Posted inଜାତୀୟ

ବିଷାକ୍ତ ମଦ ନେଲା ୧୨ ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶ ପୁଣି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବାରବାଙ୍ଗୀରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ, ରାମନଗର ଥାନା ଅଞ୍ଚଳ ରାନିଗଞ୍ଜଠାରେ ଦାନବୀର ସିଂ ନାମକ ଜଣେ ବ୍ୟକ୍ତି ଦେଶୀ ମଦ ଦୋକାନ ଖୋଲିଛନ୍ତି। ସୋମବାର ଏହି ଦୋକାନରୁ ଆଖପାଖ ଅଞ୍ଚଳର ବହୁ ଲୋକ ମଦ ପିଇଥିଲେ। ପରେ କିଛି ଲୋକ ଅସୁସ୍ଥ ଅନୁଭବ କରି ଘରେ ମୃତ୍ୟୁବରଣ କରିଥିଲାବେଳେ ଆଉ କିଛି ଲୋକଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ଫେବୃଆରୀରେ ସାହାରନପୁରରେ ବିଷାକ୍ତ ମଦ ପିଇ ୫୦ଜଣଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୧୯ରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି -୭ ଗ୍ରୁପ ଏବଂ କ୍ୱାର୍ଡ ସମେତ ତିନୋଟି ପ୍ରମୁଖ ବହୁପକ୍ଷୀୟ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ଅର୍ଥାତ୍‌...

ନିଶୁଳ୍କ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର…

ଲକ୍ଷ୍ନୌ,୮।୫: ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନିଶୁଳ୍କ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଜାରି କରିଛନ୍ତି। ସହର ଅବା ଗ୍ରାମୀଣ...

ସରକାରଙ୍କ ବଡ଼ ଘୋଷଣା: ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ଜାରି ରହିଛି। ଶନିବାରଠାରୁ ଦେଶବ୍ୟାପୀ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ତେବେ ସରକାରଙ୍କ ପକ୍ଷରୁ କରୋନା ଟିକାଦାନ...

ନକଲି ଭାକ୍ସିନ୍‌ ନେଇ ଟିଏମ୍‌ସି ଏମ୍‌ପି ଅସୁସ୍ଥ…

କୋଲକାତା,୨୬।୬: ନକଲି ଭାକ୍ସିନ୍‌ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ...

ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ…

ଗୁଆହାଟି,୨୦।୭: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ...

ଭାଜପା କର୍ମୀଙ୍କୁ କେଜରିୱାଲଙ୍କ ବାର୍ତ୍ତା, ପେମେଣ୍ଟ ସେଠୁ ନିଅ କାମ ଆମ ପାଇଁ କର

ଅହମଦାବାଦ,୩ ।୯: ଗୁଜରାଟର ଆଗାମୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି । ଦଳର ରାଷ୍ଟ୍ରୀୟ ସଂଯୋଜକ...

ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ...

ଏମ୍‌ପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ,୨୪ା୩: ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ (ଏମ୍‌ପି)ର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ରାତି ୯ଟାରେ ଶପଥ ଗ୍ରହଣ...

Advertisement
Archives

Model This Week