ପୁରୀ ରଥଯାତ୍ରା ପାଇଁ ଆଉ ୨ ପିଟିସନ୍‌: ସହରକୁ ଶଟ୍‌ଡାଉନ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଏ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗତ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶନିବାର ଆଉ ୨ଟି ମୋଡିଫିକେଶନ ପିଟିସନ ଦାୟର ହୋଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦକରି କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ। ପୁରୀ ସହରକୁ ଶଟ୍‌ଡାଉନ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନ୍‌ରେ କୁହାଯାଇଛି। ଏହି ୨ଟି ପିଟିସନ ବିଜୟ ପାଇକରାୟ ଓ ସଞ୍ଜୀବ କୁମାର ଚିନ୍ନାରା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୪୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କମୁନି

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଆରମ୍ଭ ହେଲା ରଥଟଣା: ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା; ଗହଳି ଲଗାଇ ଆସିବେ କଳାଠାକୁର

ପୁରୀ ଅଫିସ,୪।୭: ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍‌ରୁ...

ଗ୍ରାମ୍ୟ ଜଙ୍ଗଲରୁ ଅବାଧ ମୋରମ ଚାଲାଣ, ଧ୍ୱଂସ ହେଉଛି ଜଙ୍ଗଲ

ବୌଦ୍ଧ, ୧୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ବଘିଆପଡା ଗଉଡଦେଇ ଗ୍ରାମ୍ୟ ଜଙ୍ଗଲରୁ ଅବାଧରେ ମୋରମ ଚାଲାଣ ହେଉଛି। ଏଥିଯୋଗୁ ଉକ୍ତ ଜଙ୍ଗଲରେ ଥିବା ସବୁଜ ବନାନୀ ଧ୍ୱଂସ...

ଗୋଟିଏ ଦିନରେ ୪ ବଳାତ୍କାର ମାମଲା ରୁଜୁ

ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନାରେ ଗୋଟିଏ ଦିନରେ ୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ବୁଧବାର ଠାକୁରମୁଣ୍ଡା, କରଞ୍ଜିଆ, ଗୋରୁମହଷାଣି ଓ ଝାରପୋଖରିଆ ଥାନାରେ...

ଯାତ୍ରାର ଶେଷଦିନ ପୂର୍ବରୁ ହୁଣ୍ଡି ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ

ବ୍ରହ୍ମପୁର ଅଫିସ,୧୧।୫: ବ୍ରହ୍ମପୁରରେ ଚୋରି, ଲୁଟ୍‌ ଏବେ ନିତିଦିନିଆ ଘଟଣା ହୋଇଛି। ବିଶେଷ କରି ବୈଦ୍ୟନାଥପୁର ଥାନା ଅଞ୍ଚଳ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଏଭଳିସ୍ଥିତିରେ ଏକ...

ପୁଣି ଘୁଞ୍ଚିଲା ଯୁକ୍ତ୩ ନାମଲେଖା ଅବଧି

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ପ୍ରଥମ ବର୍ଷ ଶ୍ରେଣୀ ପାଇଁ ପ୍ରଥମ...

ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,୭।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏହା ପୁରୀ ଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ନେଇ ଭୁବନେଶ୍ୱର...

ଇବ ନଦୀ ନିକଟରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ,ହତ୍ୟା ସନ୍ଦେହ

ଝାରସୁଗୁଡା ଅଫିସ, ୨୧।୧୦: ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବୁଢିପଦର ସ୍ଥିତ ଇବ ନଦୀ ନିକଟରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ...

Advertisement
Archives

Model This Week