‘ମର୍ଦ୍ଦାନି ୨’ ରିଲିଜ ଡିସେମ୍ବର ୧୩

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦ୍ଦାନି ୨’ ଡିସେମ୍ବର ୧୩ରେ ରିଲିଜ ହେବାକୁ ଯାଉଛି। ଏଥିରେ ଜଣେ ପୋଲିସ ଅଫିସର ଭାବେ ଶିବାନୀ ରଏ ଭୂମିକାରେ ଅଭିନୟ କରିଛନ୍ତି ରାଣୀ। ଉକ୍ତ ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦ୍ଦାନି’ର ଦ୍ୱିତୀୟ ସଂସ୍କରଣ। ଏଥିରେ ଗୋପୀ ପୁଥରନ୍‌ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି। ୟଶ ରାଜ ଫିଲ୍ମସ ବ୍ୟାନରରେ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ମର୍ଦ୍ଦାନି ୨’ର ଅଧିକାଂଶ ଭାଗର ଶୁଟିଂ ଜୟପୁରରେ ଏବଂ ଆଉ କିଛି ଅଂଶ ରାଜସ୍ଥାନର ଅନ୍ୟ ଭାଗରେ ହୋଇଛି। ଶିବାନୀ ଚରିତ୍ରରେ ଥିବା ରାଣୀ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଅଭିନୟ କରିଥିବାବେଳେ ଜଣେ ନିର୍ଦ୍ଦୟ ତଥା ଖଳନାୟିକା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୮ରେ ‘ହିଚ୍‌କି’ ପରେ ରାଣୀଙ୍କର ପରବର୍ତ୍ତୀ ଫିଲ୍ମ ‘ମର୍ଦ୍ଦାନି ୨’ ପରଦାକୁ ଆସିବା ଅପେକ୍ଷା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ...

ସ୍ତ୍ରୀଙ୍କ ସହ ସାଉଥ୍‌ ସୁପରଷ୍ଟାରଙ୍କୁ ଭେଟିଲେ ୟୁଜବେନ୍ଦ୍ର: ପ୍ରଶଂସକ କହିଲେ ଏମିତି…

ଗୋଟିଏ ପଟେ ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ କୋରାଓଗ୍ରାଫର-ୟୁଟ୍ୟୁବ୍‌ର ସ୍ତ୍ରୀ...

ଅନ୍‌ଲାଇନରୁ ଶସ୍ତା ସାମଗ୍ରୀ କିଣନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଡଡ୍‌ ଅଭିନେତ୍ରୀ କାଜଲ୍‌ ଇଣ୍ଡଷ୍ଟ୍ରିକୁ ବହୁତ୍‌ ହିଟ୍‌ ଫିଲ୍ମ ଯୋଗାଇ ଦେଇଛନ୍ତି। ବାଜିଗର, କରଣ ଅର୍ଜୁନ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ, ଚୁପ୍‌କେ, କୁଛ କୁଛ...

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ,ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ...

କିଏ ସେହି ବଣ୍ଟି, ଯାହାଙ୍କର ସୁଶାନ୍ତ-ଦିଶାଙ୍କ ମୃତ୍ୟୁ ସହ ରହିଛି ଏମିତି ସମ୍ପର୍କ, ସିବିଆଇ କରୁଛି ଯାଞ୍ଚ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ବୁଢ଼ିଆଣୀ ଜାଲ ପରି ଗୁଡ଼ାଇ ହେଉଛି ପଛେ ଛିଡୁନାହିଁ। ବର୍ତ୍ତମାନ ସିବିଆଇ ଏ...

ହନିମୁନ୍‌ରେ ଯିବେ ନାହିଁ କାଟ୍ରିନା-ଭିକି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ହେବାକୁ ଯାଉଛି। ଏହି ସମୟରେ...

ମୋ’ କଳା କାରନାମା ବିଷୟରେ ସ୍ତ୍ରୀ ଶିଳ୍ପାଙ୍କୁ ଜଣା ନ ଥିଲା: ରାଜ୍‌ କୁନ୍ଦ୍ରା

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତିକୁ ନେଇ ପୋଲିସ ଜାଲରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗିରଫ ହେବା ପରେ ସେ ଏବେ...

ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ...

Advertisement
Archives

Model This Week