୀତି ଉଚ୍ଛେଦ କରାଯାଇ ପୁରୁଣା ପେନ୍‌ସନ୍‌ ଲାଗୁ ଆଦି ୪ ଦଫା ଦାବି ନେଇ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆବାହକ ହୋତେଶ୍ବର ଶେଖରଦେଓଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକଶିକ୍ଷୟିତ୍ରୀ /ଶିକ୍ଷକ ସ୍ଥାନୀୟ ଶିକ୍ଷକ ସଂଘ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଲାଲିମା ଗ୍ଲୋରିଆ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି...

୧୨୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

କୋମନା,୨୮।୮(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ବିଭିନ୍ନ ପଞ୍ଚାୟତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଝଗ୍ରାହୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋମନା...

୪୫ ଅକ୍ସିଜେନ କନ୍‌ସନ୍‌ଟ୍ରେଟର ଦେଲା ଗୋପାଳପୁର ପୋର୍ଟ

ଛତ୍ରପୁର,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପ୍ରଶାସନକୁ ଗୋପାଳପୁର ପୋର୍ଟ ପକ୍ଷରୁ ୪୫ଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର ପ୍ରଦାନ କରାଯାଇଛି। ଏନେଇ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ...

ଗ୍ରାମବାସୀଙ୍କୁ କାଠପୋଲ ଭରସା

ଗଞ୍ଜାମ,୨୮।୨(ଡି.ଏନ୍‌‌.ଏ.) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଗ୍ରାମର ୪୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ଯିବା ଆସିବା ପାଇଁ ଏକମାତ୍ର କାଠ ପୋଲ...

ମାଟି ତଳେ ଶହ ଶହ ଆଧାରକାର୍ଡ଼

ବାଲେଶ୍ୱର ଅଫିସ, ୭।୬-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତର ଯୋଗାଇ ପୋଷ୍ଟ ଅଫିସ୍‌ର ପିଅନଙ୍କ ଘର ପୋଖରୀ ଆଡ଼ିରେ ପୋତା ହୋଇଥିବା ଶହ ଶହ...

ଭୂତାଣୁ ସଂକ୍ରମଣରେ ବହୁ ଗୋରୁ ଆକ୍ରାନ୍ତ: ରକ୍ତ ନମୁନା ପରୀକ୍ଷା ପାଇଁ ନିଆଗଲା

ଖଲ୍ଲିକୋଟ,୨୮ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗ୍ରାମରେ ଭୂତାଣୁ ଜନିତ ସଂକ୍ରମଣରେ ବହୁ ଗୋରୁ ଆକ୍ରାନ୍ତ ହୋଇ ଅସୁସ୍ଥ ହେଲେଣି। ବୁଧବାର କେଶପୁରଠାରେ ଗୋଟିଏ ଗୋରୁର ମୃତ୍ୟୁ...

ଏମାନେ କଲେଜ ବେଳର ବନ୍ଧୁ

ରୂପ୍‌ସା, ୬।୩(ବାଞ୍ଛାନିଧି ଦେ)-ସେମାନେ ଥିଲେ କଲେଜ ବେଳର ବନ୍ଧୁ। ବିଏ ପାସ୍‌ ପରେ ଚାକିରି କରିବାକୁ ମନ ବଳାଇଥିଲେ। ମାତ୍ର ପରିବାରର ଅଭାବ, ଅନଟନ ସେମାନଙ୍କୁ...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

Advertisement
Archives

Model This Week