ଫାଇଦା ଉଠାଉଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆ

ନୂଆଦିଲ୍ଲୀ,୧୩ା୫(ଆଇଏଏନ୍‌ଏସ୍‌): ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆମାନେ ନୋଭେଲ କରୋନା ଭାଇରସ୍‌ ସଙ୍କଟର ଫାଇଦା ଉଠାଇ ଅଧିକ ସକ୍ରିୟ ହୋଇଯାଇଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସତର୍କ କରିଦେଇଛି। ଏନେଇ ସିବିଆଇ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ଅବଗତ କରାଯାଇଛି।
ସାରା ବିଶ୍ୱରେ କୋଭିଡ୍‌-୧୯ର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବାବେଳେ ଡ୍ରଗ୍‌ ଚାଲାଣ ମଧ୍ୟ ବୃଦ୍ଧି ପାଇଛି। ମାଫିଆମାନେ କରୋନା ପ୍ରୋଟେକ୍ଟିଭ୍‌ ଇକ୍ୱିପ୍‌ମେଣ୍ଟ ପରିବହନ ହେଉଥିବା ଜାହାଜ ଓ ଅନ୍ୟ ଯାନବାହନଗୁଡ଼ିକରେ ଡ୍ରଗ୍‌ ଚାଲାଣ କରୁଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆଙ୍କ କାରବାର ସମ୍ପର୍କରେ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ) ସିବିଆଇକୁ ସୂଚନା ଦେଇଛି। ଏହାକୁ ନେଇ ସିବିଆଇ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଆଲର୍ଟ କରାଇଛି। କୌଣସି ପ୍ରକାର ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହେଲେ ସିବିଆଇକୁ ତୁରନ୍ତ ଅବଗତ କରିବା ପାଇଁ ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ସନ୍ତାନ ପ୍ରସବ ପରେ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୫।୨: ତେଲେଙ୍ଗାନା କରିମନଗର ଜିଲା ଜମିକୁନ୍ତା ମଣ୍ଡଳ ଅଞ୍ଚଳର ଶେହନାଜ ନାମକ ଜଣେ ଗର୍ଭବତୀ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ଅବସ୍ଥାରେ ସୋମବାର ହସ୍ପିଟାଲରେ...

ଶିକ୍ଷା ବିଭାଗ ସମ୍ମୁଖରେ ଜହର ପିଇଲେ ୫ ଶିକ୍ଷୟିତ୍ରୀ, ୩ ବେହୋସ …

କୋଲକାତା,୨୫।୮: ପଶ୍ଚିମବଙ୍ଗରେ ଶିକ୍ଷା ବିଭାଗ ସମ୍ମୁଖରେ ଏକ ଶିଶୁ ଶିକ୍ଷା କେନ୍ଦ୍ରର ୫ ଜଣ କଣ୍ଟ୍ରାକ୍ଟଚୁଆଲ ଶିକ୍ଷୟିତ୍ରୀ ଜହର ପିଇଛନ୍ତି। ଜହର ପିଇବା ପରେ ଘଟଣାସ୍ଥଳରେ...

ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …

ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ...

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ଚାଷୀଙ୍କ ଉପରେ ମାଡ଼ିଗଲା କେନ୍ଦ୍ର ମନ୍ତ୍ରୀଙ୍କ ପୁଅର କାର; ୮ ମୃତ

ଲକ୍ଷ୍ନୌ, ୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଟିକୁନିଆରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ...

ସିବିଆଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ…

ନୂଆଦିଲ୍ଲୀ,୮।୭: ରାଜଧାନୀରେ ଦିଲ୍ଲୀରେ ଥିବା ସିବିଆଇ କାର୍ଯ୍ୟାଳୟରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୫ରେ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଥିବା ଇଲୋକ୍ଟ୍ରୋନିକ୍ସ୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିବା...

ମୋଦିଙ୍କୁ ଧନ୍ୟବାଦ ଦେଲେ ଚିରାଗ: କହିଲେ, ଆପଣଙ୍କ ଆଶୀର୍ବାଦ ସର୍ବଦା ଥାଉ

ପାଟନା,୧୧।୧୦: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ପୁଅ ଚିରାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ...

ଏହି ରାଜ୍ୟରେ ଶୁଭାରମ୍ଭ ହେଲା ପ୍ଲାଜମା ଆପ୍‌

ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ଏମ୍ସ ଡାକ୍ତର ଓ ଆଇଆଇଟି ଇଞ୍ଜିନିୟର ମିଳିତ ଭାବେ ଏକ ପ୍ଲାଜମା ଆପ୍‌ ତିଆରି କରିଛନ୍ତି। ମାତ୍ର ଗୋଟିଏ...

Advertisement
Archives

Model This Week