ପେଟରେ ଷ୍ଟୋନ ସମସ୍ୟା ଦୂର କରେ କୋଳଥ ଡାଲି

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ ଅପେକ୍ଷା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଅନେକ ଲୋକ କୋଳଥ ଡାଲି ଖାଇବାକୁ ପସନ୍ଦ କରିଥାଆନ୍ତି। ଏହି ଡାଲି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ପାଟିକୁ ସ୍ବାଦିଷ୍ଟ ଲାଗେ। କୋଳଥ ଡାଲିର କିଛି ଚମତ୍କାରୀ ଗୁଣ ରହିଛି ଯାହା ଶରୀରକୁ ସୁସ୍ଥ ରଖିଥାଏ। ନିୟମିତ କୋଳଥ ଖାଇଲେ ମେଦ ହ୍ରାସ ପାଇଥାଏ। କୋଳଥ ଡାଲି ଖାଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଏଥିରେ ଭିଟାମିନ-ଏ ଥିବାରୁ ଏହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁ

ବିବାହ ପରେ ଅନେକ ସମୟରେ ଦେଖାଯାଏ, ପତ୍ନୀପତିଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ କଥା କଟାକଟି ହୋଇଥାଏ। ଏପରିକି ସମ୍ପର୍କରେ ଧୀରେ ଧୀରେ ତିକ୍ତତା...

ଘରୋଇ ଉପାୟରେ ତ୍ୱଚାରେ ଆସିବ ଚମକ

ସାଧାରଣତଃ ଗୋରା ଏବଂ କୋମଳ ତ୍ୱଚା ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟ କରିଥାନ୍ତି। କିଛି ଦିନ ଗୋରା ଦେଖାଯିବା ପରେ...

ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ...

ଶାନ୍ତି ଓ ସମୃଦ୍ଧି ଆଣେ ମୟୁର ପର

ମୟୁର ପରରେ ଘର ସଜେଇବାକୁ ଅନେକ ପସନ୍ଦ କରନ୍ତି। ତେବେ ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବାସ୍ତୁ ଅନୁଯାୟୀ ଏଥିରେ ଘର ସଜାଇଲେ ଘରେ...

ଜୁଏଲେରି କ୍ରେଜ୍‌

ଆଉଟ୍‌ଫିଟ୍‌ ଯେମିତି ହୋଇଥାଉ ନା କାହିଁକି, ଏହା ସହ ଭଳିକି ଭଳି ଜୁଏଲେରିର କମ୍ବିନେଶନ୍‌ ବିନା ଫ୍ୟାଶନ ଅସମ୍ପୂର୍ଣ୍ଣ। ଆଉ ଏଥିପାଇଁ ଆଜିର ମଡର୍ନ ଯୁବପିଢ଼ିଙ୍କଠାରେ...

ସୁନା ବିନା ମନ ବୁଝେନା

ଗହଣାପ୍ରିୟ ନାରୀ। ସେଥିପାଇଁ ତ ସୁନା ପ୍ରତି ତା’ର ସ୍ବତନ୍ତ୍ର ଆକର୍ଷଣ। ସୁନା ଗହଣାରେ ସଜେଇ ହୋଇ ନାରୀଟିଏ ନିଜକୁ ବେଶ୍‌ ସମ୍ଭ୍ରାନ୍ତ ମନେକରେ। ହେଲେ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ସଚେନତନା ହିଁ ନିରାକରଣ

ଜଳାତଙ୍କରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୋଷା କୁକୁରଠାରୁ ଆରମ୍ଭ କରି ବୁଲା କୁକୁର କାମୁଡ଼ା ଯୋଗୁ ଲୋକେ ଜଳାତଙ୍କରେ ଆକ୍ରାନ୍ତ ହୋଇଥାନ୍ତି। ପୃଥିବୀରେ...

Advertisement
Archives

Model This Week