Posted inଖେଳ

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ ଶତକ ପୂରଣ କରିଛନ୍ତି। ଫଳରେ ଭାରତୀୟ ଦଳ ୩ ଉଇକେଟ ହରାଇ ୩୫୬ରନ୍‌ ସଂଗ୍ରହ କରିଛି। କୋହଲି ୧୦୪ ଏବଂ ରାହାଣେ ୫୮ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏହି ଟେଷ୍ଟର ପ୍ରଥମ ଦିନରେ ଓପନର୍‌ ମୟଙ୍କ ଅଗ୍ରଓ୍ବାଲ୍‌ ମଧ୍ୟ ଶତକ ମାରିଥିଲେ।  ଭାରତ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୮୫.୧ ଓଭରରେ ୩ ଉଇକେଟ ହରାଇ ୨୭୩ ରନ୍ କରି ଭଲ ସ୍ଥିତିରେ ଥିଲା। ତେବେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିବା ହିଟମ୍ୟାନ୍ ରୋହିତ୍ ଶର୍ମା ଫେଲ୍ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀଙ୍କୁ କରୋନା

କୋଲକାତା, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଳାଙ୍କ ସ୍ତ୍ରୀ ସ୍ମିତା ସନ୍ୟାଲ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସ୍ମିତା ବର୍ତ୍ତମାନ ପଶ୍ଚିମବଙ୍ଗ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଲକ୍ଷ୍ୟ ଆଗେଇଲେ, ସାଇନା, ପ୍ରଣୀଥ୍‌ ନିରାଶ

ବର୍ମିଂହାମ୍‌, ୧୨।୩ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତର ଲକ୍ଷ୍ୟ ସେନ୍‌ ଦମ୍‌ଦାର ଆରମ୍ଭ କରିଛନ୍ତି। କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ...

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ସିଡନୀ, ୪।୩(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟାଇଟଲ ଫେଭରାଇଟ୍‌ ଭାରତ...

ବାବର ଆଜାମଙ୍କ ରେକର୍ଡ ତାଲିକାରେ ନୂଆ ଫର୍ଦ୍ଦ

ହରାରେ,୧୦।୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ପାକିସ୍ତାନ ପୁରୁଷ ଦଳର ଅଧିନାୟକ ବାବର ଆଜାମଙ୍କୁ ଶୁଭେଚ୍ଛା ଜଣାଇଛି। ସେ ପ୍ରଥମ ପାକିସ୍ତାନ ଅଧିନାୟକ ଭାବେ...

ଡବ୍ଲ୍ୟୁଟିସି ଫାଇନାଲ୍‌ର ଏହି ଗୋଟିଏ ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ଛୁଇଁଗଲା

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ହେଉନା...

ଫେଡରରଙ୍କୁ ହରାଇବା ପାଇଁ ଚିଟିଂ କରିଥିଲେ ମିଲମ୍ୟାନ

ମେଲବୋର୍ନ,୨୫।୧(ଏଏଫ୍‌ପି)- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ଶୁକ୍ରବାର ୫ ସେଟ୍‌ ବିଶିଷ୍ଟ ମାରାଥନ ମ୍ୟାଚ୍‌ରେ ଜନ ମିଲମ୍ୟାନଙ୍କୁ ହରାଇଥିଲେ। ମ୍ୟାଚ୍‌ର ଫଳାଫଳ ଟାଇବ୍ରେକରରେ ବାହାରିଥିଲା।...

୨୦୧୯ ବିଶ୍ୱକପ୍‌ ସେମିଫାଇନାଲ ପରାଜୟକୁ ନେଇ କୋହଲି କହିଲେ, ମୁଁ ଅହଂକାରୀ ଥିଲି

ନୂଆଦିଲ୍ଲୀ, ୨୬।୧୨: ୨୦୧୯ରେ ଭାରତ ସବୁଫର୍ମାଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଖରାପ ପ୍ରଦର୍ଶନକୁ କେବେ ଭୁଲି ହେବ ନାହିଁ। ସେମିଫାଇନାଲରେ...

ଆଇପିଏଲ୍‌ ଖେଳିବା ଲକ୍ଷ୍ୟରେ ବିଶ୍ୱର ସୁବଠାରୁ ଓଜନିଆ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୮: ଗତବର୍ଷ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ସ୍ବପ୍ନ ପୂରଣ କରିଥିବା ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର ରାକୀମ୍‌ କର୍ନଓ୍ବାଲ୍‌ ଏବେ...

Advertisement
Archives

Model This Week