ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଅଁଳା ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ।

ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ: ଅଁଳା ଆଖି ପାଇଁ ବରଦାନ। ସକାଳୁ ଖାଲି ପେଟରେ ଅଁଳା ରସ ପିଇଲେ ଦୃଷ୍ଟିଶକ୍ତି ଶୀଘ୍ର ହ୍ରାସ ପାଇ ନ ଥାଏ।

ମଧୁମେହ ନିୟନ୍ତ୍ରଣକାରୀ: ଯଦି ଆପଣ ମଧୁମେହରେ ପୀଡ଼ିତ, ତେବେ ଅଁଳା ଆପଣଙ୍କ ପାଇଁ ବେଶ୍‌ ଭଲ କାମ କରିବ। ମଧୁମେହ ରୋଗୀ ଅଁଳା ରସକୁ ମହୁ ସହ ସେବନ କଲେ ଏହା ଉପରେ ନିୟନ୍ତ୍ରଣ ପାଇପାରିବେ।

ଏସିଡିଟିରୁ ରକ୍ଷା: ଏସିଡିଟିରୁ ରକ୍ଷା ପାଇବାକୁ ଚାହଁୁଥିଲେ ଖାଲି ପେଟରେ ଅଁଳା ରସ ଦୈନନ୍ଦିନ ପିଅନ୍ତୁ।

ରକ୍ତଅଭାବ ପୂରଣ କରେ: ରକ୍ତରେ ହିମୋଗ୍ଲୋବିନ୍‌ କମ୍‌ ହୋଇଥିଲେ, ପ୍ରତିଦିନ ଅଁଳା ରସର ସେବନ କରିବା ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହା ଶରୀରରେ ଲାଲ ରକ୍ତ କଣିକା ତିଆରିରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ...

ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌...

କୋଭିଡ୍‌ ୧୯: ଧ୍ରୁବୀକରଣ ସମସ୍ୟା

ବିଗତ କିଛି ମାସ ଧରି ଆମ ଦେଶରେ କୋଭିଡ୍‌ ୧୯ ସଂକ୍ରମଣ ହ୍ରାସ ପାଇଥିଲାବେଳେ ଏବେ ପୁଣି କେରଳ, ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ସ୍ଥାନରେ...

ସ୍ବଭାବକୁ ପ୍ରଭାବିତ କରେ ସୋସିଆଲ ସାଇଟ୍‌

ଏବେ ତ ହାଇଟେକ୍‌ ଯୁଗ। ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର ଆଜିକାଲି ସାଧାରଣ କଥା ହୋଇଗଲାଣି। କେବଳ ଯୁବପିଢ଼ି ନୁହଁନ୍ତି, ଅନେକ ବର୍ତ୍ତମାନ ସୋସିଆଲ ସାଇଟ୍‌ ସହ...

ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ...

କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ...

ବାୟୁ ପ୍ରଦୂଷଣ ମାର୍ଗଦର୍ଶିକା

‘ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ୨୦୨୦ ମସିହାରେ ସେଠାରେ ପିଏମ୍‌ ୨.୫ର ପରିମାଣ...

ଡାକ୍ତର-ରୋଗୀ ଉପାଖ୍ୟାନମ୍‌

ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ । ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… “ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ...

Advertisement
Archives

Model This Week