ବଁଚ୍‌ବାର ରାହା ଦେଇଛେ ମୁଢ଼ି ମିକ୍ସଚର

ଲାଠୋର, ୪ା୧୨ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗାଁର ପରୀକ୍ଷିତ ବାଗ (୪୨)। ମାଏକିନା ଭୂମିସୂତା, ଝି’ ମୁକ୍ତାଦେଇ, ଦୁଇପୁଓ ସୁରେଶ ଆର ପାର୍ଥକେ ନେଇ ତାକର ସଁସାର। ଜମିବାଡି କିଛି ନାଇଁ, ମୂଲରୁ ସୁଖ୍‌ବାସୀ ଆଏ। ଗଁାର ବଁଧ୍‌ମୁଡ଼େ ଥିବାର ଜଲ୍‌ଚର ଜମିରେ କୁରିଆଟେ କରି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ପରହର କାମ୍‌ବୁତା କରି ଯାହା ରୁଜଗାର ହେଉଛେ ସେଥ୍‌ରେ କୁଟୁମଟା ଚଲୁଛନ୍‌। ଇ ଅଲପ୍‌ କମାନୀରେ କୁଟୁମ୍‌ ପୁଷବାରଟା ବହୁତ ଭିଡ଼ ପଡ଼ିଯାଉଛେ। ସେଥିରଲାଗି ପରୀକ୍ଷିତ ଧାରଉଧାର କରି ଗୁଟେ ଠେଲା ଘିନି ସେଥ୍‌ରେ ପଡ଼ାପଡ଼ା ବୁଲି ମୁଢ଼ି ମିକ୍ସଚର ବିକୁଛନ୍‌। ଫିଦିନ୍‌ ମୁଢ଼ି ମିକ୍ସଚର ସାମାନରେ ପାଖାପାଖି ୫ଶହ ଟଁକା ଖରଚ୍‌ କରୁଥିଲାବେଲେ ୨ଶହ ଟଁକା ଲାଭ୍‌ ହେଉଥିବାର ସେ କହିଛନ୍‌। ସେ ଟଁକାରେ ପରିବାର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ବି ଚାଲିଛେ। ହେଲେ ଆଏଜ୍‌କାଲି ଲୋକ୍‌ ଭିନେ ଭିନେ କିସମର ଫାଷ୍ଟଫୁଡ ଖାଏବାକେ ପସନ୍‌ କରବାର ଲାଗି ମୁଢ଼ି ମିକ୍ସଚରରୁ ଅଧ୍‌କା ଲାଭ ନାଇଁ ହେବାର ବଲି ସେ କହିଛନ୍‌। ଏହେଦ୍‌କା ସେ ମାସିକ ରୁଜଗାର କରୁଥିବାର ୬ ହଜାର ଟଁକା ଆର ପଁଚେତ୍‌ରୁ ମିଲୁଥିବାର ୨୫ କେ.ଜି. ଚାଉଳ ତାକର ପରିବାରକେ ବଁଚ୍‌ବାର ରାହା ଦେଖେଇଛେ। ହେଲେ ପରଶାସନ ଆମର ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଆର ବେଉସା ବଢ଼ାବାର ଲାଗି କେହେନ୍‌ସି ପରକାର ରୁଣ ଗୁଟେ ଯୁଗେଇ ଦେଲେ ପରିବାରଟା ଆରାମରେ ଚଲତୁଁ ବଲି ପରୀକ୍ଷିତ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୮ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ରାଜଗାଙ୍ଗପୁର, ୨୧।୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ବାଇପାଶ ଠାରେ ଥିବା କ୍ରୀଷ୍ଣା ପାୱାର ଗୋଦାମରୁ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଦେଖାଇ...

ସଂଗ୍ରାମ ପୁଣି ଜଗତ୍‌ସିଂହପୁର ଜିଲାପାଳ

ଜଗତସିଂହପୁର ଅଫିସ,୪।୧: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ର ପୁଣି ଜଗତ୍‌ସିଂହପୁର ଜିଲାପାଳ ଭାବେ ନିଯୁକ୍ତ...

‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’

ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ...

ମମତା ହେଲେ ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା

ପୁରୁଷୋତ୍ତମପୁର,୨୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ନିର୍ବାଚନ ବୁଧବାର ଶେଷ ହୋଇଛି। ୨୬ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଉପାଧ୍ୟକ୍ଷା ପଦବୀ ଲାଗି ଅନ୍ତରିଗାଁ...

ଠେଙ୍ଗା ମାଡ଼ରେ ଯୁବକଙ୍କ ମୃତ: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ଭବାନୀପାଟଣା,୧୦।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଖମାରପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ...

ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍‌

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ...

ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୫ା୮ – ଅନୁଗୋଳ ଜିଲାର ମେଧାବୀ, ପ୍ରତିଭାବାନ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ମିଳିବ ଅଧିକ ପ୍ରୋତ୍ସାହନ। ଟ୍ୟାଲେଣ୍ଟ ହଣ୍ଟ...

ଫଟୋଗ୍ରାଫିକୁ ନିଶା କରିଛନ୍ତି ସୌମ୍ୟଜିତ୍‌

କେନ୍ଦୁଝର,୧୯ା୧: ପାଠପଢ଼ା ସହ ଫଟୋଗ୍ରାଫିକୁ ନିଶା ଭାବେ ଗ୍ରହଣ କରିଛନ୍ତି। ନିଜର କଳା ମାଧ୍ୟମରେ ଅଞ୍ଚଳରେ ଯୁବ ସୁଲଭ ପ୍ରତିଭା ଭାବେ ନିଜକୁ ପରିଚିତ କରିପାରିଛନ୍ତି।...

Advertisement
Archives

Model This Week