ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶି ଯିବ ବୋଲି ଛାତ୍ର ନିଖିଲ ବର୍ମା, କୃଷ୍ଣେନ୍ଦୁ ପାଣ୍ଡେ ଏବଂ ନିହାଲ ପାଣ୍ଡେ କହିଛନ୍ତି। ସାଧାରଣତଃ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକର ବିଘଟନ ହେବା ପାଇଁ ୧୦୦ ବର୍ଷ ସମୟ ଲାଗିଥାଏ। ତେବେ ଏହି ନୂତନ ପ୍ଲାଷ୍ଟିକ୍‌ ସହଜରେ ମାଟିରେ ମିଶିଯାଇଥାଏ। ମକା ଅଟା ସହିତ ଗ୍ଲିସେରିନ୍‌ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଛି। ଛାତ୍ରମାନେ ୩ ମାସ ବହୁ ପରୀକ୍ଷା ନିରୀକ୍ଷା କରି ଏହାକୁ ପ୍ରସ୍ତୁତ କରିଛନ୍ତି। ଏହା କୌଣସି ପ୍ରକାର ପ୍ରଦୂଷଣ କରିବ ନାହିଁ ବୋଲି ଛାତ୍ରମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ପାଇଁ ଗାଳି ଖାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ମୁମ୍ବାଇ,୧୨।୮: ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ପାଖକୁ ଗତ କିଛି ଦିନ ହେବ ଏତେ ଅଜଣା କଲ୍‌ ଆସୁଥିଲା,ଯେ ସେ ମାତ୍ର ୩ ଦିନରେ ନିଜ ମୋବାଇଲ୍‌...

ପାହାଡ଼ ଉପରୁ ମିଳିଲା ୩ ହଜାର ଟନ୍‌ ସୁନା ପଥର ସନ୍ଧାନ

ଲକ୍ଷ୍ନୌ,୨୦।୨: ଗ୍ରାମ୍‌ ନୁହେଁ ଅବା କିଲେ ନୁହେଁ ଏକ ଥରକେ ୩ ହଜାର ଟନ୍‌ ସୁନା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ...

ତିଲକ ମନ୍ଦିରରେ ପୂଜାକଲେ ମୋଦି

ମୁମ୍ବାଇ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୁମ୍ବାଇର ଭିଲେ ପାର୍ଲେଠାରେ ଥିବା ଲୋକମାନ୍ୟ ସେବାସଂଘ ତିଲକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସୂଚନାଯୋଗ୍ୟ, ମୋଦି ଶନିବାର ସକାଳେ...

କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍‌କୋନିରେ ମାରିଲେ ୬୨୫୦ ଚକ୍କର

ବେଜିଂ: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ...

‘୨୦ ପର୍ଯ୍ୟନ୍ତ ଦିନକୁ ଜଣେ ଲେଖାଏ ମନ୍ତ୍ରୀ, ବିଧାୟକ ଇସ୍ତଫା ଦେବେ’

ଲକ୍ଷ୍ନୌ,୧୩।୧: “ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଣେ ଲେଖାଏ ମନ୍ତ୍ରୀ ଓ ଜଣେ ଭାଜପା ବିଧାୟକ ଇସ୍ତଫା ଦେବେ”। ଏଭଳି କହିଛନ୍ତି ଉତ୍ତରପ୍ରଦେଶ...

ବାଇକ୍‌ ଦାବି କରି ହଟହଟାରେ ପଡ଼ିଲେ ବର

ମିରଟ, ୧୧।୧୦: ବାହାଘର ସମୟରେ କନ୍ୟା ପକ୍ଷକୁ ବାଇକ୍‌ ଦାବି କରି ହଟହଟାରେ ପଡ଼ିଛନ୍ତି ଜଣେ ଲୋଭୀ ବର। ଫଳରେ କନ୍ୟାପକ୍ଷ ଲୋକ ଏଥିରେ କ୍ରୋଧିତ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆଇଇଡ଼ି ଜବତ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ନୌଗାମ୍‌ର କେନହାମ୍‌ ଅଞ୍ଚଳରେ ରେଲଓ୍ବେ କ୍ରସିଂ ନିକଟରୁ ଆଇଇଡ଼ି ଜବତ ହୋଇଛି। ସୁରକ୍ଷା ଦୃଷ୍ଟିରୁ...

ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଅଣାଯିବ ଆଇନ: ଯୋଗୀ

ନୂଆଦିଲ୍ଲୀ,୨୫।୯: ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

Advertisement
Archives

Model This Week