ବୟସରେ ଢେର ସାନ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତା

ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇସାରିଛି। ଫିଲ୍ମକୁ ଭଲ ରେସ୍‌ପନ୍ସ ବି ମିଳିଛି। ଏଥିରେ ଅଜୟ ଜଣେ ଡିଭର୍ସୀ ଭୂମିକାରେ ଅଭିନୟ କରିବା ସହ ଝିଅ ବୟସର ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି। ଅଜୟଙ୍କ ପୂର୍ବରୁ ବଲିଉଡ୍‌ର ଆଉ କିଛି ଅଭିନେତା ଅଛନ୍ତି ଯେଉଁମାନେ ନିଜ ବୟସଠାରୁ ବହୁ ସାନ ଅଭିନେତ୍ରୀଙ୍କ ସହିତ ଫିଲ୍ମରେ ରୋମାନ୍ସ କରିଛନ୍ତି।

ସଲମାନ ଖାନ୍‌ : ୫୩ ବର୍ଷରେ ପଦାର୍ପଣ କରିଥିବା ସଲମାନ୍‌ ଅଧିକାଂଶ ଫିଲ୍ମରେ ତାଙ୍କଠାରୁ ବୟସରେ ବହୁ ସାନ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି। ଫିଲ୍ମ ‘ବୀର’ରେ ୨୨ ବର୍ଷ ସାନ ଜରୀନ୍‌ ଖାନ୍‌ଙ୍କ ସହିତ ସଲମାନ ରୋମାନ୍ସ କରିଥିବାବେଳେ ‘ଭାରତ’ରେ ୨୭ ବର୍ଷ ସାନ ଦିଶା ପଟାନୀଙ୍କ ସହିତ କରିଛନ୍ତି ରୋମାନ୍ସ।

ସନ୍ନି ଦେଓଲ : ବୟସରେ ଅଧିକ ସାନ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ମଧ୍ୟ ସନ୍ନି ଅଭିନୟ କରିଛନ୍ତି। ‘ସିଂହ ସାହେବ ଦ ଗ୍ରେଟ୍‌’ରେ ସେ ଉର୍ବଶୀଙ୍କ ସହିତ ସେ ଅଭିନୟ କରିଥିଲେ। ସେତେବେଳେ ସନ୍ନିଙ୍କୁ ୫୮ ବର୍ଷ ହୋଇଥିବାବେଳେ ଉର୍ବଶୀଙ୍କୁ ମାତ୍ର ୧୯ ବର୍ଷ। ଦୁହିଁଙ୍କ ବୟସ ତାରତମ୍ୟ ୩୯ବର୍ଷ ସାନ।

ଶାହାରୁଖ ଖାନ୍‌ : ଫିଲ୍ମ ‘ଜିରୋ’ରେ ଶାହାରୁଖଙ୍କ ସହିତ କ୍ୟାଟ୍ରିନା ଏବଂ ଅନୁଷ୍କା ଶର୍ମା ଅଭିନୟ କରିଥିଲେ। ଦୁଇଜଣଙ୍କ ବୟସ ଶାହାରୁଖଙ୍କଠାରୁ ୨୨ ବର୍ଷ ସାନ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri