Posted inଖେଳ

ମହିଳା ଫୁଟବଲ ଲିଗରେ ଓଡ଼ିଶା ପୋଲିସ ଦଳ

କଟକ ଅଫିସ,୨୪ା୧- ଶୁକ୍ରବାରଠାରୁ ଫେବୃୟାରୀ ୧୪ ପର୍ଯ୍ୟନ୍ତ କର୍ନାଟକର ବେଙ୍ଗାଲୁରୁଠାରେ ଭାରତୀୟ ମହିଳା ଫୁଟବଲ ଲିଗ୍‌ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ୧୨ଟି ଦଳ ଭାଗ ନେଉଥିବା ବେଳେ ଓଡ଼ିଶାର ଏକମାତ୍ର ଦଳ ଭାବେ ଓଡ଼ିଶା ପୋଲିସ ଅଂଶଗ୍ରହଣ କରିବ। ଏ ନେଇ ଗୁରୁବାର ଓଡ଼ିଶା ପୋଲିସ ଦଳ ଘୋଷଣା କରାଯାଇଛି। ଏଏଫ୍‌ସି-ବି ଲାଇସେନ୍ସ ପ୍ରାପ୍ତ କୋଚ୍‌ ମହମ୍ମଦ ସହିଦ ଜବାର ଦଳର ମୁଖ୍ୟ କୋଚ୍‌ ଥିବା ବେଳେ ଗାୟତ୍ରୀ ମଲ୍ଲିକ ସହକାରୀ କୋଚ୍‌ ଓ ସକିନା ନେସା ମ୍ୟାନେଜର ଭାବେ ଦଳରେ ଅଛନ୍ତି। ଦଳର ଅଧିନାୟିକା ହେଉଛନ୍ତି କରିସ୍ମା ଓରାମ୍‌। ଓଡ଼ିଶା ପୋଲିସ ଗ୍ରୁପ-ବିରେ ସ୍ଥାନ ପାଇଛି। କେନକେର ଏଫ୍‌ସି ବିପକ୍ଷରେ ଆସନ୍ତା ୨୫ରେ ଓଡ଼ିଶା ପୋଲିସ ପ୍ରଥମ ମ୍ୟାଚ୍‌ ଖେଳିବ।
ଓଡ଼ିଶା ପୋଲିସ ଦଳ: ରାଜେଶ୍ୱରୀ ଦାସ, ସୋନାଲୀ ଓରାମ, ଡିଗି ମାଝୀ, ପ୍ରଭାସିନୀ ପରିଡ଼ା, ପାର୍ବତୀ କୁଜୁର, ସସ୍ମିତା ବେହେରା, ସିନୁଲତା ସାହୁ, ସ୍ବର୍ଣ୍ଣପ୍ରିୟା ନାୟକ, ଜବାମଣୀ ସୋରେନ, ଅନିମା ମଲ୍ଲିକ, ସସ୍ମିତା ଏକ୍କା, ଜସମଶୀ ସାମଦ, ହେମା ଖାଖା, ଜ୍ୟୋତ୍ସ୍ନା ମଲ୍ଲିକ, କରିସ୍ମା ଓରାମ, ଗୋମତି ବାରା, ଆରତୀ ଅନିମା ଖାଡ଼ିଆ, ଟିକିନା ସାମଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦକ ବିଜେତା ରେସଲର୍‌ଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ, ୨୪।୯ (ପି.ଟି.)- କାଜାଖସ୍ତାନର ନୁର୍‌-ସୁଲତାନଠାରେ ନିକଟରେ ଶେଷ ହୋଇଥିବା ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ଭାରତ ଗୋଟିଏ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ମୋଟ୍‌...

ନେଟ୍‌ ସେସନ ଆରମ୍ଭ କଲା ଭାରତୀୟ ଦଳ, ଖେଳାଳିଙ୍କୁ ସ୍ବାଗତ କଲେ କୋଚ୍‌ ଶାସ୍ତ୍ରୀ

ଚେନ୍ନାଇ,୨।୨: ଆସନ୍ତା ୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାରଠାରୁ...

କରୋନା ଭାଇରସ ଲଢ଼େଇ: ନିଜ ହସ୍ପିଟାଲ ଦାନ କଲେ ଡ୍ରୋଗ୍‌ବା

ଆବିଡଜାନ,୧୩।୪(ଏଏଫ୍‌ପି): କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଯୋଗଦେଇଛନ୍ତି ଆଇଭରୀ କଷ୍ଟ ଫୁଟବଲର ତଥା ପୂର୍ବତନ ଚେଲସି ଫରଓ୍ବାର୍ଡ ଡିଡିଏର ଡ୍ରୋଗବା। ସେ ଏଥିପାଇଁ...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ୧୩ରୁ ଘରୋଇ ମାଟିରେ ଭାରତ ଖେଳିବ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ

ମୁମ୍ବାଇ, ୯।୧୨(ପି.ଟି.)- ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରସ୍ତୁତି ଓ ଅଭ୍ୟାସ ସ୍ବରୂପ...

ଜାଡେଜାଙ୍କ ଦ୍ୱିଶତକ ପୂର୍ବରୁ କାହିଁକି ହେଲା ଇନିଂସ ଘୋଷଣା: ରୋହିତ କଲେ ଖୁଲାସା

ମୋହାଲି,୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ  ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍‌ ଶର୍ମା ନିଜର...

ଡେବ୍ୟୁ ମ୍ୟାଚ୍‌ରେ କମାଲ୍‌ କଲେ ଶ୍ରେୟସ

କାନପୁର,୨୫।୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ପଡିଆରେ ମୁଣ୍ଡ ବୁଲାଉଥିଲା, ହାସଲ କଲେ ଶତକ

ସିଡନୀ,୧।୧୨: ଭାରତ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଶୀର୍ଷ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ...

ଟସ୍‌ ଜିତିଲା ଆର୍‌ସିବି , ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି...

Advertisement
Archives

Model This Week