ଭାରତୀୟ ପ୍ରଶଂସକଙ୍କୁ ନିଶାମଙ୍କ ଅନୁରୋଧ

ଲର୍ଡସ,୧୩।୭- ସ୍ଥାନୀୟ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ରବିବାର ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଟିକେଟ କିଣିଥିବା ଭାରତୀୟ ପ୍ରଶଂସକଙ୍କୁ ବିକିଦେବା ପାଇଁ ଅନୁରୋଧ କରିଛନ୍ତି ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ। ଟୁଇଟରରେ ନିଶାମ ଲେଖିଛନ୍ତି, ଭାରତୀୟ କ୍ରିକେଟ ପ୍ରଶଂସକ ଯଦି ତୁମେ ଫାଇନାଲ ଦେଖିବାକୁ ଇଚ୍ଛୁକ ନୁହେଁ, ତେବେ ଟିକେଟ ବିକ୍ରିକରିି ଦିଅନ୍ତୁ। ଏହା ଲାଭ କରିବାର ଏକ ବଡ଼ ସୁଯୋଗ। ଏହାଦ୍ୱାରା ସମସ୍ତ କ୍ରିକେଟ ପ୍ରଶଂସକଙ୍କୁ ମ୍ୟାଚ୍‌ ଉପଭୋଗ କରିବାର ସୁଯୋଗ ମିଳିପାରିବ। ଉଲ୍ଲେଖଥାଉ କି, ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ଦୁଇ ଥର ଚାମ୍ପିୟନ ଭାରତକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ୯ ଲିଗ୍‌ ମ୍ୟାଚ୍‌ରୁ ମାତ୍ର ଗୋଟିଏ ପରାଜୟବରଣ କରିଥିଲା। କିନ୍ତୁ କେନ୍‌ ଓ୍ବିଲିୟମସନଙ୍କ ଦଳର ବୋଲିଂ ଆଗରେ ବିଫଳ ହୋଇଥିଲା ଭାରତୀୟ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଫ୍ରାଞ୍ଚାଇଜ କାହାକୁ ରଖିଲା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସମସ୍ତ ୮ ଫ୍ରାଞ୍ଚାଇଜ ସେମାନଙ୍କ ରିଟେନ ଖେଳାଳିଙ୍କ ତାଲିକା ବିସିସିଆଇ ନିକଟରେ ଦାଖଲ କରିଛନ୍ତି। କ୍ରିକବଜରେ ପ୍ରକାଶ ପାଇଥିବା...

ଆଇସିସି ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ଯୋଗ୍ୟ: ସାଙ୍ଗକାରା

ନୂଆଦିଲ୍ଲୀ,୨୬।୭(ପି.ଟି.): ଶ୍ରୀଲଙ୍କା କ୍ରିକେଟ ଲିଜେଣ୍ଡ କୁମାର ସାଙ୍ଗକାରା ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଡ୍ରୋଲ ବୋର୍ଡ (ବିସିସିଆଇ) ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି।...

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି...

ନୂଆ ସ୍ପିନରଙ୍କୁ ମିଳିପାରେ ଟିମ୍‌ ଇଣ୍ଡିଆରେ ସୁଯୋଗ

ନୂଆଦିଲ୍ଲୀ,୨୬।୧: ଆସନ୍ତା ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌। ଏହି ସିରିଜ୍‌ ଲାଗି ଘୋଷିତ ହେବାକୁ ଥିବା ଭାରତୀୟ...

ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍‌ ମଇଦାନକୁ ଓହ୍ଲାଇପାରିବେ; ଟିମ୍‌ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…

ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଗୋଆ ମ୍ୟାଚ୍‌ ଡ୍ର

ବାମ୍ବୋଲିମ,୧୪।୨: ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ (ଆଇପିଏଲ)ର ଶନିବାର ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସି ଓ ଏଫ୍‌ସି ଗୋଆ ପରସ୍ପରକୁ ଭେଟିଥିଲେ। ସ୍ଥାନୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ...

ଇଦୁଲ୍‌ଜୀ, ରୟ ୩.୫ କୋଟି ଲେଖାଏଁ ପାଇବେ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.)- ପ୍ରଶାସକ କମିଟି (ସିଇଓ) ମୁଖ୍ୟ ବିନୋଦ ରୟ ଏବଂ ପ୍ୟାନେଲର ସଦସ୍ୟା ଡାଏନା ଇଦୁଲ୍‌ଜୀ ସେମାନଙ୍କ ୩୩ ବର୍ଷର କାର୍ଯ୍ୟକାଳ ପାଇଁ...

ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ବିଷୟରେ ମୁହଁ ଖୋଲିଲେ ରାହାନେ

ଭାରତୀୟ କ୍ରିକେଟ୍‌ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍‌ ବିଜୟ ହାସଲ କରିଥିଲା। ଏହାପରେ ରାହାନେଙ୍କ ନେତୃତ୍ୱକୁ...

Advertisement
Archives

Model This Week