Posted inଫୁରସତ

ପ୍ରେମରୁ ବିରହ: ପ୍ରେମ ସପ୍ତାହ ପରେ ପାଳିତ ହୋଇଥାଏ ଆଣ୍ଟି ଭାଲେଣ୍ଟାଇନ୍‌ ଓ୍ବିକ୍‌

ଦୁନିଆରେ କୌଣସି ଜିନିଷ ସ୍ଥାୟୀ ନୁହେଁ। ସଭିଙ୍କର ଶେଷ ବା ଅନ୍ତିମ ପର୍ଯ୍ୟାୟ ରହିଛି। ଏହା ପୃଥିବୀର ପ୍ରତିଟି ପ୍ରାକୃତିକ କାର୍ଯ୍ୟରେ ପରିଲକ୍ଷିତ ହୋଇଥାଏ। ଜୁଆର ପରେ ଭଟ୍ଟା ହିଁ ଆସିଥାଏ। ଏହାର ପ୍ରତିଫଳନ ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ମଧ୍ୟ ଦୃଷ୍ଟି ଗୋଚର ହୋଇଥାଏ। ପ୍ରେମ ସପ୍ତାହରେ ପରିସ୍ପରର ନିକଟବର୍ତ୍ତୀ ହୋଇଥିବା ପ୍ରେମୀ ଯୁଗଳ ଏହାପର ସପ୍ତାହରେ ବିରହ ଯନ୍ତ୍ରଣା ଭୋଗ କରିଥାନ୍ତି। ଫେବୃୟାରୀ ୭ରୁ ୧୪ ମଧ୍ୟରେ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ପାଳିତ ହୋଇଥାଏ। ତେବେ ଏହାପରେ ଫେବୃୟାରୀ ୧୫ରୁ ୨୧ ପର୍ଯ୍ୟନ୍ତ ଆଣ୍ଟି ଭାଲେଣ୍ଟାଇନ୍‌ ଓ୍ବିକ୍‌ ପାଳିତ ହୋଇଥାଏ। କେତେକ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନ ଥାନ୍ତି। କ୍ରମାନ୍ବୟରେ ଫେବୃୟାରୀ ୧୫ରେ ସ୍ଲାପ୍‌ ଡେ, ୧୬ରେ କିକ୍‌ ଡେ, ୧୭ରେ ପରଫ୍ୟୁମ୍‌ ଡେ, ୧୮ରେ ଫିର୍ଲଟିଙ୍ଗ୍‌ ଡେ, ୧୯ରେ କନଫେସନ୍‌ ଡେ, ୨୦ରେ ମିସିଙ୍ଗ୍‌ ଡେ ଏବଂ ୨୧ରେ ବ୍ରେକ୍‌ ଅପ୍‌ ଡେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ...

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି...

ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫...

ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ: ଦେଖନ୍ତୁ ଭିଡିଓ

ତାମିଲନାଡୁ,୨୦।୧୧-ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ୍‌ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ହାତୀ ଛୁଆ। ଏପରି ଘଟଣା ତାମିଲନାଡୁ...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ...

ଛୋଟ ପିଲାଟିକୁ ଆଲିଙ୍ଗନ କରୁଛି କୁକୁର: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଛୋଟ ପିଲାକୁ ଏକ କୁକୁର ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ...

କରୋନା ଭୟ: ବଜାରରେ ଗୋମୂତ୍ରରୁ ପ୍ରସ୍ତୁତ ହ୍ୟାଣ୍ଡ୍‌ ସାନିଟାଇଜର ଚାହିଦା ବଢୁଛି

ନୂଆଦିଲ୍ଲୀ,୧୨।୩: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସ୍‌ ଦ୍ୱାରା ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪...

ଇଟାଲିରେ ପେପ୍ପା ପିଗ୍‌ କାର୍ଟୁନ୍‌କୁ ବିରୋଧ

ରୋମ୍‌: ପିଲାଙ୍କ ମନୋରଞ୍ଜନ ପାଇଁ ଟିଭିରେ ପ୍ରସାରିତ ପେପ୍ପା ପିଗ୍‌ କାର୍ଟୁନ୍‌କୁ ଇଟାଲିର ରାଜନୈତିକ ଦଳ ବ୍ରଦର୍ସ ଅଫ୍‌ ଇଟାଲିର ବରିଷ୍ଠ ନେତା ଫେଡେରିକୋ ମୋଲ୍ଲିକୋନ...

Advertisement
Archives

Model This Week