Posted inଜାତୀୟ

ବାରାଣସୀରେ କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ରାୟ

ନୂଆଦିଲ୍ଲୀ, ୨୫।୪: ବାରଣାସୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ଜାରି ରହିଥିବା ଚର୍ଚ୍ଚା ଶେଷରେ ବନ୍ଦ ହୋଇଛି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅଜୟ ରାୟଙ୍କୁ ଟିକେଟ ମିଳିଛି। ପୂର୍ବରୁ ଏହି ଅସନରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟକ୍କର ଦେବେ ବୋଲି ଅନୁମାନ କରାଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଏପ୍ରିଲ୍‌ ୨୬ରେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚିଗଲା’, ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଫ୍ଲୋରିଡା/ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ବିବାହ କରିବାକୁ ମନା କଲେ ଝିଅ, ବରଯାତ୍ରୀ ନେଇ ସିଧା ପୋଲିସ ଷ୍ଟେଶନରେ ପହଞ୍ଚିଲେ ବର, ଆଉ ତା’ପରେ…

ନୂଆଦିଲ୍ଲୀ,୧୭।୧: ବିବାହ କରିବାକୁ କନ୍ୟା ପକ୍ଷ ମନା କରିବାରୁ ବରଯାତ୍ରୀ ନେଇ ପୋଲିସ ଷ୍ଟେଶନରେ ସିଧା ପହଞ୍ଚିଗଲେ ବର। ଏଭଳି ଘଟଣା ପଞ୍ଜାବର ଯମୁନାନଗର ଅଞ୍ଚଳରେ...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

BMC Results 2026:ଭାଜପାର ବିଜୟ ପରେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ରସମଲାଇ

ମୁମ୍ବାଇ,୧୬।୧: ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ, ‘ରସମଲାଇ’ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ନିର୍ବାଚନ ପ୍ରଚାର ସମୟରେ...

୪୦ଲକ୍ଷ ପାର୍‌ କରିବ ୧୦ଗ୍ରାମ୍‌ ସୁନା, ବିବାହ ଋତୁରେ କୋଟିଏ ଛୁଇଁବ!

ନୂଆଦିଲ୍ଲୀ,୧୬।୧: ଦେଶରେ ସୁନା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି, ଯାହା ଧୀରେ ଧୀରେ ସାଧାରଣ ଲୋକଙ୍କ ହାତପାଆନ୍ତାରୁ ଦୂରେଇ ଯାଉଛି। ଆଜି ଦିଲ୍ଲୀ, ଜୟପୁର,...

ମାଆଙ୍କ ପୋଷ୍ଟମର୍ଟମ କରାଇଲେ ୮ ବର୍ଷର ପୁଅ: ହୃଦୟ ବିଦାରକ ଘଟଣା ଶୁଣିଲେ ହୋଇଯିବେ ସ୍ତବ୍ଧ

ଲକ୍ଷ୍ନୌ,୧୬।୧: ଉତ୍ତର ପ୍ରଦେଶର ଏଟାରେ ଜଣେ ୮ ବର୍ଷର ବାଳକ ତାଙ୍କ ମାଆଙ୍କ ପୋଷ୍ଟମର୍ଟମ ପରୀକ୍ଷା କରାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ...

ଆଉ ଏକ ସେଲିବ୍ରିଟି ବିଚ୍ଛେଦ, ମାତ୍ର ୨ ବର୍ଷରେ ଅଲଗା ହେଲେ ଆକ୍ଟ୍ରେସ-ସିଇଓ

ମୁମ୍ବାଇ,୧୬।୧: ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତ୍ରୀ ମାଣ୍ଡି ଠକ୍କର ତାଙ୍କ ସ୍ବାମୀ ଶେଖର କୌଶଳଙ୍କୁ ଛାଡପତ୍ର ଦେଇଛନ୍ତି। ଶୁକ୍ରବାର, କୋର୍ଟ ପାରସ୍ପରିକ ସହମତିରେ ଦାଖଲ ହୋଇଥିବା ପ୍ରଥମ...

ବାଜି ମାରିଲା ଭାଜପା! ମହାରାଷ୍ଟ୍ର ପୌର ନିର୍ବାଚନ ଫଳାଫଳକୁ ନେଇ ଆସିଲା ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧୬।୧: ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ ଲକ୍ଷ୍ୟ କରାଯିବା ପରେ ଦଳର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri