ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ…

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ ପାପୁଲିକୁ ହାଲ୍‌କା ଭାବେ ରଖିଲେ ମିଳିଥାଏ ଅନେକ ଉପକାର। ଏହି ସମୟରେ ଧୀରେ ଧୀରେ ନିଶ୍ୱାସ ନେଇ ମନରେ ସକାରାତ୍ମକ ଚିନ୍ତା ଆଣିଲେ ମାନସିକ ଶାନ୍ତି ମିଳିଥାଏ। ଏହି ପ୍ରକ୍ରିୟା ପ୍ରତିଦିନ ୩-୫ ମିନିଟ କଲେ ସୁଫଳ ମିଳେ। ସେହିପରି ଏକାଗ୍ରତା ତଥା ଆଖିର ଶକ୍ତି ବୃଦ୍ଧି ଲାଗି ଦୂରରେ ଥିବା କୌଣସି ଜିନିଷ ଉପରେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ କରି ଏହାପରେ ପାଖରେ ଥିବା କୌଣସି ଜିନିଷକୁ ଦେଖିଲେ ମିଳେ ସୁଫଳ। ଏହି ସମୟରେ ମୁଣ୍ଡ ଏପଟସେପଟ ନ କରି ସ୍ଥିର ହୋଇ ବସିବା ଆବଶ୍ୟକ। ଆଖିଡୋଳକୁ କ୍ଲକ୍‌ୱାଇଜ୍‌ ବୁଲାଇଲେ ଅନେକ ପ୍ରକାର ଆଖିଦୋଷ ଦୂର ହୋଇଥାଏ । ହାତରେ ପେନ୍‌ସିଲ୍‌ ବା ପେନ୍‌ ଧରି ଏହାକୁ ନାକ ସାମ୍ନାକୁ ଧୀରେ ଧୀରେ ଆଣି ଏହାର ମୁନ ଉପରେ ଦୃଷ୍ଟି ନିବଦ୍ଧ କରି ହାତକୁ ଆଗକୁ ପଛକୁ କଲେ ଆଖିର ପାଓ୍ବାର ଅଫ୍‌ ଆକୋମୋଡେସନ୍‌ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର ୨୦୦ଗ୍ରାମ୍‌, ଘଷା ହୋଇଥିବା ଅଦା ଅଳ୍ପ, ହଳଦୀ ଅଧା ଚାମଚ, ଲାଲ୍‌ ଲଙ୍କାଗୁଣ୍ଡ ଅଧାଚାମଚ, ଗରମ ମସଲା ଅଧା ଛୋଟ ଚାମଚ,...

ଏହି କଥା ପ୍ରତି ରଖନ୍ତୁୁ ଅଧିକ ଧ୍ୟାନ: ଘରେ ଦେଖାଯିବ ନାହିଁ ଆର୍ଥିକ ସଙ୍କଟ

ଆର୍ଥିକ ପ୍ରଗତି ହାସଲ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯଦି ଆପଣଙ୍କ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖାଯାଏ, ତେବେ ବାସ୍ତୁ ଦୋଷ...

ମାନସିକ ଶାନ୍ତି ପାଇବାକୁ ଚାହୁଁଛନ୍ତି;ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍‌ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ସାଇକେଲ ଚଳାଇବା ପାଇଁ ଚିକିତ୍ସକ...

ସୁସ୍ଥତା ପାଇଁ…

କର୍ମଜୀବୀ ମହିଳାମାନେ ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ...

ଟମାଟୋକୁ ନା…

ବେଳେ ବେଳେ ଆମ ଖାଦ୍ୟ ପାନୀୟ ଓ ଅନିୟମିତ ଜୀବନ ଶୈଳୀ ଯୋଗୁ ଆମେ ଗଣ୍ଠି ଯନ୍ତ୍ରଣା ଭୋଗ କରିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ...

ଲୁଚିଲୁଚି ପୁଅଙ୍କ ଫେସ୍‌ବୁକ ପ୍ରୋଫାଇଲରେ ଏହି ୪ଟି ଜିନିଷ ଦେଖନ୍ତି ଝିଅ

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍‌ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ...

ଯଦି ସ୍ତ୍ରୀ-ସ୍ବାମୀ ଉଭୟ କର୍ମଜୀବୀ: ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ସେଦିନ ସୁନୀତା ମନ ମାରି ବସିଥାଏ। ଗତ କିଛିଦିନ ହେବ ଠିକ୍‌ ସମୟରେ ଅଫିସ୍‌ ଯାଇପାରୁନି। ସକାଳୁ ସକାଳୁ ସ୍ବାମୀ ତାଙ୍କ କାମରେ ବାହାରି ଯାଉଛନ୍ତି।...

Advertisement
Archives

Model This Week