ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ କରିଛି। ଏହି ମାରାତ୍ମକ ଭାଇରସ୍‌ ଯୋଗୁ ଇତିମଧ୍ୟରେ ସମଗ୍ର ବିଶ୍ୱରେ ପାଖାପାଖି ୨୮,୦୦୦ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି। କେବଳ ଭାରତରେ ୧୦୦୦ ଜଣ ସଂକ୍ରମିତ ହୋଇଥିବାବେଳେ ୨୧ଜଣ ଲୋକ ପ୍ରାଣ ହରାଇସାରିଛନ୍ତି। ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଯାଉଛି। ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା, ସ୍ବୀକୃତିପ୍ରାପ୍ତ ରାଜ୍ୟଆସୋସିଏଶନ ଏବଂ ବୋର୍ଡର କର୍ମକର୍ତ୍ତାମାନଙ୍କ ସହମତିରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପୁଣି ୪ ନୂଆ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ଅସ୍ତରଙ୍ଗ, କାକଟପୁର ବ୍ଲକର; କ୍ୱାରାଣ୍ଟାଇନ୍‌ରେ ଥିଲେ

ପୁରୀ ଅଫିସ,୧୬।୫: ପୁରୀ ଜିଲାରେ ପୁଣି ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଛି। ମୋଟ...

ଇତିହାସ ରଚିଲେ ଏହି ଭାରତୀୟ କ୍ରିକେଟର୍‌; କପିଲ ଦେବଙ୍କ ପରେ ଏଭଳି କରିବାରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୪।୨: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବୋଲର୍‌ ଈଶାନ୍ତ ଶର୍ମା। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସେ ପଦାର୍ପଣ କରିବା ପରେ ବଡ଼...

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

ସ୍ପେଶାଲ ଅଲିମ୍ପିକ୍‌ ଭାରତ- ଓଡ଼ିଶା ଏଫ୍‌ସି ବୁଝାମଣା

ଭୁବନେଶ୍ୱର,୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ସ୍ପେଶାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି) ସହିତ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛି।...

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧...

ମ୍ୟାଚ୍‌ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ...

ଧୋନୀଙ୍କଠାରୁ ଉପହାର ପାଇ ପାକିସ୍ତାନ କ୍ରିକେଟର୍‌ଙ୍କ ଖୁସି କହିଲେ ନ ସରେ…

ଚେନ୍ନାଇ,୯।୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଜର୍ସି ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ଦେଇଛନ୍ତି।...

ଶେଫ୍‌ ପ୍ରସ୍ତୁତ କଲେ କରୋନା ବର୍ଗର: କହିଲେ ‘ଯିଏ ଡରଉଛି ତାକୁ ଖାଅ’

ହନୋଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଚାଲିଛି। ଏହି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହି ଭାଇରସ୍‌କୁ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶୁଣି...

Advertisement
Archives

Model This Week