Posted inଫୁରସତ

ପାହାଡ଼ ଉପରେ ଝୁଲି ରହିଛି ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ ଦେଖିଲେ ଏହାକୁ ସତ ବୋଲି ମାନିବାକୁ ହେବ। ଏହିପରି ଏକ ଗାଁ ଝୁଲି ରହିଛି ଓମାନ୍‌ରେ ଥିବା ପାହାଡ଼ ଉପରେ। ପ୍ରାୟ ୫୦୦ ବର୍ଷ ତଳୁ ଏହି ଗାଁଟି ଏଠାରେ ଗଢ଼ି ଉଠିଛି। ୪୫ରୁ ଊର୍ଦ୍ଧ୍ୱ ଜନଜାତି ପରିବାର ଏଠାରେ ବସବାସ କରୁଛନ୍ତି।

ମସ୍କଟରୁ ୧୯୫ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମରେ ଚୂନ ପଥରର ଏକ ଉଚ୍ଚ ପାହାଡ଼ ରହିଛି। ୨୯୮୦ ମିଟର ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ ଜବାଲ୍‌-ଅଲ-ଅଖଦାର ନାମରେ ଜଣାଶୁଣା। ପାଦଦେଶରୁ ପାହାଡ଼ ଉପର ଗାଁକୁ ଯିବା ପାଇଁ ହେଲେ ପ୍ରାୟ ୨୦ ମିନିଟ୍‌ ସମୟ ଲାଗେ। ୨୦୦୫ ମସିହାରେ କିଛି ଗ୍ରାମବାସୀ ପଥର କାଟି ରାସ୍ତା ତିଆରି କରିଛନ୍ତି। ଏହି ରାସ୍ତା ଦେଇ ଲୋକେ ଏବେ ଯିବା ଆସିବା କରୁଛନ୍ତି।

ଗ୍ରାମବାସୀଙ୍କ ବ୍ୟତୀତ ପୂର୍ବରୁ ଏଠାକୁ ଯିବା ପାଇଁ ବିଦେଶୀମାନଙ୍କୁ ବାରଣ କରାଯାଉଥିଲା। ମାତ୍ର ବର୍ତ୍ତମାନ କୌଣସି କଟକଣା ନାହିଁ। ଲୋକେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସ୍ବଚ୍ଛନ୍ଦରେ ଯିବାଆସିବା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନା ପାହାଡ଼ରେ ପାର୍କ

ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍‌ ଅଳିଆ ଆବର୍ଜନା ଆସିଥାଏ।...

ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ

ମୁମ୍ବାଇ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ...

ଏମାନେ ବି କରୋନା ଯୋଦ୍ଧା

କରୋନା ଲଢେଇରେ କେବଳ ପ୍ରଶାସନ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅଧିକାଂଶ ନିଜର ସାଧ୍ୟମତେ କାମ କରିଚାଲିଛନ୍ତି। ତେବେ ଏହି ମୁକାବିଲା ପାଇଁ ଆଗେଇ ଆସିଥିବା...

ମା’ଙ୍କ ଯତ୍ନ ନେଉଥିବା ବେଳେ ଝିଅ ଇନ୍ଦିରାଙ୍କ ପ୍ରେମରେ ପଡ଼ିଥିଲେ ଫିରୋଜ୍‌: ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ହୋଇଥିଲା…

ଭାରତୀୟ ରାଜନୀତିରେ ଇନ୍ଦିରା-ଫିରୋଜ ଗାନ୍ଧୀଙ୍କ ଲଭ୍‌ଷ୍ଟୋରୀ ବେଶ ଚର୍ଚ୍ଚିତ। ଉଭୟ ୧୯୩୦ରେ ପରସ୍ପରକୁ ଭେଟିଥିଲେ। ସ୍ବାଧୀନତା ସଂଗ୍ରାମ ସମୟରେ ଇନ୍ଦିରାଙ୍କ ମା’ କମଳା ନେହେରୁ ଏକ...

କରୋନା ଟିକା ନେବା ପାଇଁ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟା ଚାଲିଲେ ଯୁବକ

ବ୍ରାଜିଲର ଆମାଜନରେ କରୋନା ଟିକା ନେବା ପାଇଁ ଜଣେ ଆଦିବାସୀ ଯୁବକ ତାଙ୍କ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟାର ରାସ୍ତା ଚାଲିବା ଆଶ୍ଚର୍ଯ୍ୟଜନକ। ଏହି...

ଭାରତର ଏହି ନଦୀ ମଧ୍ୟରେ ରହିଛି ହଜାର ହଜାର ଶିବଲିଙ୍ଗ

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ଜାଣିବା ବହୁ କଷ୍ଟକର। ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ନାଟକରେ ଏମିତି ଏକ ସ୍ଥାନ ଅଛି,...

ସିଗାରେଟ୍‌ ପାଇଁ ସ୍ପେନ୍‌ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଏତିକି ଜରିମାନା

ପ୍ୟାରିସ୍‌: ସାରା ବିଶ୍ୱରେ କରୋନା ଭାଇରସ୍‌ ପୁଣି ଥରେ ଆତଙ୍କ ଖେଳାଇ ଚାଲିଛି। ଏହି ସମୟରେ ଲୋକେ ଘରୁ ନ ବାହାରିବା ପାଇଁ କଟକଣା ଲାଗୁ...

ବିଶ୍ୱର ସବୁଠୁ ଦାମୀ କେକ୍‌, ଯାହା ଦେଖିବାକୁ ସୁନ୍ଦରୀ ଯୁବତୀ ସଦୃଶ

ବିଭିନ୍ନ ପ୍ରକାରର କେକ୍‌ ଦେଖିଥିବେ। କିନ୍ତୁ ସୁନ୍ଦରୀ ଯୁବତୀ ବା ସେଲିବ୍ରିଟି ଆକାରର କେକ୍‌ କେବେ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ...

Advertisement
Archives

Model This Week