‘ବୁଲ୍‌ବୁଲ୍‌’ ପ୍ରଭାବ: ଚାଷୀ, ଉପକୂଳ ବାସିନ୍ଦା ଆତଙ୍କିତ

ବାଲିଆପାଳ, ୯।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ରହିଛି। ଏହାର ପ୍ରଭାବରେ ଏକର ଏକର ପାଚିଲା ଧାନ ଜମିରେ ବର୍ଷା ପାଣି ଜମିରହିଛି। ଫଳରେ ଚାଷୀ ଧାନ ଅମଳ ନ କରିପାରି କ୍ଷତିରେ ପଡିବେ ବୋଲି ମୁଣ୍ଡରେ ହାତ ଦେଲେଣି। ସମୁଦ୍ରରେ ବଡ଼ ବଡ଼ ଲହଡ଼ିମାନ କୂଳ ଛୁଇଁବା ସହ ଜୁଆର କ୍ରମଶଃ ବଢ଼ିବାରେ ଲାଗିଛି। ଶୁକ୍ରବାର ରାତିରୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ବିଦ୍ୟୁତ୍‌ ସରବରାହ ନ ଥିବାରୁ ପିଇବା ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୀରେଧୀରେ ପବନର ଗତି ଉଗ୍ର ହେବାରେ ଲାଗିଛି। ସମୁଦ୍ର ଅଶାନ୍ତ ଯୋଗୁ ଉପକୂଳ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନିୟମ କଡ଼ାକଡ଼ି ପାଳନ କର

ଅନୁଗୋଳ ଅଫିସ, ୧୮।୪ – ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା...

ଅଣଓଡ଼ିଆଙ୍କ କବ୍‌ଜାରେ ମେଗା ପ୍ରକଳ୍ପ

ଯାଜପୁର ଅଫିସ,୨୮ା୪: ଲିଜ୍‌ ପରିମାଣଠାରୁ ବହୁ ଅଧିକ ଖଣିଜ ପଦାର୍ଥ ଦୀର୍ଘବର୍ଷ ଧରି ଲୁଟିନେଇ ଓଡ଼ିଶା ରାଜକୋଷ ଓ ଭୂସମ୍ପତ୍ତିର ବିପୁଳ କ୍ଷତି ଘଟାଇଥିଲେ ଖଣି...

ଜମନକିରାରେ ସ୍ବଚ୍ଛ ଭାରତ ଅଭିଯାନ: ଝାଡ଼ୁ ଧରିଲେ ପୂର୍ବତନ ବିଧାୟକ ରବିନାରାୟଣ

ଜମନକିରା,୨୧।୯(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାରେ ଶନିବାର ବ୍ଲକ୍‌ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ବ୍ରହ୍ମପୁର ବଡ଼ ମେଡିକାଲ୍‌: ଡାଏଲିସିସ୍‌ ୱାର୍ଡରେ ଅଚଳାବସ୍ଥା

ବ୍ରହ୍ମପୁର ଅଫିସ୍‌,୨୬ା୫-ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଥିବା ଡାଏଲିସିସ୍‌ ୱାର୍ଡ଼ ଅବହେଳାର ଶିକାର ହେବାରେ ଲାଗିଛି। ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ମେଶିନ୍‌...

କୃଷ୍ଣ ବଗର୍ତ୍ତି ହତ୍ୟା ଘଟଣା ଆଉ ଜଣେ ଗିରଫ

ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ...

୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ

ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁନ୍ଦରଗଡ ଜିଲା କେନ୍ଦ୍ରସମବାୟ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ

ସୁୁନ୍ଦରଗଡ, ୮ା୪ (ଡି.ଏନ୍‌.ଏ)- କରୋନା ମୁକାବିଲା ପାଇଁ ସୁନ୍ଦରଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି...

Advertisement
Archives

Model This Week