ଭୋଟ ଦେବାକୁ ଶତାବ୍ଦୀ ଏକ୍ସପ୍ରେସ୍‌ରେ କର୍ନାଲ ଗଲେ ମନୋହର ଲାଲ୍‌ ଖଟ୍ଟର: ସାଇକେଲରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ମତଦାନ ଜାରି ରହିଛି। କର୍ନାଲରେ ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଶତାବ୍ଦୀ ଏକ୍ସପ୍ରେସ୍‌ରେ ବସି ଯାତ୍ରା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଖାଇବା ପଛ ପ୍ରଥମ ହେଉଛି ମତଦାନ ଅଧିକାର ସାବସ୍ତ୍ୟ କରିବା। ପରେ ସେ ସାଇକେଲ ଚଳାଇ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ସେ ୨୦୧୪ରେ ଏହି ଆସନରୁ ୬୦ ହଜାର ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାଜିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ

ନୂଆଦିଲ୍ଲୀ,୧।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅଷ୍ଟ୍ରେଲିଆ ସ୍ବୀକୃତି ପ୍ରଦାନ କରିଛି। ଏହି ଟିକା ନେଇଥିବା ଲୋକେ ଅଷ୍ଟ୍ରେଲିଆ ଯାଇପାରିବେ। ଅଷ୍ଟ୍ରେଲିଆରେ ପଞ୍ଜୀକୃତ ହୋଇ...

ଡରାଇଲାଣି ଏଚ୍‌୩ଏନ୍‌୨: ମହାରାଷ୍ଟ୍ରରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ

ବମ୍ବେ,୧୬।୩: ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚଓ୍ବାଡରେ ଏଚ୍‌୩ଏନ୍‌୨ ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସ୍‌ରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ୭୩ ବର୍ଷର...

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ପଞ୍ଜାବର ୯ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା। ଏହି ମାମଲାରେ ବର୍ତ୍ତମାନ ୯ଜଣ...

ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା, ଜାଣନ୍ତୁ କାହିଁକି

ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା...

ରେଳବାଇ ଅଧିକାରୀ ମୁଖ୍ୟାଳୟରେ କାର୍ଯ୍ୟ କରିବା ପୂର୍ବରୁ ୧୦ ବର୍ଷ କରିବେ ଫିଲ୍ଡ ଡ୍ୟୁଟି…

ନୂଆଦିଲ୍ଲୀ,୨୮।୨ : ଏକ ପ୍ରମୁଖ ନୀତି ପରିବର୍ତ୍ତନରେ ରେଳବାଇ ବୋର୍ଡ କହିଛି ଯେ ଭାରତୀୟ ରେଳବାଇର ନୂତନ ଭାବରେ ନିଯୁକ୍ତ ଗ୍ରୁପ ‘ଏ’ ଅଧିକାରୀମାନଙ୍କୁ ମୁଖ୍ୟାଳୟରେ...

କଲେଜରେ ପଶିଲା ବାଘ

ନୂଆଦିଲ୍ଲୀ,୨।୧୨: ଉତ୍ତରପ୍ରଦେଶର ଏକ କଲେଜରେ ଛାତ୍ରୀଛାତ୍ରଙ୍କ କ୍ଲାସରୁମ୍‌କୁ ପଶି ଆସିଥିଲା ଏକ ଚିତାବାଘ। ଜଣେ ଛାତ୍ରଙ୍କୁ ଆକ୍ରମଣ କରିବା ପରେ ବାଘକୁ ଏକ କ୍ଲାସ ରୁମ୍‌ରେ...

ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ...

ସମସ୍ତଙ୍କୁ ମିଳିବ ନ୍ୟାୟ: ମୋଦି

ନୂଆଦିଲ୍ଲୀ,୨୯।୨: ଦେଶରେ ଭାଜପା ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆଧାରରେ ଶାସନ ଜାରି ରଖିଛି। ଏହା ଅନ୍ତର୍ଗତ ସମାଜର ସମସ୍ତ ଜନସାଧାରଣଙ୍କୁ...

Advertisement
Archives

Model This Week