ମଧୁସୂଦନ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ

କଟକ ଅଫିସ,୨୮।୪: ଓଡ଼ିିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଙ୍ଗଳବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ତିଥି ତଥା ଆଇନଜୀବୀ ଦିବସ ପାଳନ କରାଯାଇଛି। କରୋନା କଟକଣା ପାଇଁ ସାମାଜିକ ଦୂରତ୍ୱ ରଖାଯାଇ ଏହି କାର୍ଯ୍ୟକ୍ରମ ହୋଇଥିଲା। ଆଡଭୋକେଟ ଜେନେରାଲ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସ୍ପେଶାଲ କମିଟି ଅଧ୍ୟକ୍ଷ ଅଶୋକ କୁମାର ପରିଜା ପରିଷଦର କାର୍ଯ୍ୟାଳୟ ପ୍ରାଙ୍ଗଣସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଆଇନଜୀବୀମାନଙ୍କୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଭାରତୀୟ ଆଇନଜୀବୀ ପରିଷଦର ପ୍ରତିନିଧି ତଥା ସ୍ପେଶାଲ କମିଟି ସଦସ୍ୟ ଦେବୀ ପ୍ରସାଦ ଧଳ, ବରିଷ୍ଠ ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର ତଥା ସ୍ପେଶାଲ କମିଟି ଉପାଧ୍ୟକ୍ଷ ଅଜୟ କୁମାର ବରାଳ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୂଳିର କଷ୍ଟ ଭୋଗୁଛନ୍ତି ଛାତ୍ରୀଛାତ୍ର

ଜୟପୁର,୪ା୩(ନି.ପ୍ର.) – ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳ ରାସ୍ତାଘାଟ ନିର୍ମାଣ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି, ତାକୁ ସାଧାରଣ ଲୋକେ ସ୍ବାଗତ କରୁଛନ୍ତି। କିନ୍ତୁ...

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି।...

ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍‌ ଦେଇ ଛାଡ଼ିିଲା ପୋଲିସ

ପୁରୀ ଅଫିସ,୨୧ା୪:  କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା...

୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ...

ହୋମ୍‌ଗାର୍ଡଙ୍କୁ ଗାଳିଗୁଲଜ, ଧମକ ଦେବା ଘଟଣା ପାଲଟା ଅଭିଯୋଗ କଲେ ବିଜେଡି ନେତା

ବରୀ/ରତ୍ନଗିରି,୧୫।୧୦(ସ୍ବ.ପ୍ର/ଡିଏନଏ)- ବରୀରେ ହୋମଗାର୍ଡ ଓ ବିଜେଡି ନେତାଙ୍କ ବିବାଦ ତେଜିବାରେ ଲାଗିଛି। ଗତ ୯ ତାରିଖ ବରୀ ଥାନାର ଜଣେ ହୋମଗାର୍ଡଙ୍କୁ ଗାଳିଗୁଲଜ ଓ ଧମକ...

ଢେଙ୍କାନାଳ କଲେଜରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା: ‘କ୍ଷୁଧା ବଢ଼ିଲେ ଶିକ୍ଷାଦାନ ପ୍ରତି ଆଗ୍ରହ ବଢ଼ିବ’

ଢେଙ୍କାନାଳ ଅଫିସ, ୧୫।୮: ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବା ଦାୟିତ୍ୱ ଅଧ୍ୟାପିକାଅଧ୍ୟାପକମାନଙ୍କର। ସରକାରୀ କଲେଜ ବେସରକାରୀ କଲେଜ ସହ ପ୍ରତିଯୋଗିତା କରିବା ଉଚିତ। ଏ...

କଟକ ସହରରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୧ା୬: ଗୁରୁବାର କଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଏବଂ ୩୯ ବର୍ଷୀୟ ବ୍ୟକ୍ତି ଦୁଇଜଣ ମୁମ୍ବାଇରୁ...

ସ୍କୁଲ ପରିଚାଳନାରେ ବିଭ୍ରାଟ: ଶିକ୍ଷକ ବଦଳି ଦାବିରେ ଫାଟକରେ ତାଲା

କବିସୂର୍ଯ୍ୟନଗର,୨୨ା୯-କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ ରଘୁନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏଥିରେ ସୁଧାର ଲାଗି ୩ ଜଣ ଶିକ୍ଷକଙ୍କୁ...

Coronavirus Update

Archives

Model This Week

Why Dharitri