Posted inଜାତୀୟ

ପୋଲିସରେ ଭର୍ତ୍ତି ହେଲେ କୃଷକଙ୍କ ୨ଝିଅ, ଜଣେ ପୁଅ

ଲକ୍ଷ୍ନୌ,୧୭।୧୨: ପରିବାରରେ ଯେତେବେଳେ ଜଣେ ପୁଅ ପୋଲିସ ପୋଷାକ ପିନ୍ଧେ ସେତେବେଳେ ସମସ୍ତେ ଗର୍ବ ଅନୁଭବ କରିଥାନ୍ତି। ହେଲେ ଉତ୍ତରପ୍ରଦେଶ ମୁରଦାବାଦରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ଝିଅଙ୍କ ସଫଳତା ଲୋକଙ୍କୁ ଗର୍ବ କରିବାକୁ ଶିଖାଇଦେଇଛି। ସୋମବାର ଗୋଟିଏ ପରିବାରର ୨ଝିଅ ଓ ଜଣେ ପୁଅ ଏକାସାଙ୍ଗରେ ପୋଲିସରେ ଭର୍ତ୍ତି ହୋଇଛନ୍ତି। ଏନେଇ ପରିବାର ଓ ଗାଁଲୋକେ ଖୁସି ହେବା ସହ ଗର୍ବ ଅନୁଭବ କରିଛନ୍ତି। ସୂଚନାଯୋଗ୍ୟ, ମିରଠର ମଓ୍ବାନା ଥାନା ଅଞ୍ଚଳର ଦାନ୍ଦପୁରରେ କୃଷକ ବିପିନ ଶର୍ମାଙ୍କ, ସ୍ତ୍ରୀ ଉଷାଙ୍କ ସମେତ ୪ଝିଅ ଓ ୨ପୁଅ ରୁହନ୍ତି। ତାଙ୍କର ବଡ଼ ପୁଅ ବିବେକ, ଝିଅ ସାକ୍ଷୀ ଓ ମୀନାକ୍ଷୀ ଏବେ ପୋଲିସ ବିଭାଗରେ ସାମିଲ ହୋଇଛନ୍ତି। ଦୁଇ ଭଉଣୀ ସାକ୍ଷୀ ଓ ମୀନାକ୍ଷୀ ମୁରଦାବାଦର ୯ମ ପିଏସିରେ ପାସ୍‌ ହୋଇଥିବା ବେଳେ ଭାଇ ବିବେକ ଶର୍ମା ଅଲିଗଡରେ ସିପାହୀ ଟ୍ରେନିଂ ପୂରା କରି ପାସ୍‌ ହୋଇଛନ୍ତି। ଏକାସାଙ୍ଗରେ ଭଉଣୀ ଭାଇ ସଫଳତା ହାସଲ କରି ସୋମବାର ପୋଲିସ ବିଭାଗରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ବିପିନଙ୍କ ସାନ ଝିଅ ସିଭିଲସର୍ଭିସ ପାଇଁ ପ୍ରସ୍ତୁତ ହେଉଥବା ନେଇ ଜଣାପଡ଼ିଛି। ତେବେ ଝିଅମାନଙ୍କୁ ବୋଝ ଭାବୁଥିବା ବେଳେ ସେମାନଙ୍କର ଏଭଳି ସଫଳତା ପାଇଁ ପରିବାର ଲୋକଙ୍କ ଖୁସି କହିଲେ ନ ସରେ।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେ ସିସୋଡିଆ

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଜେଲରେ ବନ୍ଦଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଡିଜିଟାଲ...

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି।...

ଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ପାଟନା,୧୮ା୪(ପି.ଟି.): ବରିଷ୍ଠ ଆରଜେଡି ନେତା ମହମ୍ମଦ ଅଲି ଅଶ୍ରଫ୍‌ ଫାତ୍‌ମି ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବଙ୍କ ବ୍ୟବହାରକୁ ନେଇ...

ଭାଜପା କାର୍ଯ୍ୟାଳୟରୁ ଭାରତ ମାତା ମୂର୍ତ୍ତି ହଟିଲା…

ଚେନ୍ନାଇ,୯।୮ : ତାମିଲନାଡୁର ବ୍ରିଧୁନଗର ଜିଲାର ଭାଜପା କାର୍ଯ୍ୟାଳୟରୁ ଭାରତ ମାତାଙ୍କର ନୂତନ ସ୍ଥାପିତ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପୋଲିସ ଏବଂ ରାଜସ୍ବ ଅଧିକାରୀଙ୍କ ଏହି...

ଖାଲକୁ ଖସିଲା ବସ୍‌: ଚାଲିଗଲା ୨୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ଏକ ବଡ଼ ବସ୍‌ ଦୁର୍ଘଟଣା ଘଟିଛି। ଯମୁନୋତ୍ରୀ ଯାଉଥିବା ଏକ ବସ୍‌ ଖାଲରେ ଖସି ପଡ଼ିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ...

ମହାତ୍ମାଙ୍କ ୧୫୦ ତମ ଜୟନ୍ତୀ: ଭାଜପା-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୯: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସ୍ବଚ୍ଛ ଭାରତ ଅଭିଯାନ...

ଫୁସ୍‌ଫୁସ୍‌ରୁ ବାହାରିଲା ଦାନ୍ତ

ମୁମ୍ବାଇ, ୧୨ା୪: ମୁମ୍ବାଇର ଏକ ହସ୍ପିଟାଲରେ ଡାକ୍ତର ଅସ୍ତ୍ରୋପଚାର କରି ଜଣେ ୬ ବର୍ଷୀୟ ବାଳକଙ୍କ ଫୁସ୍‌ଫୁସ୍‌ରୁ ଦାନ୍ତ ବାହାର କରିଛନ୍ତି। ବାଳକ ଜଣକ ଭୁଲ୍‌ରେ...

ନିଆଁ ପୁଇଁବା ହେଲା କାଳ: ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ମୃତ

ଚଣ୍ଡିଗଡ,୯।୧: ପଞ୍ଜାବରେ ଏକ ଅଭାବନୀୟ ଘଟିଛି। ଏଠାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର...

Advertisement
Archives

Model This Week