Posted inଜାତୀୟ

ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ୍‌

ଲକ୍ଷ୍ନୌ, ୨୬।୪: ବହୁଜନ ସମାଜବାଦୀ ପାଟର୍ର୍ି(ବିଏସପି) ନେତ୍ରୀ ମାୟାବତୀଙ୍କ ପାଦ ଛୁଇଁଛନ୍ତି ସମାଜବାଦୀ ପାର୍ଟି(ଏସପି)ନେତା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ। କନୌଜରେ ଆୟୋଜିତ ଏକ ନିର୍ବାଚନ ସଭାରେ ଅଖିଳେଶ-ମାୟାବତୀ ଯୋଗଦେଇଥିଲେ। ଏହି ସମୟରେ ଡିମ୍ପଲ ମଞ୍ଚକୁ ଆସି ମାୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଡିମ୍ବଲ ଆମ ପରିବାର ବୋହୂ ବୋଲି ମାୟାବତୀ କହିଛନ୍ତି। ସୂଚନାଯୋଗ୍ୟ, କନୌଜ ଲୋକ ସଭା ଆସନରୁ ଡିମ୍ପଲ ନିର୍ବାଚନ ମୈଦାନରେ ଅବର୍ତ୍ତୀର୍ଣ୍ଣ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ମାନ ଚାନ୍ସେଲରଙ୍କ ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ, ଭାଜପା କହିଲା ହାଇକମାଣ୍ଡଙ୍କୁ ଖୁସି କରିବା…

ବେଙ୍ଗାଲୁରୁ,୧୪।୧: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ରାହୁଲ ଗାନ୍ଧୀ ଗୋଟିଏ...

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ପୋଙ୍ଗଲ ପାଳିଲେ ମୋଦି, କହିଲେ ଏହା ଏବେ ବିଶ୍ୱ ମହୋତ୍ସବ

ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଙ୍ଗଲ ପର୍ବ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏଲ. ମୁରୁଗାନଙ୍କ ବାସଭବନକୁ ଯାଇ ସମସ୍ତ ରୀତିନୀତି...

Gig Workers: ଶେଷ ହୋଇଛି ୧୦ ମିନିଟର ଡେଲିଭରି ଦାବି, ଚାପ ଏବେବି ରହିଛି; ଗିଗ କର୍ମୀ ବଖାଣିଲେ…

ନୂଆଦିଲ୍ଲୀ,୧୪।୧: ଫାଷ୍ଟ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ଗ୍ରାହକମାନଙ୍କୁ ସେମାନଙ୍କର ୧୦-ମିନିଟ ଡେଲିଭରି ପ୍ରତିଶ୍ରୁତି ହଟାଇ ଦେବାର ଅଭିଯୋଗ କରାଯାଇଥିବା ଘୋଷଣା ଗିଗ କର୍ମଚାରୀଙ୍କ ଜୀବନ ଉପରେ ବହୁତ...

ବରିଷ୍ଠ ଭାଜପା ନେତାଙ୍କ ଘରେ ଲାଗିଲା ନିଆଁ: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୪।୧:ବରିଷ୍ଠ ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।...

ସେନା ମୁଖ୍ୟଙ୍କ ଚେତାବନୀ ପରେ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ୪୮ ଘଣ୍ଟାରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ,୧୩।୧: ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ...

ବାୟୁସେନାର ଶକ୍ତି ବଢ଼ାଇବ ‘ରାଫେଲ୍’: ଫ୍ରାନ୍ସ ସହ ୩.୨୫ ଲକ୍ଷ କୋଟିର ମେଗା ଡିଲ୍, ଭାରତରେ ନିର୍ମାଣ ହେବ

ନୂଆଦିଲ୍ଲୀ,୧୩।୧: ଭାରତୀୟ ବାୟୁସେନା(IAF)କୁ ଶକ୍ତିଶାଳୀ କରିବ ରାଫେଲ। ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫...

୨୨ ମିନିଟର ଆକ୍ରମଣରେ ଥରିଥିଲା ପାକିସ୍ତାନ, ସେନା ମୁଖ୍ୟଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୧: ‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri