Posted inଖେଳ

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ୟୁପି

ଗ୍ରେଟର ନୋଏଡା,୧୨।୧୦(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ୟୁପି ଯୋଦ୍ଧା ୪୫- ୩୩ରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ଏଥିସହିତ ପୂରା ଢଙ୍ଗରେ ୟୁପି ତା’ର ହୋମ୍‌ ଲେଗ୍‌ ସମ୍ପନ୍ନ କରିଛି। ଏହି ବିଜୟ ସହ ୟୁପି ୭୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଆସନ୍ତା ୧୪ ତାରିଖରେ ୟୁପି ଏଲିମିନେଟର-୧ରେ ଷଷ୍ଠ ସ୍ଥାନରେ ଥିବା ବୁଲ୍ସକୁ ଅହମ୍ମଦାବାଦ୍‌ରେ ଭେଟିବ। ପ୍ରଥମାର୍ଦ୍ଧରେ ଆୟୋଜକ ଦଳ ପଛରେ ପଡିଥିଲା। ତେବେ ଏହାପରେ ଶ୍ରୀକାନ୍ତ ଯାଦବ ଓ ସୁରେନ୍ଦର ଗିଲ୍‌ ପ୍ରତ୍ୟେକ ୯ ପଏଣ୍ଟ ଲୋଖାଏ ସ୍କୋର କରି ୟୁପିକୁ ମ୍ୟାଚ୍‌ରେ ଫେରାଇଥିଲେ। ହେଡ କୋଚ ଯଶବୀର ସିଂଙ୍କ ତତ୍ତ୍ୱାବଧାନ ଓ ନିତେଶ କୁମାରଙ୍କ ନେତୃତ୍ୱରେ ୟୁପି ଏପର୍ଯ୍ୟନ୍ତ ଲିଗ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ଏହି ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି; ଜଣକା ଆୟ…

ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ସ୍ତ୍ରୀ ଅନୁଷ୍କା ଏବେ ଗର୍ଭବତୀ। ଏବେ ଅନୁଷ୍କା କାମରୁ...

ପିଏସ୍‌ଜି ଛାଡିଲେ ଆଲ୍‌ଭେସ୍‌

ପ୍ୟାରିସ, ୨୩ା୬ (ଏଏଫ୍‌ପି)- ଡାନି ଆଲ୍‌ଭେସ୍‌ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ଦଳ ପରିତ୍ୟାଗ କରିଛନ୍ତି। କୋପା ଆମେରିକାରେ ପେରୁ ବିପକ୍ଷରେ ବ୍ରାଜିଲର ୫-୦ଗୋଲରେ ବିଜୟ ପରେ ସେ...

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...

୪ ବର୍ଷରେ ଜିଭା ହେଲେ ବ୍ରାଣ୍ଡ୍‌ ଆମ୍ବାସଡର୍‌: ଏମ୍‌ଏସ୍‌ଙ୍କ ମନରେ ଖୁସି

ନୂଆଦିଲ୍ଲୀ,୫।୧: ମାତ୍ର ୪ ବର୍ଷ ବୟସରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ବ୍ରାଣ୍ଡ୍‌ ଆମ୍ବାସଡ଼ର ପାଲଟିଛନ୍ତି। ପାପା ଧୋନିଙ୍କ ସହିତ ଜିଭା କାଡବୁରୀ...

୨୭ ବର୍ଷ ପରେ କୋଣ୍ଟା

ପ୍ୟାରିସ, ୩୦।୫- ବ୍ରିଟେନ ଟେନିସ ଷ୍ଟାର୍‌ ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଚଳିତ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସର ୩ୟ...

‘ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ଏକ ମ୍ୟାଜିକ ମୁହୂର୍ତ୍ତ’

ଚେନ୍ନାଇ, ୧ା୯ (ପି.ଟି.): ଭାରତ ଓ ରୁଷିଆ ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡରେ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି। ଭାରତୀୟ ଚେସ୍‌ ପାଇଁ ଏହା ଏକ...

‘ଶର୍ଟ ରନ’ କଲ୍‌ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା

ଦୁବାଇ, ୨୨।୯(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’...

ଖେଳାଳିମାନେ ଜିତୁଥିବା ଅଲିମ୍ପିକ୍‌ ପଦକର ମୂଲ୍ୟ କେତେ? କ’ଣ ଥାଏ ତାର ସ୍ବତନ୍ତ୍ରତା ଜାଣନ୍ତୁ…

ଟୋକିଓରେ ଅଲିମ୍ପିକ୍ସ-୨୦୨୦ ଜାରି ରହିଛି। ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୮ ଯାଏ ଚାଲିବ। ଏଥିରେ ଚାଇନା ପାଖାପାଖି...

Advertisement
Archives

Model This Week