Posted inଫୁରସତ

ବିବାହିତ ଯୁବକ ଅବିବାହିତ କହି ଠକୁଛନ୍ତି କି? ତେବେ ଏସବୁ ଲକ୍ଷଣରୁ ଜାଣନ୍ତୁ ଏମାନଙ୍କୁ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ ମଙ୍ଗଳସୂତ୍ର ଦେଖିଲେ ସହଜରେ ବୁଝିଯିବେ ଜଣେ ଝିଅ ବିବାହିତା କି ଅବିବାହିତା। କିନ୍ତୁ ଜଣେ ପୁଅ ବିବାହିତ କି ନୁହେଁ ସହଜରେ ଜାଣିହେବ ନାହିଁ। ଏଣୁ ଅନେକ ଯୁବକ ବିବାହିତ ହୋଇ ମଧ୍ୟ ନିଜକୁ ଅବିବାହିତ କହି ନିରୀହ ଝିଅମାନଙ୍କ ସହ ପ୍ରେମସମ୍ପର୍କ ରଖି ଶେଷରେ ଠକି ଦେଉଛନ୍ତି। ମାତ୍ର ଏମାନଙ୍କଠାରେ କେତେକ ଲକ୍ଷଣ ଦେଖାଦେଲେ ସହଜରେ ଅନୁମାନ କରିହେବ ସେମାନେ ବିବାହିତ କି ଅବିବାହିତ। ଫଳରେ ଆଉ ଠକାମୀରେ ପଡ଼ିବେ ନାହିଁ। ଜାଣନ୍ତୁ ଏ ସମ୍ପର୍କରେ…

ଯୁବକଟିଏ ବିବାହିତ ହୋଇଥିଲେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିବେ। ଘରେ ସ୍ତ୍ରୀ ଏବଂ ପରିବାର ଥିଲେ ପ୍ରାୟ ଅନ୍ୟମନସ୍କ ରହିଥାନ୍ତି। ଅବିବାହିତ ଯୁବକମାନଙ୍କ ପରି ବିବାହିତମାନେ ମୁକ୍ତ ନୁହନ୍ତି। କେଉଁଠି ନା କେଉଁଠି ଭୟ ତାଙ୍କୁ ଘାରୁଥିବ। ଫଳରେ ସେ ଯେକୌଣସି କଥାରେ ଅନ୍ୟମନସ୍କ ହୋଇପଡ଼ନ୍ତି। କଥାବାର୍ତ୍ତା, ଚାଲିଚଳନ ସବୁକିଛି ଭିନ୍ନ ଲାଗେ।

ଅବିବାହିତ ଯୁବକ ନିଶାଦ୍ରବ୍ୟ ସେବନ କରୁଥିଲେ ତାଙ୍କୁ ବାରଣ କରିବାକୁ କେହି ନ ଥାନ୍ତି କିମ୍ବା ସେମାନଙ୍କର କାହାକୁ ଭୟ ନ ଥାଏ। ମାତ୍ର ଜଣେ ବିବାହିତ ଖୋଲାଖୋଲି ନିଶା ସେବନ କରିବାକୁ ଭୟ କରିଥାନ୍ତି। କାରଣ ସ୍ତ୍ରୀ କିମ୍ବା ପିଲାମାନଙ୍କ କଟକଣାକୁ ସେମାନେ ସମ୍ମାନ ଦେଇଥାନ୍ତି। ଏସବୁ ଲକ୍ଷଣ ଯଦି କାହାଠାରେ ଦେଖିପାରୁଛନ୍ତି ତେବେ ସେମାନେ ବିବାହିତ ବୋଲି ଧରିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri