Posted inଜାତୀୟ

ବଳଦଗାଡ଼ିକୁ ଧକ୍କା ଦେଲା ଟ୍ରେନ୍‌: ୫ ମୃତ

ପାଟନା,୧୬।୧: ବିହାର ସମସ୍ତିପୁର ଜିଲାରେ ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ର୍ତ୍ତି କରାଯାଇଛି। ସ୍ଥାନୀୟ ହସନପୁର ଥାନା ଅଞ୍ଚଳର ମହୁଆ ଢ଼ାଲା ନିକଟରେ ଏକ ବଳଦଗାଡ଼ିରେ ବସି ୭ ଜଣ ଲୋକ ରେଳ ଫାଟକ ପାର ହେଉଥିବା ବେଳେ ଟ୍ରେନ୍‌ (ନମ୍ବର ୬୩୩୪୮) ଏହାକୁ ଧକ୍କା ଦେଇଥିଲା। ଖବର ପାଇଁ ସ୍ଥାନୀୟ ପୋଲିସ, ରେଳ ବିଭାଗ ଅଧିକାରୀ ସିଆରପିଏଫ୍‌ ଏବଂ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୧ରେ ବିଭିନ୍ନ ରାଜ୍ୟର ବିଧାନସଭାରେ ହାରାହାରି ୨୧ ଦିନର କାର୍ଯ୍ୟ ଦିବସ, ୫୦୦ରୁ ଅଧିକ ବିଧେୟକ ହୋଇଛି ପାରିତ…

ନୂଆଦିଲ୍ଲୀ,୧।୮ : ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ୨୦୨୧ରେହାରାହାର କେବଳ ୨୧ ଦିନର କାର୍ଯ୍ୟ ଦିବସ ରହିଥିଲା। ଏହି ସମୟ ମଧ୍ୟରେ ୫୦୦ରୁ ଅଧିକ ବିଧେୟକ...

ବୈଷ୍ଣୋ ଦେବୀ ମନ୍ଦିରର ୩ ପୂଜାରୀଙ୍କ ସମେତ ୨୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୮: କରୋନା ଭାଇରସ ସଂକ୍ରମଣ ପାଇଁ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ରବିବାର ଭକ୍ତଙ୍କ ଦର୍ଶନ ପାଇଁ ମା’ ବୈଷ୍ଣୋ ଦେବୀ ମନ୍ଦିର...

କୋଭାକ୍ସିନ୍‌ ସମ୍ପର୍କିତ ୯୦ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡବ୍ଲ୍ୟୁଏଚ୍‌ଓରେ ଦାଖଲ ହୋଇଛି: ଭାରତ ବାୟୋଟେକ୍‌…

ନୂଆଦିଲ୍ଲୀ,୨୫।୫: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଦେଶରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ...

କରୋନା ଭାଇରସ: ଭାରତ ପାଇଁ ଗୁରୁତ୍ୱପୁର୍ଣ୍ଣ ମେ’ ମାସ

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସର ସଂକ୍ରମଣ ଏପର୍ଯ୍ୟନ୍ତ ଦେଶରେ କମ୍‌ ହୋଇନାହିଁ। ଏପଟେ କିନ୍ତୁ ଆଉ ମାତ୍ର ୩ ଦିନ ପରେ ସରିବ ଲକ୍‌ଡାଉନ ଅବଧି। ଏପଟେ...

‘ଭାରତ ଆତ୍ମବିଶ୍ୱାସର ସହ ଅଜଣା ଶତ୍ରୁକୁ କରିଛି ସାମ୍ନା’

ଚେନ୍ନାଇ,୨୯।୭: ଚେନ୍ନାଇରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ତାମିଲନାଡୁର ରାଜ୍ୟପାଳ...

ବାରାଣସୀରେ ଭାଜପା ହାରିଲା

ଲକ୍ଷ୍ନୌ,୧୩ା୪: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନରେ ଶାସକ ଭାଜପାକୁ ବଡ଼ ସଫଳତା ମିଳିଛି। ଭୋଟ ଗ୍ରହଣ କରାଯାଇଥିବା ୨୭ରୁ ୨୪ ଆସନକୁ ଭାଜପା ଦଖଲ...

ଇଡିରେ ହାଜର ହେବା ପୂର୍ବରୁ ରାହୁଲଙ୍କ ଘର ସାମ୍ନାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୩ ।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ପଚରା ଉଚରା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ସାମ୍ନାରେ ହାଜର...

ଟୁଇଟରକୁ ହାଇକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୬।୭: ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ ନ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ...

Advertisement
Archives

Model This Week