Advertisement

ବଲିଉଡ୍‌ରୁ ଦୂରେଇ ଯିବାର କାରଣ କହିଲେ ‘ବାହୁବଳୀ’ ଫେମ୍‌ ରାମ୍ୟା

ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ରେ ଶିବଗାମୀ ଦେବୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ରାମ୍ୟା କ୍ରିଷ୍ନନ। ନବେ ଦଶକରେ ସେ ବଲିଉଡ୍‌ର ଅନେକ ସେନେମାରେ ଅଭିନୟ କରିଥିଳେ। ମାତ୍ର ପରେ ତାଙ୍କୁ ଆଉ ବଲିଉଡ୍‌ରେ ଦେଖିବାକୁ ମିଳିଲା ନାହିଁ। ରାମ୍ୟା ‘ଖଳନାୟକ’, ‘କ୍ରିମିନାଲ’, ‘ଶପଥ’ ଏବଂ ‘ବଡ଼େ ମାଆଁ ଛୋଟେ ମିଅଁ ’ପରି ସିନେମାରେ କାମ କରିସାରିଛନ୍ତି। ମାତ୍ର ପରେ ତାଙ୍କୁ ଆଉ ବଲିଉଡ୍‌ରେ ଦେଖିବାକୁ ମିଳିଲା ନାହିଁ। ଏନେଇ ରାମ୍ୟା କୁହନ୍ତି, ସେ କେବେହେଲେ ବଲିଉଡ୍‌ ଛାଡି ନାହାନ୍ତି। କେବଳ ତାଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ସେତେଟା ଭଲ ପ୍ରଦର୍ଶନ କଲା ନାହିଁ । ତେଣୁ ସେ ପରେ ମିଳିଥିବା ଅନ୍ୟ ଅଫରରେ ସେତେଟା ଆଗ୍ରହ ଦେଲେ ନାହିଁ। ଏହି ସମୟରେ ସେ ଦକ୍ଷିଣ ଭାରତୀୟ ସିନେମାରେ ଭଲ କାମ କଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିରୋଇନ୍‌ଙ୍କୁ ପଛରେ ପକାଇବେ ବାହୁବଲୀର କଟପ୍ପାଙ୍କ ଝିଅ

ବମ୍ବେ: ବଲିଉଡ୍‌ରେ ଅନେକ ସିନେମା ରିଲିଜ ହୋଇଥାଏ। ହେଲେ ସେଥିରୁ କିଛି ଫିଲ୍ମ ଏପରି ଥାଏ ଯାହା ସବୁଦିନ ପାଇଁ ମନେ ରୁହେ। ଯେମିତି କି...

ନିଜର ସୁରକ୍ଷାକର୍ମୀଙ୍କୁ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ମଡେଲ ପାମେଲା ଏଣ୍ଡରସନ ପୁଣିଥରେ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୫୩ ବର୍ଷୀୟା ପାମେଲା ନିଜର ବଡିଗାର୍ଡ ଡାନ୍‌ ହେହଷ୍ଟଙ୍କୁ...

କିଛି ଟେନ୍‌ସନ୍‌ ଥିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ...

ବିପଦରେ ଅକ୍ଷୟଙ୍କ ‘ଷ୍ଟାରଡମ୍‌’: ବର୍ଷକରେ ୩ ଫିଲ୍ମ ଫ୍ଲପ୍‌

ବମ୍ବେ: ଏକଦା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସ କିଙ୍ଗ କୁହାଯାଉଥିଲା। କାରଣ ତାଙ୍କର ପ୍ରତିଟି ଫିଲ୍ମ ସୁପରହିଟ୍‌ ହେବା ସହ ଭଲ ବ୍ୟବସାୟ...

ବଲିଉଡର ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ୍‌ ସୂରଜ ଗୋଦାମ୍ବେ ଗିରଫ

ମୁମ୍ବାଇ,୧୦।୧୨-ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ ସୂରଜ ଗୋଦାମ୍ବେ। ଏଥିସହିତ ଆଉ...

ଦ୍ୱିତୀୟ ବିବାହ କଲେ‘ପବିତ୍ର ରିସ୍ତା’ର ଏହି ଅଭିନେତା

ଗୋଟିଏ ପଟେ ବଲିଉଡ ଅଭିନେତା ବରୁଣ ଧୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହ କରିବାକୁ ନେଇ...

ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ...

ଅର୍ଚ୍ଚିତାଙ୍କୁ ନିଜର କରିବା ପାଇଁ ବାହାରିଲେ ସବ୍ୟ: ମନ ଜିଣୁଛି ଗୋଲାପୀ ରଙ୍ଗ ପଗଡ଼ିକୁ ହସ, ସେପଟେ ଅପେକ୍ଷାରେ…

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଉ କେଇ ଘଣ୍ଟାର ଅପେକ୍ଷା। ସବୁଦିନ ପାଇଁ ପରସ୍ପରର ଜୀବନସାଥୀ ପାଲଟିବେ ଓଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ ଯୋଡ଼ି ସର୍ବ-ଅର୍ଚ୍ଚିତା। ରବିବାର ସୋସିଆଲ ମିଡିଆରେ ଉଭୟ...

Advertisement
Archives

Model This Week