ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ

କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ଏଠାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ମାତ୍ର ୯୦ ଟଙ୍କାରେ ଏକ ଫୁଲଦାନି କିଣି ୪.୪ କୋଟିରେ ତାକୁ ବିକିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଉକ୍ତ ବ୍ୟକ୍ତି ଜଣଙ୍କ ଏହି ଫୁଲଦାନିଟିକୁ କିଣିବାର କିଛିଦିନ ପରେ ଏହା ୩୦୦ ବର୍ଷ ପୁରୁଣା ବୋଲି ଜାଣିବାକୁ ପାଇଥିଲେ। ତେଣୁ ଫୁଲଦାନିଟିକୁ ସେ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଚାଇନାର ଜଣେ ବ୍ୟକ୍ତି ଫୁଲଦାନିଟିକୁ ୪.୪କୋଟି ଟଙ୍କା ଦେଇ କିଣିଛନ୍ତି। ୩୦୦ ବର୍ଷ ପୁରୁଣା ଏହି ଫୁଲଦାନିରେ ୧୭୩୫ରୁ ୧୭୯୬ ପର୍ଯ୍ୟନ୍ତ ଚାଇନାରେ ଶାସନ କରୁଥିବା ସମ୍ରାଟ କିୟାନଲୋଙ୍ଗଙ୍କ ସହ ଜଡିତ କିଛି ଚିହ୍ନ ଅଙ୍କିତ ଅଛି। ଏହି କାରଣରୁ ଫୁଲଦାନିଟି ସ୍ବତନ୍ତ୍ର ପରିଚୟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲରେ ବାଇଡେନ୍‌

ତେଲ ଅଭିଭ୍‌ , ୧୪।୭: ଇସ୍ରାଏଲର ତେଲ ଅଭିଭ୍‌ ବିମାନବନ୍ଦରରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ୟେର୍‌ ଲ୍ୟାପିଡ୍‌ଙ୍କ ସହ ରାଷ୍ଟ୍ରପତି ଆଇଜାକ୍‌...

ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ...

ପାଣି: କିଛି କାହାଣୀ

ହିନ୍ଦୁ ଧର୍ମରେ ପାଣି ବା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ। ପାଣି କେବେ ଅପବିତ୍ର ହୁଏନା। ତା’ ପରିବର୍ତ୍ତେ ପାଣି ହିଁ ସମସ୍ତ...

‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ...

ମଦ ଚାହିଦା ବଢ଼ାଇବା ପାଇଁ ପ୍ରତିଯୋଗିତା

ଟୋକିଓ: ମଦକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଯୁବପିଢ଼ିଙ୍କୁ ଏ ପ୍ରକାର ନିଶା ଦ୍ରବ୍ୟରୁ ଦୂରରେ ରଖିବା ପାଇଁ...

ଜଗ୍ଗି ବାସୁଦେବରୁ ସଦ୍‌ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ ଯାତ୍ରା କରୁଥିବା ଏହି …

ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍‌ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ...

ୟୁକ୍ରେନରେ ଆମେ ଜମି ପାଇଁ ଲଢୁଛୁ: ପୁଟିନ

ମସ୍କୋ,୯।୫: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ୭୭ତମ ବିଜୟ ଦିବସ ପାଳନ କରୁଛି। ଏହି ଦିନ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟ ଘୋଷଣା କରିଥିଲା।...

ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କୁ ଭାରତର କଡ଼ା ଜବାବ: ଦୟାକରି ଆମକୁ ଉପଦେଶ ଦିଅନ୍ତୁ ନାହିଁ

ନ୍ୟୁୟର୍କ,୬।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି। ଅନେକ ଦେଶ ରୁଷିଆ ଉପରେ କଟକଣା ଲଗାଉଛନ୍ତି।...

Advertisement
Archives

Model This Week