‘ଫନୀ’ କ୍ଷୟକ୍ଷତିଜନିତ ରିପୋର୍ଟ ଉନ୍ମୋଚିତ : ପୁନରୁଦ୍ଧାର ପାଇଁ ଆବଶ୍ୟକ ୨୯,୩୧୫ କୋଟି ଟଙ୍କା

ଭୁବନେଶ୍ୱର,୬।୮(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ସଚିବାଳୟରେ ସାମୁଦ୍ରିକ ଝଡ଼ ଫନୀ ବାତ୍ୟାଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କିତ ରିପୋର୍ଟ ଉନ୍ମୋଚନ ହୋଇଛି। ଭାରତରେ ଅବସ୍ଥାପିତ ମିଳିତ ଜାତିସଂଘର ମୁଖ୍ୟ ସମନ୍ବୟକାରୀ ରେନାଟା-ଲୋକ୍‌-ଡେସାଲିଏନ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଗତ ମେ ମାସ ୩ରେ ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ଦ୍ୱାରା ରାଜ୍ୟର ୧୪ଟି ଜିଲା ପ୍ରଭାବିତ ହୋଇଥିଲା। ପ୍ରାୟ ଏକ କୋଟି ୬୫ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ। ଫନୀ ଦ୍ୱାରା ସମୁଦାୟ ୨୪,୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡିଛି। ସେହିପରି ଏହି କ୍ଷତିର ଭରଣା ତଥା ପୁନରୁଦ୍ଧାର ପାଇଁ ୨୯,୩୧୫ କୋଟି ଟଙ୍କାର ଆବଶ୍ୟକତା ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୫ ଦିନିଆ ରିମାଣ୍ଡରେ ଆକାଶ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଶୁକ୍ରବାରଠାରୁ ପୁଣି ରିମାଣ୍ଡରେ ଆସିବେ। ତାଙ୍କୁ ୫ ଦିନିଆ ରିମାଣ୍ଡରେ...

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୩,୭୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଓଡ଼ିଶାରେ ଗୁରୁବାର ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ...

ଫସଲ କ୍ଷତି ଅନୁଧ୍ୟାନ ବେଳେ ସାମାଜିକ ଦୂରତ୍ୱକୁ ବେଖାତିର

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଯେଉଁଠି ସାମାଜିକ ଦୂରତ୍ୱକୁ...

ବ୍ରାଉନସୁଗାର ର଼୍ୟାକେଟ୍‌ରେ ଏମ୍‌ବିଏ ଛାତ୍ର

ଭୁବନେଶ୍ୱର, (ବ୍ୟୁରୋ)/ ବାଲେଶ୍ୱର ଅଫିସ, ୧୯।୮:  ବ୍ରାଉନସୁଗାର କାରବାର କରୁଥିବା ଜଣେ ଏମ୍‌ବିଏ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ସୋମବାର ରାତିରେ...

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୭୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨,୯୪୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ମହଙ୍ଗା ପଡ଼ିଲା ସଟ୍ ଡାଉନ ବେଳେ ବାହାରେ ବୁଲିବା : ଭୁବନେଶ୍ୱରରେ ୪୫,ଭଦ୍ରକ ରେ ୯ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରାନଟାଇନ ରେ ପଠାଇଲା ପୋଲିସ୍, ୧୯ଙ୍କ ନାମରେ ମାମଲା

ଭୁବନେଶ୍ୱର, ୪। ୪(ବ୍ୟୁରୋ ): ସମଗ୍ର ବିଶ୍ଵରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଇତି ମଧ୍ୟରେ ୨୦ ଜଣ...

ଜଳିଗଲା ବିଉଟିପାର୍ଲର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଭୁବନେଶର ଶହୀଦନଗରସ୍ଥିତ ଫ୍ରେଣ୍ଡସ ବିଉଟିପାର୍ଲରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ପାର୍ଲରରେ ସମସ୍ତ ଆସବାବପତ୍ର ପୋଡ଼ି...

ଶିଶୁକନ୍ୟାଙ୍କ ଜୀବନ ନେଲା ପାଳଗଦା ନିଆଁ

ଝରିଗାଁ,୧୪ା୨: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ନିଆଁରେ ପୋଡ଼ି ଜଣେ ୬ବର୍ଷର...

Advertisement
Archives

Model This Week