ପ୍ରେମିକଙ୍କୁ ଝୁରୁଛନ୍ତି ଶିଳ୍ପାଙ୍କ ଭଉଣୀ

ବମ୍ବେ: ପ୍ରେମିକ ରାକେଶ ବାପତଙ୍କ ଝୁରୁଛନ୍ତି ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ। ବିଗ୍‌ ବସ୍‌ ୧୫ ଓଟିଟି ପରେ ସିଜନ୍‌ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ସମିତା। ଓଟିଟି ଘରେ ରାକେଶଙ୍କ ସହ ସମିତାଙ୍କ ଯୋଡ଼ି ଜମିଥିଲା। ଏବେ ତାଙ୍କୁ ଛାଡ଼ି ଏକା ବିଗ୍‌ବସ୍‌ ଘରକୁ ଆସିଛନ୍ତି ସମିତା।

ମଙ୍ଗଳବାର ଦେଖାଯାଇଥିବା ଏପିସୋଡରେ ଅନ୍ୟତମ ପ୍ରତିଯୋଗୀ ଜୟ ଭାନୁଶାଳୀ ସମିତାଙ୍କୁ ଲାଜେଇ ବଧୂ ଭାବେ ରାକେଶଙ୍କ ପାଇଁ କିଛି ବାର୍ତ୍ତା ଦେବାକୁ କହିଥିଲେ। ସମିତା କ୍ୟାମେରା ଆଡକୁ ଅନାଇ ଲାଜରେ ସରସର ହୋଇ ‘ଆହୋ, ଆଇକା ନା..’ ବୋଲି କହିଥିଲେ। ଏହାର ଅର୍ଥ ହେଉଛି ‘ଶୁଣ ନା..’। ଏହି ସମୟରେ ପ୍ରତିଯୋଗୀ ତେଜସ୍ବୀ ପ୍ରକାଶ ତାଙ୍କୁ ସକାଳେ ପୋହା ପ୍ରସ୍ତୁତ କରିବାକୁ ହେବ ବୋଲି କହିଥିଲେ। ଯାହାକୁ ଶୁଣି ସମିତା ଲାଜେଇ ଯାଇଥିଲେ।

ମୋଟାମୋଟି ଭାବେ ଦେଖିଲେ ନୂଆ ନୂଆ ଆରମ୍ଭ ହୋଇଥିବା ସମିତା-ରାକେଶଙ୍କ ପ୍ରେମକାହାଣୀରେ ବ୍ରେକ୍‌ ଲଗାଇଛି ବିଗ୍‌ ବସ୍‌। ଶୋ’ରେ ସାମିଲ ହେବା କାରଣରୁ ଉଭୟଙ୍କୁ ଅଲଗା ହେବାକୁ ପଡ଼ିଛି। ରାକେଶ ବାହାରେ ଥାଇ ସମିତାଙ୍କୁ ସମର୍ଥନ କରୁଛନ୍ତି। ସେହିଭଳି ସମିତା ଅନେକ ସମୟରେ ରାକେଶଙ୍କୁ ମନେ ପକାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜାମୌଳିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଫାଷ୍ଟ୍ ଲୁକ୍ ରିଲିଜ

ମୁମ୍ବାଇ: ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜମୌଳିଙ୍କ ଆଉ ଏକ ବଡ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବା (ରୌଦ୍ରମ ରନମ ରୁଢିରମ) । ଦର୍ଶକ ଏହି ଫିଲ୍ମରେ ବାହୁବଳୀ...

ସାତଫେରା ନେଲେ ଆଥିଆ-ରାହୁଲ

ମୁମ୍ବାଇ,୨୩।୧: ଦୀର୍ଘଦିନର ସମ୍ପର୍କ ପରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା...

ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କୁ ଟାର୍ଗେଟ୍‌ କରି ବର୍ଷିଲେ ଏହି ଅଭିନେତ୍ରୀ

‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ ଅଭିନେତ୍ରୀ ଆଙ୍କାକ୍ଷା ରାୱତ ତାଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତକୁ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି।...

ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି...

କୃଷକ କହିଲେ ‘ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି’… କ’ଣ କହିଲେ ପାଜି

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଗଦ୍ଦର ୨ ‘ ପାଇଁ ଶୁଟିଂରେ ବିଜି ଅଛନ୍ତି । ଫିଲ୍ମର ସମ୍ପୂର୍ଣ୍ଣ...

ଡ୍ରଗ୍ସ ମାମଲାରେ ଆଉ ଦୁଇ ଷ୍ଟାରଙ୍କ ନାମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା...

ପିତାଙ୍କ ସହ ଦୀର୍ଘବର୍ଷ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ କଙ୍ଗନା, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ବ୍ୟତୀତ ସେ ଅହଂକାର ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ହିମାଚଳ ପ୍ରଦେଶର ମାଣ୍ଡି ଜିଲା ନିକଟ ସୁରଜପୁର...

ପ୍ରେମ ଜ୍ଞାନ ବାଣ୍ଟିଲେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି...

Advertisement
Archives

Model This Week