ଭଣଜା ସହ ଜନ୍ମଦିନର କେକ୍‌ କାଟିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଶୁକ୍ରବାର ନିଜର ୫୪ତମ ଜନ୍ମଦିନ ପାଳିଛନ୍ତି। ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଚଳିତଥର ସଲମାନ ନିଜ ପସନ୍ଦର ସ୍ଥାନ ପନଓ୍ବେଲ ଫାର୍ମ ବଦଳରେ ଭାଇ ସୋହେଲ ଖାଁଙ୍କ ମୁମ୍ବାଇ ସ୍ଥିତ ଘରେ ପାଲି ହିଲ୍‌ରେ ରାତି ୧୨ଟାରେ ଜନ୍ମଦିନ ସେଲିବ୍ରେଟ କରିଥିଲେ। ଏଥିରେ ପରିବାରଲୋକଙ୍କ ସହ ଭଉଣୀ ଅର୍ପିତା ଖାଁ ଓ ବଲିଉଡ୍‌ର କିଛି କଳାକାର ସାମିଲ ହୋଇଥିଲେ। ଏହି ସେଲିବ୍ରେସନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସଲ୍ଲୁ ମିଆଁ ଭଣଜା ଆହିଲଙ୍କୁ ଧରି କେକ୍‌ କାଟୁଥିବାର ଦେଖିବାକୁ ମିଳିଛି। ପୂର୍ବରୁ ସଲମାନଙ୍କ ଜନ୍ମଦିନ ଅବସରରେ ଅର୍ପିତା ନିଜର ଡେଲିଭରି କରାଇବେ ବୋଲି ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ...

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

ସଲମାନ୍‌ଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ କ୍ୟାଟ୍ରିନା

ସଲମାନ୍‌ ଖାନ୍‌ – କ୍ୟାଟ୍ରିନା କୈଫ୍‌ଙ୍କ ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।  ପ୍ରଥମ ଥର ପାଇଁ ଫିଲ୍ମ ‘ମୈନେ ପ୍ୟାର୍‌ କ୍ୟୁଁ କିୟା’ରେ ଏକାଠି...

ଏହି ଅଭିନେତାଙ୍କ ଭାନିଟି ଭ୍ୟାନର ଦାମ୍‌ ଶୁଶିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବି-ଟାଉନରେ ବିଳାସମୟ ଜୀବନ ବିତାଉଥିବା ସେଲିବ୍ରିଟିଙ୍କ ମଧ୍ୟରୁ କମେଡି ପାଇଁ ଜଣାଶୁଣା କପିଲ ଶର୍ମା ହେଉଛନ୍ତି ଅନ୍ୟତମ। ଯାହାଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ସମସ୍ତେ ଅନୁକରଣ...

ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର

ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍‌ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି।...

ସୁଶାନ୍ତଙ୍କ ଅସୁସ୍ଥତା ସତ୍ତ୍ୱେ ପାର୍ଟି କରୁଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁର ପଛର କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ମାମଲାରେ ଏବେ...

ରିଲେସନଶିପ୍‌ରେ ରହିବାକୁ ଚାହୁଁଛନ୍ତି କିୟାରା!

ମୁମ୍ବାଇ: କବିର ସିଂ ଫେମ୍‌ କିୟାରା ଆଡଭାନୀଙ୍କ ପ୍ରଥମ ସୋଲୋ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି। କିଛିଦିନ ତଳେ କିୟାରା ରୋମ୍‌ ଜେଣ୍ଡର...

ନାୟିକାର ନଁ। ଟିକିନା

ପ୍ରଥମେ କମେଡି ତା’ପରେ ମୁଖ୍ୟ ଭୂମିକା। ନିଜର ଦାୟିତ୍ୱକୁ ବେଶ୍‌ ସୂଚାରୁ ରୂପରେ ତୁଲାଇ ଜଲିଉଡ୍‌ରେ ନିଜକୁ ଜଣେ ଆଗଧାଡ଼ିର ଅଲରାଉଣ୍ଡର ନାୟିକା ଭାବରେ ପରିଚିତ...

Coronavirus Update


Archives

Model This Week

Why Dharitri