Posted inUncategorized

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଯୋଡି ପୁଣି ଏକାଠି ନଜର ଆସିବେ। ପୂର୍ବରୁ ଦୁହେଁ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ବେଳେ ଏବେ ବଡ଼ ପରଦାରେ ତାଙ୍କୁ ପୁଣି ଦେଖିବା ପାଇଁ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟ ଜଣେ ପୋଲିସ ଚରିତ୍ରରେ ନଜର ଆସିବେ। ପୂର୍ବରୁ ଏନେଇ କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। କିନ୍ତୁ କ୍ୟାଟ୍ରିନା କେଉଁ ଚରିତ୍ରରେ ନଜର ଆସିବେ ସେନେଇ କିଛି ସ୍ପଷ୍ଟ ହୋଇ ନ ଥିଲା। ଏବେ ଏହି ରହସ୍ୟରୁ ପରଦା ଉଠିଛି। ରୋହିତ ଏଥିରୁ ପରଦା ଉଠାଇ କହିଛନ୍ତି, ଫିଲ୍ମରେ କ୍ୟାଟ୍ରିନାଙ୍କୁ ଜଣେ ମହିଳା ଡାକ୍ତର ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ନେହା ଧୂପିଆଙ୍କ ଚିଟ୍‌ଚାଟ୍‌ ଶୋ’ରେ ଏନେଇ ରୋହିତ ଘୋଷଣା କରିଥିଲେ। ଏହି ଶୋ’ରେ ରୋହିତ କହିଥିଲେ, କ୍ୟାଟ୍ରିନା ବହୁତ ପ୍ରଶ୍ନ ପଚାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ରାଜ୍ୟରେ ୯ଲକ୍ଷ ୩୭ହଜାର ପଞ୍ଜୀକୃତ ବେକାରି, ୨୧୦ ନିଯୁକ୍ତିମେଳାରେ ୧ ଲକ୍ଷ ୧୩ ହଜାରଙ୍କୁ ଦିଆଯାଇଛି ନିଯୁକ୍ତି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ୯ ଲକ୍ଷ ୩୭ ହଜାର ୨୫୧ଜଣ ବେକାର ଯୁବତୀଯୁବକ ରାଜ୍ୟ ସରକାରଙ୍କ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। ୨୧୦ ନିଯୁକ୍ତିମେଳା...

ଜେଲ୍‌ରେ ରହି ଏହି କାମ କରୁଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ରିୟା ଚକ୍ରବର୍ତ୍ତୀ ବୁଧବାର ଜେଲରୁ ମୁକୁଳିଛନ୍ତି।...

ଗଡ଼ିବ ୧୦୦ତମ କିଷାନ ରେଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୮ରେ ଭିଡିଓ କନ୍‌ଫରେନ୍ସ ଯୋଗେ ୧୦୦ତମ କିଷାନ ରେଳର ଶୁଭାରମ୍ଭ କରିବେ। ଏହା ମହାରାଷ୍ଟ୍ରର ସାଙ୍ଗୋଲାଠାରୁ ପଶ୍ଚିମବଙ୍ଗର...

ଅମିତାଭ ବଚ୍ଚନଙ୍କ ଏହି ଗୋଟିଏ ସ୍ବପ୍ନ ଆଜି ପର୍ଯ୍ୟନ୍ତ ହୋଇନାହିଁ ପୂରଣ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ସ୍ବର ଏବଂ ଉଚ୍ଚତା ପାଇଁ ସେ ଅନ୍ୟମାନଙ୍କ ଠାରୁ ଭିନ୍ନ। ତାଙ୍କର...

ଭାଜପା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୩ା୧୧(ପି.ଟି.): ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକରମାନେ ଶନିବାର ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ...

Chiranjit Biswas

Chiranjit Biswas

ମଣିନାଗ ପୀଠ ରାସ୍ତା କାମ ବନ୍ଦ: ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି ପର୍ଯ୍ୟଟକ

ରଣପୁର,୨୯ା୧(ସ୍ବ.ପ୍ର.): ନୟାଗଡ଼ ଜିଲାର ରଣପୁର ନିକଟ ମା’ ମଣିନାଗ ପୀଠ ରାସ୍ତାକୁ ଜଣେ ଲୋକ ପଥର ପକାଇ ଅବରୋଧ କରିଛନ୍ତି। ଫଳରେ ରାସ୍ତା କାର୍ଯ୍ୟ ବନ୍ଦ...

ଚର୍ଚ୍ଚିତ ସ୍ଥାନ ବଳଗଣ୍ଡି

ବଡଦାଣ୍ଡର ଅନ୍ୟତମ ଚର୍ଚ୍ଚିତ ସ୍ଥାନ ବଳଗଣ୍ଡି। ଅଧୁନା ବଡ ଦାଣ୍ଡରେ ଲୁପ୍ତ ନଦୀଟି ବଳଗଣ୍ଡିରୁ ବଡଶଙ୍ଖ ମଧ୍ୟରେ ପ୍ରବାହିତ ହୋଇଥିଲା। ମାଦଳା ପାଞ୍ଜିରେ ଥିବା ସୂଚନା...

Play 250+ Trending Games
Archives

Model This Week

Why Dharitri