ବସ୍‌ରୁ ୬୦ ହଜାର ଟଙ୍କାର ଏସିଡ୍‌ ଜବତ: ୩ ଅଟକ

ବାଲେଶ୍ୱର ଅଫିସ/ବସ୍ତା,୭।୯(ନି.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଘରୋଇ ବସ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଚୋରା ଏସିଟିକ୍‌ ଏସିଡ୍‌ ଜବତ କରିଛି। ଚୋରାଚାଲାଣ ଅଭିଯୋଗରେ ବସ୍‌ର ୩ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, କଲିକତାରୁ ଧାମରା ଯାଉଥିବା ଉକ୍ତ ବସରେ ଏସିଡ୍‌ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା। ମଥାନୀ କଟିପୋଲସ୍ଥ ଏକ ଢାବା ନିକଟରେ ପୋଲିସ ଚଢ଼ାଉ କରି ଏସିଡ୍‌ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ହଜାରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିଜମା ବିବାଦ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ବରୀ,୧ା୧୨(ସ୍ବ.ପ୍ର.)- ବରୀଥାନା ଅଧୀନ କିମ୍ଭୀରିଆପାଳ ପଞ୍ଚାୟତ ମାଳଦା ଗ୍ରାମରେ ରବିବାର ଜିମିଜମା ବିବାଦକୁ ନେଇ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଆକ୍ରମଣ ହୋଇଥିବା ଥାନାରେ...

ବାଲିଚାଲାଣକୁ ନେଇ ଗ୍ରାମବାସୀ – ପୋଲିସ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୩ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁରଠାରେ ବାଲି ଚାଲାଣ ନେଇ ଶନିବାର ରାତିରେ ପୋଡ଼ାଜଳା ହୋଇଥିଲା। ବାଲିଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀ ୩ ଟ୍ରକ,...

ସର୍ଭିସ ରୋଡ୍‌ରେ ବେଆଇନ ପାର୍କିଂ

କେନ୍ଦୁଝର,୨୬ା୮ (ସ୍ବ.ପ୍ର.): କେନ୍ଦୁଝର ସହର ନିକଟ ଏନ୍‌ଏଚ୍‌ ୪୯ର ଗଉଡୁଣିବେଡ଼ା-ଧ୍ରୂପଦା ସର୍ଭିସ ରୋଡରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଏହି ରାସ୍ତା ଉପରେ ଚଳପ୍ରଚଳ କରୁଥିବା...

ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର

କଟକ ଅଫିସ୍‌,୨୦ା୬:  ସ୍ବଦେଶୀ ବୈଷୟିକ ଜ୍ଞାନ କୌଶଳ ଓ ସମ୍ବଳକୁ ଆଧାର କରି ରାଜ୍ୟରେ କରୋନା ମୁକାବିଲା ପାଇଁ ନୂତନ ଉଦ୍ଭାବନ ଜାରି ରଖିଛି। କଟକ...

୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା

ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା...

ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ

ବାରଙ୍ଗ,୨୦।୧(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ପଞ୍ଚାୟତର ନରାଜ ଅଙ୍ଗନଓ୍ବାଡି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସ୍ତୁତି ମା’ମାନଙ୍କୁ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ନେଇ ନରାଜ...

ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଖଣ୍ଡପଡ଼ା,୨୪ା୬(ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଖଣ୍ଡପଡ଼ା ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ...

ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ

ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର...

Advertisement
Archives

Model This Week