ଫିଟ୍‌ ଥିଲେ ଓପନିଂ କରିବେ ଓ୍ବାର୍ନର

ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍‌ନେସକୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଅଷ୍ଟ୍ରେଲିଆନ ଓପନରଙ୍କ ମାଂସପେଶୀରେ ଆଘାତ ଲାଗିଛି। ସେ ଏବେ ଶତପ୍ରତିଶତ ଫିଟ୍‌ ନାହାନ୍ତି। ଦଳର ଅନ୍ୟ ଖେଳାଳିଙ୍କ ଭଳି ଓ୍ବାର୍ନର ମଧ୍ୟ ମ୍ୟାଚ୍‌ ଖେଳିବାକୁ ଚାହାନ୍ତି। କିନ୍ତୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହେବା ଦରକାର। ନ ହେଲେ ତାଙ୍କ ଆହତ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଶତପ୍ରତିଶତ ଫିଟ୍‌ ହେବାକୁ ସକ୍ଷମ ହେଲେ ସେ ପ୍ରଥମ ମ୍ୟାଚ୍‌ରେ ଓପନିଂ କରିବେ ବୋଲି ଲାଙ୍ଗର କହିଛନ୍ତି। ଓ୍ବାର୍ନର ଉପଲବ୍ଧ ହେଲେ ଟପ୍‌ ଅର୍ଡରରେ ଉସମାନ ଖ୍ବାଜା ଓ ଶନ ମାର୍ଶଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡ଼ିବ। କିନ୍ତୁ ୩୨ ବର୍ଷୀୟ ଓପନର ଫିଟ୍‌ ହେବାରେ ବିଫଳ ହେଲେ ଉଭୟ ଖ୍ବାଜା ଓ ମାର୍ଶଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ରେ ପ୍ରଦର୍ଶନକୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ପୁରାନ୍‌

ନୂଆଦିଲ୍ଲୀ,୨୨।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ସୁପର-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ...

ଖାଲି ଷ୍ଟାଡିୟମ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ

ଲଣ୍ଡନ, ୮ା୬ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଅନ୍ତର୍ଜାତୀୟ କ୍ରିକେଟ ଖାଲି ଷ୍ଟାଡିୟମରେ ଖେଳାଯାଏ ତେବେ ଏହା ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରଦର୍ଶନ...

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ...

ସେହ୍ବାଗଙ୍କୁ ପଛରେ ପକାଇଲେ ରାହୁଲ

ସେଞ୍ଚୁରିଆନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନରେ ୧୨୨ ରନ୍‌ର ଅପରାଜିତ ପାଳି ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଶତକ ସହ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- କେରଳ ମ୍ୟାଚ୍‌ ଡ୍ର

ଭାସ୍କୋ,୧୬।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଇଷ୍ଟ ବେଙ୍ଗଲ୍‌ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା...

କୋହଲିଙ୍କୁ ସରପ୍ରାଇଜ ଦେଲେ ଅନୁଷ୍କା

ନୂଆଦିଲ୍ଲୀ,୨୫।୧୧- ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ରାତି ପର୍ଯ୍ୟନ୍ତ କୋଲକାତାରେ ଥିଲେ। ମ୍ୟାଚ୍‌ ସହ ଜଡ଼ିତ...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲର ୪ର୍ଥ ବୈଠକ ଚଳିତମାସ ୧୭ ତାରିଖରେ ବସିବ। ଏଥିରେ ଭାରତର ସଂଶୋଧିତ...

ଶାସ୍ତ୍ରୀଙ୍କ ପାଖରେ ନାହିଁ ଧୋନୀଙ୍କ ଫୋନ୍‌ ନମ୍ବର: କାରଣ ଜାଣିଲେ…

ଓମାନ,୨୭।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାକୟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ କିମ୍ବଦନ୍ତୀ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ୩ଟି ଆଇସିସି...

Advertisement
Archives

Model This Week