ବାରିପଦା ଅଫିସ, ୧୨ା୪- କରୋନା ଯୋଗୁଁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ୧୫ ଦିନ ହେବ ବନ୍ଦ ରହିଛି। ଫଳରେ ଏହି ମନ୍ଦିରର ପୂଜକମାନେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରିବା ନିମନ୍ତେ ଉପଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ପୂଜକମାନେ ଅଭିଯୋଗ କରିଛନ୍ତି ଯେ, ୧୫ ଦିନ ହେଲା କଟକଣା ଯୋଗୁଁ ଭକ୍ତମାନେ ମନ୍ଦିର ଆସୁ ନାହାନ୍ତି। ପୂର୍ବରୁ ଭକ୍ତମାନେ ଦେଉଥିବା ଦାନ ତଥା ଭେଟିକୁ ନେଇ ସେମାନେ ଚଳୁଥିବା ବେଳେ ବର୍ତ୍ତମାନ ସେହିଭଳି କୌଣସି ସୁବିଧା ନାହିଁ। ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ କୌଣସି ପ୍ରାପ୍ୟ ମିଳୁ ନାହିଁ। ଫଳରେ ପୂଜକମାନେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ତେଣୁ ଏ ଦିଗରେ ବିଚାର କରିବା ପାଇଁ ପୂଜକମାନେ ଉପଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଅରୁଣ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ଦେବକାନ୍ତ ପଣ୍ଡା, କାମେଶ୍ୱର ତ୍ରିପାଠୀଙ୍କ ସମେତ ଏକାଧିକ ପୂଜକ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ଯାଜପୁର ଗ୍ରାମକୁ ୭୨ ଘଣ୍ଟା ଶଟ୍ଡାଉନ ଘୋଷଣା: ସମ୍ପୂର୍ଣ୍ଣ ଗ୍ରାମକୁ କରାଗଲା ବିଶୋଧନ
ନିରାକରପୁର,୭ା୬(ଡି.ଏନ.ଏ.): ଖୋର୍ଦ୍ଧା ଉପଖଣ୍ଡ ଲେଣ୍ଡୋ ପଞ୍ଚାୟତ ଅଧୀନ ଯାଜପୁର ଗ୍ରାମରେ ଏବେସୁଦ୍ଧା ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ...

ଏଏସ୍ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…
କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ...

ବଜ୍ରପାତରେ ଜଣଙ୍କ ଜୀବନଗଲା
କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ...

ରକ୍ତ ଅଭାବ ଦୂର ପାଇଁ ପୋଲିସ, ସ୍ବେଚ୍ଛାସେବୀ ଆୟୋଜନ କଲେ ଶିବିର
ସୋନପୁର, ୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଗତ ୨୪ତାରିଖ ମଧ୍ୟରାତ୍ରରୁ ସାରା ଦେଶରେ ଲକ୍ଡାଉନ ଘୋଷଣା ହୋଇଛି। ଜରୁରି କାମ ନ ଥିଲେ...

ପ୍ରଶାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ରାହାମା, ୨ା୬(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ହାତୀକେନା ଗଁାର ପ୍ରଶାନ୍ତ କୁମାର ସାହୁ (୪୭) କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ...

ଏସ୍ପିଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ ମହିଳା
ଢେଙ୍କାନାଳ ଅଫିସ,୨୦।୪(ବ୍ୟୁରୋ): ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ହେଲେ ହିନ୍ଦୋଳ ବ୍ଲକ ବାଲିମିଥାନା ଦୁଦୁରକୋଟ ଗ୍ରାମର...

ଲାଞ୍ଚ: ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଗିରଫ
କଟକ ଅଫିସ, ୨୩ା୧୧: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ। ସେ...

ଆମ୍ବୁଲାନ୍ସ ପାଇଁ ଅଧକିଲୋମିଟର ଚାଲିଲେ ଗର୍ଭବତୀ
ଚୌଦ୍ୱାର,୨୨।୮(ଡି.ଏନ୍.ଏ): ଲଘୁଚାପ ବର୍ଷା ଯୋଗୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି। ଫଳରେ ଲୋକେ ଘରୁ ବାହାରିପାରୁ ନ...