Posted inଜାତୀୟ

ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ହେଲେ ଜାଓ୍ବେଦ ଅଶରଫ୍‌

ନୂଆଦିଲ୍ଲୀ,୨୬।୨: ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ଭାବେ ଜାଓ୍ବେଦ ଅଶରଫ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୧୯୯୧ ବ୍ୟାଚ୍‌ ଭାରତୀୟ ବହିର୍ବ୍ୟାପାର ସେବା(ଆଇଏଫ୍‌ଏସ୍‌) ଅଫିସର ଜାଓ୍ବେଦ ଏବେ ସିଙ୍ଗାପୁରରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୩ରୁ ୧୯୯୯ ପର୍ଯ୍ୟନ୍ତ ସେ ଫ୍ରାଙ୍କଫର୍ଟ ଏବଂ ବର୍ଲିନ୍‌ରେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ କାଠମାଣ୍ଡୁରେ ସେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲେଭାନା ହୋଟେଲ ଅଗ୍ନିକାଣ୍ଡ ଘଟଣା: ୧୯ ଅଧିକାରୀଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୧୧ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ହଜରତଗଞ୍ଜରେ ଥିବା ଲେଭାନା ହୋଟେଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବିଲକିସ୍‌ ବାନୋ ମାମଲା: ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ, ୧୦।୯ : ବିଲକିସ୍‌ ବାନୋ ମାମଲାରେ ୧୧ ଜଣ ଅପରାଧିଙ୍କୁ ମୁକ୍ତ କରାଯିବା ନେଇ ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ମୁମ୍ବାଇ,୧୩।୧: ମହାରାଷ୍ଟ୍ରର ଶିରିଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶିରିଡିି ରାଜପଥରେ ପାଥେର ନିକଟରେ ଏକ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା...

କେମିକାଲ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌: ୧୧ ମୃତ

ବିଶାଖାପାଟଣା/ନୂଆଦିଲ୍ଲୀ,୮।୫(ପି.ଟି.): ବିଶାଖାପାଟଣାର ଏକ କେମିକାଲ୍‌ ପ୍ଲାଣ୍ଟରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ...

ପାକିସ୍ତାନ ରେଞ୍ଜର୍ସଙ୍କୁ ମିଠା ଦେଲେ ବିଏସଏଫ ଯବାନ

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଏହି ଅବସରରେ ଅଟ୍ଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ...

ପ୍ରିଭେସି ସୁରକ୍ଷା ନେଇ ପ୍ରଶ୍ନ

ଜମ୍ମୁ/ନୂଆଦିଲ୍ଲୀ,୧୨ା୧୨ : ଜମ୍ମୁ-କଶ୍ମୀର ପ୍ରଶାସନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ନେଇ ଏକ ଯଥାର୍ଥ ଡେଟାବେସ୍‌ ପ୍ରସ୍ତୁତି ପାଇଁ ଯୋଜନା କରୁଛି।...

ରାହୁଲ ଗାନ୍ଧୀ ଜଣେ ଟୁରିଷ୍ଟ ପଲିଟିସିଆନ୍‌: ଭାଜପା ନେତା

ପଣଜୀ,୫ ।୨: ଗୋଆ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ ସବୁ ରାଜନୈତିକ ଦଳ । କଳେ କଳେକୌଶଳେ ଏମାନେ ଭୋଟରଙ୍କୁ ନିଜ ଆଡକୁ...

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଘାଟଲୋଡିଆ ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ...

Advertisement
Archives

Model This Week