ଫିଲ୍ମ ‘ପଙ୍ଗା’କୁ ନିଜ ମା’ଙ୍କୁ ସମର୍ପିତ କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍‌ ନିକଟରେ ରିଲିଜ୍‌ ହୋଇଛି। ଏହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିବା ବେଳେ ଏଥିରେ କଙ୍ଗନା ଜଣେ ଅବସରପ୍ରାପ୍ତ କବାଡ଼ି ଖେଳାଳି ତଥା ମା’ ଭୂମିକାରେ ନଜର ଆସିବେ। ନିକଟରେ ଏହାକୁ ନେଇ କଙ୍ଗନା କହିଛନ୍ତି ଜଣେ ମା’ର ହୃଦୟକୁ ବୁଝିବାକୁ ହେଲେ ସନ୍ତାନ ହେବା ଯଥେଷ୍ଟ। ସେଥିପାଇଁ ସେ ତାଙ୍କର ଏହି ଫିଲ୍ମକୁ ମା’ ଆଶା ରାନାଓ୍ବତଙ୍କୁ ସମର୍ପଣ କରିଛନ୍ତି। ଏସବୁ କଥା କଙ୍ଗନା ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ଭଉଣୀ ରଙ୍ଗୋଲି ଯେତେବେଳେ ତାଙ୍କୁ ମା’ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ କଙ୍ଗନା କହିଥିଲେ ମା’ର ମନକଥା ବୁଝିବାକୁ ମା’ ହେବା ଜରୁରୀ ନୁହେଁ ବରଂ ଜଣେ ସନ୍ତାନ ହେବା ଯଥେଷ୍ଟ ବୋଲି ସେ ଉତ୍ତର ଦେଇଥିବା ରଙ୍ଗୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି। ଅଶ୍ୱିନୀ ଅୟର ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଙ୍ଗା’ ଆସନ୍ତା ବର୍ଷ ଜାନୁୟାରୀ ୨୪ରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍‌ ଥିଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ।...

ଅନନ୍ୟା ପାଣ୍ଡେଙ୍କ ସହ ଫଟୋ ଶେୟାର କଲେ ବିଜୟ ଦେୱରକୋଣ୍ଡା

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଅଭିନେତା ବିଜୟ ଦେୱରକୋଣ୍ଡା ଏବେ ବଲିଉଡରେ ତାଙ୍କର ପ୍ରଶଂସକ ତିଆରି କରିବାରେ ଲାଗି ପଡିଛନ୍ତି । ତାଙ୍କର ଅଗାମୀ...

କରୋନା ଭୟ: ଘରର ବାଲକୋନୀକୁ ଶୁଟିଂ ସେଟ୍‌ କରିଦେଲେଣି ଏହି ଅଭିନେତା

ବମ୍ବେ: କରୋନା କାଳରେ ଧିରେ ଧିରେ ଜନଜୀବନ ସ୍ବାଭାବିକ ହେବାରେ ଲାଗିଛି। ଏଣୁ ଚଳଚ୍ଚିତ୍ର, ବିଜ୍ଞାପନ ଆଦିର ଶୁଟିଂ ବନ୍ଦ କରି ଘରେ ବସିଥିବା କଳାକାରମାନେ...

ମାତ୍ର ୧୪ ବର୍ଷ ବୟସରେ ଅଭିନୟ କରିଥିଲେ କରଣ ଜୋହର

ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଛଡା ସେ ଜଣେ ଅଭିନେତା...

ମୁମ୍ବାଇରେ ରେଷ୍ଟୁରାଣ୍ଟ ଖୋଲିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କେବଳ ଜଣେ ସଫଳ କଳାକାର ନୁହଁନ୍ତି, ବରଂ ସେ ବ୍ୟବସାୟ ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରଥମ ଆଇପିଏଲରେ...

ବିଗ୍‌ବସ୍‌ରେ ଦେଖିବାକୁ ମିଳିବ ହାଇଡ୍ରାମା ! ଶୀଘ୍ର ଏଣ୍ଟ୍ରି କରିବେ ଆଇଟମ୍‌ ଗର୍ଲ ରାକ୍ଷୀଙ୍କ ସ୍ବାମୀ

ବମ୍ବେ: ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ ବିବାହ କରିଥିଲେ ହେଁ ସ୍ବାମୀଙ୍କ ମୁହଁ ଦେଖାଇବାକୁ ଅରାଜି ହେଉଛନ୍ତି। ସେ ବିବାହ ହେଉ ଅଥବା ଅନ୍ୟ କୌଣସି...

ଏହି ବିଶ୍ୱସୁନ୍ଦରୀ କରୋନା ପଜିଟିଭ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ନତାଶା ସୁରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏ ନେଇ...

ଘରୁ ମିଳିଲା ଡ୍ରଗ୍ସ: ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଡ୍ରଗ୍ସ ମାମଲାରେ ଏନ୍‌ସିବି ଦ୍ୱାରା ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅରମାନ କୋହଲି। ଶନିବାର ଅପରାହ୍ନରେ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ୧୨...

Advertisement


Archives

Model This Week