ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଡ଼ି ମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲୋକ୍ଟ୍ରନିକ୍ସ ଦ୍ରବ୍ୟଠାରୁ ଏସବୁ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରିଥାନ୍ତି। ଏସବୁ ପ୍ରସାଧନ ସାମଗ୍ରୀରେ ଥିବା ରାସାୟନିକ ପଦାର୍ଥ ଯୋଗୁ ଏଭଳି ହୋଇଥାଏ। ଏଥିରେ ଆଲକୋହଲ, କାର୍ବନ ଡାଇଅକ୍ସାଇଡ୍‌, ହାଇଡ୍ରୋକାର୍ବନ ପ୍ରଚୁର ମାତ୍ରାରେ ରହିଥାଏ। ଏହା ବାୟୁ ମଣ୍ଡଳରେ ଥିବା ସଲଫର, ନାଇଟ୍ରୋଜେନ୍‌, ଅମ୍ଳଜାନ ସହ ପ୍ରତିକ୍ରିୟା କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଢାଙ୍କୁ ଜଗୁଛି ରୋବୋ

ନୂଆଦିଲ୍ଲୀ: ଚାଷକାମରେ ଆଜିକାଲି ରୋବୋ ସବୁକିଛି କରିପାରୁଛି। ଏମିତିକି ରୋବୋ ବି ମେଣ୍ଢାପଲଙ୍କୁ ନେଇ ଚରାଇ ପୁଣି ଥରେ ଘରକୁ ଫେରାଇ ଆଣିପାରେ। ଏମିତି ଏକ...

ସୁଖମୟ ଭବିଷ୍ୟତ ଆଶା ମଉଳି ଯାଉଛି : ଆମେରିକା ନୂଆ ପିଢ଼ି ନିରାଶ…

ଓ୍ବାଶିଂଟନ,୨୫।୩ : ଆମେରିକୀୟମାନଙ୍କ ମଧ୍ୟରେ ଆଗାମୀ ପିଢ଼ିଙ୍କି ପାଇଁ ଏକ ସୁଖମୟ ଉନ୍ନତ ଜୀବନର ଆଶା ଦ୍ରୁତ ଗତିରେ କମିବାରେ ଲାଗିଛି । ବହୁ ସଂଖ୍ୟକ...

ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…

ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ...

ଶାହବାଜ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲା ତହରିକ-ଏ-ତାଲିବାନ, କହିଲା ସମଗ୍ର ପାକିସ୍ତାନରେ କର ଆକ୍ରମଣ

ଇସଲାମାବାଦ,୨୯ ।୧୧: ତହରିକ-ଏ-ତଲିବାନ ପାକସ୍ତାନ(ଟିଟିପି) ସୋମବାର ପାକିସ୍ତାନ ସରକାରଙ୍କ ଦ୍ୱାରା ଗତ ଜୁନରେ କରାଯାଇଥିବା ଅନିର୍ଦ୍ଦିଷ୍ଟ କାଳୀନ ଅସ୍ତ୍ରବରିତି ଉଲ୍ଲଂଘନ ଚୁକ୍ତିନାମାକୁ ରଦ୍ଦ କରି ଦେଇଛି...

ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି।...

‘କଶ୍ମୀର ପ୍ରସଙ୍ଗକୁ ମିଳୁନି ସମର୍ଥନ’

ବନ୍‌,୧୮ା୧: ପାକିସ୍ତାନ ବିଶ୍ୱ ମଞ୍ଚଗୁଡ଼ିକରେ କଶ୍ମୀର ପ୍ରସଙ୍ଗକୁ ଯେତେ ଉଠାଇଲେ ବି ଏହାକୁ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ମିଳୁନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ...

ଡେଥ୍‌ ମେଶିନ୍‌: ମରିବା ପୂର୍ବରୁ ଦେଖିପାରିବେ ନିଜର ମୃତ୍ୟୁ

୨୦୧୦ ମସିହାରେ ହ୍ରିତିକ୍‌ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଗୁଜରିଶ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ହ୍ରିତିକ୍‌ ଜଣେ ଆର୍ଟିଷ୍ଟ ଭୂମିକାରେ ଅଭିନୟ...

Advertisement
Archives

Model This Week