କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଉ ଶୁଭିବ ନାହିଁ ରଜ ଗୀତ ଓ ଦୋଳିର କଟମଟ ଶବ୍ଦ। କାଂ ଭା ଦେଖିବାକୁ ମିଳିବ ଦୋଳି। କିନ୍ତୁ ପୂର୍ବଭଳି ରଜ ମହୋତ୍ସବ, ରଜ ସମାବେଶ, ମୀନା ବଜାର ଓ ରଙ୍ଗବେରଙ୍ଗ ପୋଷାକରେ ଦୋଳି ଖେଳ ଚଳିତ ଥର ଦେଖିବାକୁ ମିଳିବନି। କାରଣ କରୋନା ପାଇଁ ରଜ ମହୋତ୍ସବ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି। ଫଳରେ ଚଳିତ ବର୍ଷ କରନା କଟକଣା ପାଇଁ ରଜ ମାନ୍ଦା ଲାଗିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ରଜ ଉପଲକ୍ଷେ ବସ୍ତ୍ର ଓ ଷ୍ଟେସନାରି ଦୋକାନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ସାର୍ବଜନୀନ ରଜ ଉତ୍ସବ, ସମାବେଶ ଆଦି ଉପରେ କଟକଣା ଲଗାଯାଇଛି ବୋଲି ସୂଚନା ରହିଛି। ତେବେ ଏଭଳି କଟକଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ପ୍ରତ୍ୟେକ ବର୍ଷ ରଜ ଉତ୍ସବ ବିଭିନ୍ନ ସ୍ଥାନରେ ଧୁମ୍‌ଧାମରେ ସାର୍ବଜନୀନ ଭତ୍ସବ ଭାବେ ପାଳନ ହେଉଥିଲା। ବିଭିନ୍ନ ପ୍ରକାରର ଦୋଳି ଖେଳ ସହ ଦୋଳି ଗୀତ ଅନ୍ୟାନ୍ୟ ପ୍ରତିଯୋଗିତା ଓ ନୃତ୍ୟଗୀତ ଆଦିର ଆସର ଜମୁଥିଲା। ତେବେ ଏହି କଟକଣା ଜୁନ ୧୧ରୁ ୧୬ଯାଏଁ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ପ୍ରଶିକ୍ଷଣରେ ସଫଳ

ପାଟଣା, ୯।୯ (ସ୍ବ.ପ୍ର.)-ଦୃଢ଼ ଇଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ହାସଲ ହୁଏ। ସଫଳତାର ଶୀର୍ଷରେ ମଣିଷ ପହଞ୍ଚି ପାରେ। ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି...

ଟିକାକରଣ କେନ୍ଦ୍ରରେ ସେଲ୍‌ଫି ବୁଥ୍‌

ଛତ୍ରପୁର,୮।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଗଞ୍ଜାମ ଜିଲାରେ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ବ୍ରହ୍ମପୁର ଓ...

ଜିଲାରେ ଡେଙ୍ଗୁ ଭୟ ବଢୁଛି: ନାମକୁ ଚାଲିଛି ସଚେତନତା

ଜଗତ୍‌ସିଂହପୁର ଅଫିସ,୪ା୭: ଜଗତ୍‌ସିଂହପୁର ଜିଲାରେ ଡେଙ୍ଗୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ବିଗତ ବର୍ଷଗୁଡିକରେ ଜିଲାରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗତ...

ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍‌

ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ...

ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ କଲା ବନ ବିଭାଗ, ୩ ଗିରଫ

ବରଗଡ଼ ଅଫିସ,୪ା୧୦: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଏଁଲାଭଟାରେ ଚାଲିଥିବା ଚୋରା କାଠ କାରବାର ଠାବ ହୋଇଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ବନ...

ସିଂହାପୁର ଯାତ୍ରାରେ ପରମ୍ପରା ଭଙ୍ଗ

ରସୁଲପୁର,୨୧ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ସିଂହାପୁର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମାତ୍ର ଏହି ଯାତ୍ରାରେ ଐତିହାସିକ ପରମ୍ପରା ବଜାଇ ରଖିବାରେ ପ୍ରଶାସନ ବିଫଳ...

ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ...

ଶ୍ମଶାନରେ କରାଗଲା ଆଲୋକ ବ୍ୟବସ୍ଥା

ଉମରକୋଟ, ୧୭।୩(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଅଧୀନ ୫ନମ୍ବର ୱାର୍ଡ ସ୍ଥିତ ଶ୍ମଶାନରେ ଲାଇଟ୍‌ ନ ଥିବାରୁ ରାତିରେ ‘ମୋବାଇଲ ଲାଇଟ୍‌ରେ ମୃତଦେହ’ ସତ୍କାର ଶୀର୍ଷକ ଏକ...

Advertisement
Archives

Model This Week