ମାଟି ବୋହିଲେ ସୁନ୍ଦରଗଡ଼ ଉପଜିଲାପାଳ

ଲହୁଣୀପଡା,୯।୬(ଡି.ଏନ.ଏ.)-କରୋନା କଟକଣା ଯୋଗୁ କାମଧନ୍ଦା ପାଉ ନ ଥିବା ଗରିବ ଖଟିଖିଆ ଓ ପ୍ରବାସୀ ଶ୍ରମିକମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ା ଏହି ପରିପ୍ରେକ୍ଷୀରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଏକ ସର୍ଭେ କରାଯାଇଥିଲା । ଏହି ଯୋଜନାରେ କେଉଁ ପରିବାର ସାମିଲ ହୋଇପାରିବେ ତାକୁ ଆଖିଆଗରେ ରଖି ସୁନ୍ଦରଗଡ଼ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଶଙ୍ଖପୋଷ ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଥିଲା । ଏଥିରେ ଉପଜିଲାପାଳ ପ୍ରଦୀପ ଡାଙ୍ଗ, କନିଷ୍ଠ ଯନ୍ତ୍ରୀ ଜେନାମଣି ପାଣ୍ଡେ, ଏସ୍‌ଜିୟୁପି ନିର୍ଦ୍ଦେଶକ ଶ୍ୟାମସୁନ୍ଦର ରାଉତଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶଙ୍ଖପୋଷ ପଞ୍ଚାୟତର ରେଙ୍ଗାଲବେଡା, ଅର୍ଜୁନଚୁଆଁ ଭାଲିଆଡିହି ଗ୍ରାମର ୫୬ ପରିବାର ଏହି ଯୋଜନାରେ ସାମିଲ ହୋଇଥିଲେ । ଖୋଦ୍‌ ଉପଜିଲାପାଳ ପ୍ରଦୀପ ଡାଙ୍ଗ ମାଟି ବୋହି ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ଗୁରୁଣ୍ଡିଆ ବ୍ଲକର ସାପଲତା, ଜଗନ୍ନାଥପ୍ରସାଦ, ଯୋଡାଲୟ ଆଦି ଗ୍ରାମର ୬୫ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)-ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପାଉଚ ବିକ୍ରି...

ଅସଦାଚରଣ ମାମଲାରେ ୧୩ ମାସ କାରାଦଣ୍ଡ: ୧୩ ବର୍ଷ ପରେ ଆସିଲା ରାୟ

ଅନୁଗୋଳ ଅଫିସ୍‌, ୨୯।୨ – ୧୩ ବର୍ଷ ତଳେ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ଜଣେ ମହିଳାଙ୍କୁ କରାଯାଇଥିବା ଅସଦାଚରଣ ମାମଲାର ବିଚାର କରି ଅନୁଗୋଳ ପ୍ରଥମ ଶ୍ରେଣୀ...

ପିଜି ଆବେଦନ ଫର୍ମରେ ତ୍ରୁଟି ଅଭିଯୋଗ: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର

ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ଫର୍ମରେ ତ୍ରୁଟି ଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା...

ବିରଳ ପ୍ରଜାତି ସାପର ମୃତ୍ୟୁ

ବାରିପଦା ଅଫିସ, ୫ା୫- ବିରଳ ପ୍ରଜାତିର ଏକ ତମ୍ବା ମୁଣ୍ଡିଆ ଟ୍ରିଙ୍କେଟ ସାପକୁ ବାଟୁଳି ସାହାଯ୍ୟରେ ଗାଁ ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି...

ସରକାରୀ ଅର୍ଥରେ ବେସରକାରୀ ସଂସ୍ଥାକୁ ରାସ୍ତା

ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ...

ଭୁଶୁଡ଼ିଲା ଭିତରକନିକା ଖୋଳା ପର୍ଯ୍ୟଟନ ଜେଟି

ରାଜନଗର, ୨୬ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ ନିକଟରେ ଥିବା ଜେଟି ଶୁକ୍ରବାର ସନ୍ଧ୍ୟାରେ ସନ୍ଧ୍ୟାରେ ଭୁଶୁଡି ପଡିଛି। ପ୍ରାୟ ୨୦ ଫୁଟ...

ଡେରାବିଶରେ ସାରର ଉତ୍କଟ ଅଭାବ: ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ

ଡେରାବିଶ,୧।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ବର୍ଷାର ଲୁଚକାଳି ଖେଳ ସହ ସଂଗ୍ରାମ କରି ଡେରାବିଶ ବ୍ଳକ...

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯...

Advertisement
Archives

Model This Week