ବିଗ୍‌ ବସ୍‌ ୧୩ ଯୋଗୁ ବ୍ୟାପୁଛି ଅଶ୍ଳୀଳତା, ରୋକ ଲଗାଇବା ପାଇଁ ମନ୍ତ୍ରୀଙ୍କୁ ଚିଠି

ରିୟଲିଟି ଶୋ’ ବିଗ୍‌ ବସ୍‌ ଯୋଗୁ ଅଶ୍ଲୀଳତା ବ୍ୟାପୁଥିବା ଅଭିଯୋଗ କରି ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକଙ୍କୁ ଚିଠି ଲେଖାଯାଇଛି। ଏହାର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ବିଗ୍‌ ବସ୍‌ ଯୋଗୁ ପାରମ୍ପରିକ, ସାଂସ୍କୃତିକ ଏବଂ ସାମାଜିକ ମୂଲ୍ୟବୋଧର ମଜାକ ଉଡାଯାଉଛି। ଖାଲି ଟିଆରପି ପାଇଁ ଏଭଳି କରାଯାଉଥିବା ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ରିୟଲିଟି ଶୋ’ ତୁରନ୍ତ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ...

ଶ୍ରଦ୍ଧା କପୁରଙ୍କ ସହିତ ଫରହାନଙ୍କ ସମ୍ପର୍କ ନେଇ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତରଙ୍କୁ ଶନିବାର ୪୬ ପୂରଣ ହୋଇଛି। ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ...

ଏହି ଦିନ ରିଲିଜ୍‌ ହେବ କ୍ୟାଟ୍ରିନାଙ୍କ ଫିଲ୍ମ

କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ‘ଫୋନ ଭୁତ୍‌’ ଅକ୍ଟୋବର ୭ରେ ରିଲିଜ୍‌ ହେବ। ଏହାକୁ ନେଇ ସୋସିଆଲ ମିଡିଆରେ ଫିଲ୍ମର...

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌...

ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ...

ଜାଣନ୍ତୁ ଅନିଲ କପୁରଙ୍କ ସାନ ଜ୍ୱାଇଁ କରନ୍‌ କିଏ; ଆଜି ଯାହାଙ୍କ ହାତ ଧରିବେ ରିୟା…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ଶନିବାର ପ୍ରେମିକ କରନ ବୁଲାନୀଙ୍କ ହାତ ଧରିବେ ସେ। ଜୁହୁ...

ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ରୋଜଗାର କରନ୍ତି ଏହି ଅଭିନେତା, ଖଣ୍ଡାଲାରେ ରହିଛି ୬୨୦୦ ସ୍କୋୟାର ଫୁଟ୍‌ର ହଲିଡେ ହୋମ୍‌…

ବମ୍ବେ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୧ ମସିହା ଆଜିର ଦିନରେ କର୍ନାଟକର ମାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ସୁନୀଲଙ୍କ ପୁରା...

ଏକଦା ମଇଁଷି ଭଳି ଦେଖାଯାଉଛ କହି ଚିଡାଉଥିଲେ ଲୋକେ: ଏବେ ତନୁପାତେଳୀ ଲୁକ୍‌ରେ ସମସ୍ତଙ୍କୁ ଚକିତ କରୁଛନ୍ତି ‘ଗଙ୍ଗୁବାଈ’

ବମ୍ବେ: ଟେଲିଭିଜନ ଜଗତରେ କମେଡିୟାନ୍‌ ସଲୋନୀ ‘ଗଙ୍ଗୁବାଇ’ ନାମରେ ଅଧିକ ଲୋକପ୍ରିୟ। ‘ଛୋଟେ ମିୟା’ ଶୋ’ ଜରିଆରେ ସଲୋନୀ ପ୍ରଶଂସକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଇତି...

Advertisement
Archives

Model This Week